ସୁନ୍ଦରତା ଓ ବୋଲ୍ଡନେସ ରେ Priyanka Chopra ଙ୍କୁ ବି ପଛରେ ପକାଇ ଦିଅନ୍ତି ତାଙ୍କ ଠାରୁ 15 ବର୍ଷ ସାନ ତାଙ୍କର ବଡ ଜା’, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ନିଶ୍ଚୟ ଜାଣିଥିବେ । ପ୍ରିୟଙ୍କା ଉଭୟ ବଲିଉଡ ଓ ହଲିଉଡରେ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । କେବଳ ଭାରତରେ ନୁହେଁ ପ୍ରିୟଙ୍କାଙ୍କର ଲୋକପ୍ରିୟତା ଅନ୍ୟ ଦେଶରେ ମଧ୍ୟ ବହୁତ ଅଧିକ ରହିଛି । ଦର୍ଶକ ମାନେ ପ୍ରିୟଙ୍କାଙ୍କର ସୁନ୍ଦରତା ଓ ବୋଲ୍ଟନେସ ପାଇଁ ପ୍ରିୟଙ୍କାଙ୍କୁ ବହୁତ ପସନ୍ଦ କରନ୍ତି । ପ୍ରିୟଙ୍କା ବଲିଉଡ ଷ୍ଟାର ନିକ ଜୋନସଙ୍କ ସହ ବିବାହ କରିଛନ୍ତି ।

ହେଲେ ବନ୍ଧୁଗଣ ସୁନ୍ଦରତାରେ ପଛରେ ପକାଇ ଦେବେ ପ୍ରିୟଙ୍କାଙ୍କୁ ତାଙ୍କର ବଡ ଯାଆ । ଆଜି ଆମେ ଆପଣ ମାନଙ୍କୁ ତାଙ୍କର ବଡ ଯାଆଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

 

ପ୍ରିୟଙ୍କା ପ୍ରାୟ ଅଧିକାଂଶ ସମୟ ତାଙ୍କ ସ୍ଵାମୀ ଓ ତାଙ୍କ ଫ୍ୟାମିଲି ସହ ଫଟୋ ସେୟାର କରିଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କର ବଡ ଯାଆ ସୋଫି ଟର୍ନରଙ୍କୁ ନିଶ୍ଚୟ ଦେଖିଥିବେ । ସୋଫି ହେଉଛନ୍ତି ହଲିଉଡର ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ । ସୋଫି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ପ୍ରିୟାଙ୍କାଙ୍କର ବିବାହ ସମୟରେ ମଧ୍ୟ ସୋଫିଙ୍କର ବହୁତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାରଇଲ ହୋଇଥିଲା । ସୋଫିଙ୍କର ଫଟୋ ଓ ଭିଡିଓକୁ ଦେଖି ସୋସିଆଲ ମିଡିଆରେ ବହୁତ ଲୋକ କହୁଥିଲେ ଯେ, ସୋଫି ଟର୍ନର ପ୍ରିୟଙ୍କା ଚୋପଡାଙ୍କ ଠାରୁ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ପ୍ରିୟଙ୍କା ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ବହୁତ ଅଧିକ ଚର୍ଚାରେ ଆସିଛନ୍ତି ହେଲେ ବିବାହ ପରେ ପ୍ରିୟଙ୍କା ନିଜ ଶାଶୁ ଓ ବଡ ଯାଆଙ୍କ ପାଇଁ ମଧ୍ୟ ବହୁତ ଅଧିକ ଲାଇମ ଲାଇଟରେ ରହୁଛନ୍ତି ।

ବନ୍ଧୁଗଣ ପ୍ରିୟଙ୍କାଙ୍କ ବଡ ଯାଆ ସୋଫି ଟର୍ନର ଏହି ବର୍ଷ ଜୁଲାଇ ମାସରେ ଏକ ଛୁଆର ମା ହୋଇଛନ୍ତି । ସେହି ସମୟରେ ପ୍ରିୟଙ୍କା ନିଜ ବଡ ଯାଆଙ୍କ ସହ ବହୁତ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ଆପଣ ମାନେ ଦେଖିପାରିବେ ଯେ, ସୋଫି ଟର୍ନର ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କ ଠାରୁ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ସୋଫି ମଧ୍ୟ ପ୍ରିୟାଙ୍କଙ୍କ ପରି ହଲିଉଡରେ ବହୁତ ନାମ ଅର୍ଜନ କରିଛନ୍ତି । ସୋଫି ନିକଙ୍କ ବଡ ଭାଇ ଜଏ ଜୋନାସଙ୍କ ସହ ୨୦୧୭ରେ ବିବାହ କରିଥିଲେ । ହଲିଉଡରେ ସୋଫିଙ୍କ ସୁନ୍ଦରତା ଓ ବୋଲ୍ଟନେସକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ସୋଫି ନିଜର ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟତଃ ନିଜର ଫଟୋକୁ ସେୟାର କରନ୍ତି । ସୋଫିଙ୍କର ଇନ୍ସ୍ଟାଗ୍ରାମକୁ ଦେଖି ଆପଣ ଜାଣି ପାରିବେ ଯେ ସୋଫି ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କ ଠାରୁ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *