ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତୀୟ ଟିମରେ ଚୟନ ହୋଇଛନ୍ତି ପୃଥିଭ ସ । ଭାରତୀୟ ଟିମରେ ପୁଣି ଥରେ ପୃଥିଭ ସ’ ଙ୍କୁ ସ୍ଥାନ ମିଳିଛି । ତେବେ ଭାରତୀୟ କ୍ରିକେଟ ଟିମରେ ପୃଥିଭ ସ’ ଙ୍କୁ ସୁଯୋଗ ମିଳିଥିବା କାରଣରୁ ପୃଥିଭ ସ ବହୁତ ଖୁସି ଅଛନ୍ତି ବୋଲି ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି । ତେବେ ଯେତେବେଳେ ମ୍ଯାଚ ପାଇଁ ସିଲେକ୍ସନ ଚାଲିଥିଲା । ସେତେବେଳେ ପୃଥିଭ ସ ନିଜର ସିଲେକ୍ସନ ହେବ କି ନାହିଁ । ଏହି କଥାକୁ ଭାବି ଭାବି ବହୁତ ହିଁ ଡରିଯାଇଥିଲେ ।

ହେଲେ ବର୍ତ୍ତମାନର ମ୍ଯାଚରେ ସିଲେକ୍ସନ ହୋଇଥିବା ଖୁସି ସମ୍ବାଦ ଶୁଣି ପୃଥିଭ ସଙ୍କର ଖୁସି କହିଲେ ନ ସରେ । ତେବେ BCCI ନିକଟରେ ବ୍ୟାଟ୍ସମ୍ୟାନ ପୃଥିଭ ସ କହିଛନ୍ତି । ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବାକୁ ଯାଉଥିବା ମ୍ଯାଚରେ ଟିମ ଚୟନ ରାତିରେ କରଯାଇଥିଲା । ତେବେ କ୍ରିକେଟର ପୃଥିଭ ସଙ୍କ କହିବା ଅନୁଯାଇ ରାତିରେ ଟିମ ଚୟନ କରାଯାଇ ମୋତେ ଫୋନ କରଯାଇଥିଲା । ତେବେ ରାତି ପାଖାପାଖି ୧୦ ଟା ୩୦ ମିନିଟ ଭଳି ହେବ ।
ତେବେ ଏହି ସମୟରେ ଏତେ ପରିମାଣରେ ମୋ ପାଖକୁ କଲ ଓ ମେସେଜ ଆସିଥିଲା । ଯେ ମୋ ଫୋନ ପୁରା ହାଙ୍ଗ ହୋଇଯାଇଥିଲା । ତେବେ ଏତେ ମାତ୍ରାରେ କଲ ଓ ମେସେଜ ଫୋନରେ ଦେଖି ଆଶ୍ଚର୍ଯ୍ୟ ହୋଇଯିବା କଥା BCCI ର ଏକ ଇଣ୍ଟରଭିୟୁରେ ପୃଥିଭ ସ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ କଲ ରିସିଭ କରିବା ପରେ ହିଁ ମୁଁ ଅସଲ କଥାଟି ଜାଣିବାକୁ ପାଇଲି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ଭରତର T-20 ମ୍ଯାଚ ପାଇଁ ମୋତେ ଚୟନ କରାଯାଇଛି ।

ତେବେ ପ୍ରଥମ T-20 ମ୍ଯାଚରେ ଭାରତ ପରାଜୟ ହୋଇଥିଲା । ତେବେ ଏହି ମ୍ଯାଚରେ ପୃଥିଭ ସଙ୍କୁ ପ୍ଲେଈଂ-11 ରେ ସୁଯୋଗ ମିଳିନଥିଲା । ତେବେ ପୃଥିଭ ସଙ୍କୁ ଦିତୀୟ T-20 ରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି ପୃଥିଭଙ୍କ ଫ୍ୟାନ ମାନେ ବହୁତ ଖୁସିର ସହ ମଇଦାନରେ ତାଙ୍କୁ ଦେଖିବା ପାଇଁ ଚାହିଁ ରହିଛନ୍ତି । ତେବେ ସୂଚନା ମୁତାବକ ଭାରତ ପାଇଁ ପୃଥିଭ ସ ୩ ଟି ଫର୍ମାଟରେ ଖେଳିଛନ୍ତି ।
ତେବେ କ୍ରିକେଟର ପୃଥିଭଙ୍କୁ ମିଳିଥିବା ଭାରତୀୟ ଦଳରେ ସୁଗୋଗର ଅନୁସାରେ ପୃଥିଭ ବହୁତ ଭଲ ନିଜର ଖେଳ ପଦର୍ଶନ ରହିବ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେକକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

