ହାଇଦର ଏନକାଉଣ୍ଟର ପରେ ତାର ପତ୍ନୀ ଆଣିଲେ ଏମିତି ଅଭିଯୋଗ…ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଓଡିଶାର ପ୍ରକ୍ଷାତ ଗ୍ୟା-ଙ୍ଗ-ଷ୍ଟ-ର ହାଇଦରର ଏ-ନ-କା-ଉ-ଣ୍ଟ-ର କରଯାଇଥିଲା । ଗତ କିଛି ମାସ ତଳେ ହାଇଦର ଏସିବି ମେଡିକାଲରୁ ଫେ-ରା-ର ହୋଇଯାଇଥିଲା ହେଲେ ପୁଣି ତାକୁ ପୋ-ଲି-ସ ଧରି ଜେ-ଲ-ରେ ରଖିଥିଲେ ।

କିନ୍ତୁ ଗତ କାଲି ପୁଣି ଫେ-ରା-ର ହେବାକୁ ଯାଉଥିଲା ହାଇଦର ସେଥିପାଇଁ ପୋ-ଲି-ସ ସିଧା ଏ-ନ-କା-ଉ-ଣ୍ଟ-ର କରିଛି । ହାଇଦରର ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କର କିଛି ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହାଇଦରଙ୍କ ପତ୍ନୀ ଦେଇଥିବା ଏକ ବଡ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ହାଇଦରଙ୍କ ପତ୍ନୀଙ୍କ ମତରେ-‘ପୋ-ଲି-ସ ବାଲା ମିଶି ମୋ ସ୍ଵାମୀକୁ ମା-ରି ଦେଇଛନ୍ତି । ପୋ-ଲି-ସ ଓ ଜେ-ଲ-ର ଏଥିରେ ମିଶି ଛନ୍ତି । ଅଧା ରାସ୍ତାରେ ମୋ ସ୍ଵାମୀକୁ ମା-ରି-ଦେଲେ । ଏ-ନ-କା-ଉ-ଣ୍ଟ-ର କେମିତି କରାଯାଏ, ମୁଣ୍ଡକୁ ମା-ରି ନହଲେ ଛା-ତି-କୁ ମା-ରି । ନବୀନ ପାଟନାୟକ ହେଉଛନ୍ତି ଓଡିଶାର ମୁଖିଆ ଆମକୁ ଏହି ନ୍ୟାୟ ମିଳିଲା’ ।

ଏହାପରେ ଆଗକୁ ତାଙ୍କ ପତ୍ନୀ କହିଲେ-‘ ଆମକୁ ନ୍ୟାୟ ଦରକାର, ଗତ ୧୬ ବର୍ଷ ହେବ ମୋ ସ୍ଵାମୀ ଜେ-ଲ-ରେ ଥିଲା । ଗତ ଥର ଯେତେବେଳେ ମୋ ସ୍ଵାମୀ ଫେ-ରା-ର ହୋଇଯାଇଥିଲା ତାକୁ ଧ-ରି-ବା ପାଇଁ ମୁ ପୋ-ଲି-ସକୁ ସହାୟତା କରିଥିଲି । ହେଲେ ଏଥର ପୋ-ଲି-ସ ମୋ ସ୍ଵାମୀକୁ ନେଇ ଯାଇଥିଲା ହେଲେ ଆମକୁ କିଛି ବି ଖବର ଦେଇ ନାହାନ୍ତି । ଅଧା ରାସ୍ତାରେ ମା-ରି-ଦେ-ଲେ ତା ପରେ ଆମେ ଟିଭି ଦେଖି ଏହା ବିଷୟରେ ଜାଣିଲୁ’ ।

ଆଗକୁ ତାଙ୍କ ପତ୍ନୀ କହିଛନ୍ତି-‘ମୋ ସ୍ଵାମୀର ହ-ତ୍ୟା ପାଇଁ ସରକାର ଦାୟୀ ମୋତେ ନ୍ୟାୟ ଦରକାର । ପୂର୍ବଥର ଯେତେବେଳେ ମୋ ସ୍ଵାମୀ ମେଡିକାଲରୁ ଫେ-ରା-ର ହୋଇ ଯାଇଥିଲା ସେତେବେଳେ କଟକର ସ୍ପେଶିଆଲ ସ୍କ୍ବାର୍ଡ଼ ମୋ ପାଖକୁ ଆସିଥିଲେ ଓ କହିଥିଲେ, ତୋ ସ୍ଵାମୀ ଛାତିକୁ ଆମେ ଗୁ-ଳି ମା-ରି-ବୁ ।

ତା ହେଲେ କଣ ତମେ ମାନେ ମୋ ସ୍ଵାମୀକୁ ଲୁଙ୍ଗୀ ପିନ୍ଧେଇ ଅଧା ରାସ୍ତାରେ ହ୍ୟା-ଣ୍ଡ-କ-ପ୍ ପିନ୍ଧାଇ ମା-ରି-ଦେ-ବ’ । ଆଗକୁ ତାଙ୍କ ପତ୍ନୀ କହିଲେ-‘ ମୋ ସ୍ଵାମୀକୁ ଜାଣିଶୁଣି ପୋ-ଲି-ସ ବାଲା ମା-ରି-ଛ-ନ୍ତି । ମୋ ସ୍ଵାମୀ ଖସିକି ଯିବା ଲୋକ ନୁହେଁ ତାକୁ ଜାଣିଶୁଣି ଜେ-ଲ-ରୁ ନେଇ ଏ-ନ-କା-ଉ-ଣ୍ଟ-ର କରିଛନ୍ତି । ଏଥିପାଇଁ ପୋ-ଲି-ସ ପ୍ରଶାସନ ଓ ନବୀନ ପଟନାୟକ ଦାୟୀ ।

ମୋତେ ମୋ ସ୍ଵାମୀର ଡେ-ଡ ବ-ଡି ଦରକାର ଓ ଆମକୁ ନ୍ୟାୟ ଦରକାର’ । ତା ହେଲେ ବନ୍ଧୁଗଣ ହାଇଦରଙ୍କ ମୃ-ତ୍ୟୁ ପରେ ଏହିପରି ଭାବରେ ତାଙ୍କ ପତ୍ନୀ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ହାଇଦରର ମୃତ୍ୟୁ ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *