ଫେସବୁକ ପ୍ରେମ ପରେ ଶା-ରୀ-ରି-କ ସମ୍ପର୍କ ରଖି ଚମ୍ପଟ ମା-ରି-ଲା ପ୍ରେମିକ, ଆଉ ତା’ ପରେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଯୁଗ ହେଉଛି ସୋସିଆଲ ମିଡ଼ିଆ ଯୁଗ । ବର୍ତ୍ତମାନ ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଛନ୍ତି । ଫେସବୁକ, ହ୍ଵାଟ୍ସଆପ, ଆଦି ସୋସିଆଲ ଆପ ରେ ଲୋକମାନେ ନିଜର ଫୋଟୋ ପୋଷ୍ଟ ଏବଂ ମନୋରଞ୍ଜନ କରିବା ସହ କିଛି ଅଜଣା ବ୍ୟକ୍ତି ଙ୍କ ସହ ବନ୍ଧୁତା ମଧ୍ୟ କରୁଛନ୍ତି ।

କିଛି ଲୋକ ଏହି ଫେସବୁକ ରେ ଅଜଣା ବ୍ୟକ୍ତି ସହ କଥା ହୋଇ ପ୍ରେମ ରେ ପଡି ଯାଉଛନ୍ତି ଏବଂ ଧୋ-କା ମଧ୍ୟ ପାଉଛନ୍ତି । କାରଣ ଏହି ଫେସବୁକ ରେ ବ୍ୟକ୍ତି ର ସତ୍ୟତା ବିଷୟରେ ସଠିକ ଭାବେ ଜାଣି ହୁଏନାହିଁ । ତେବେ ସେହି ଭଳି ଫେସବୁକ ରୁ ପ୍ରେମ ଏବଂ ପରେ ଧୋ-କା ର ଏକ ଖବର ବର୍ତ୍ତମାନ ନଜରକୁ ଆସିଛି ତେବେ ଆସନ୍ତୁ ଘଟଣା ସମ୍ପର୍କରେ ଆଲୋଚନା କରି ନେଵା ।

ତେବେ ଘଟଣା ଟି ଏହି ଭଳି କି ଝିଅ ଟି ରହୁଛନ୍ତି ଆଗର ପଡା ରେ ଏବଂ ପୁଅ ରହୁଥିଲେ ବାଙ୍ଗାଲୋର ରେ । ତେବେ ଦୁହିଁଙ୍କ ବନ୍ଧୁତା ଏହି ଫେସବୁକ ଆପ ରୁ ଆରମ୍ଭ ହୋଇ ଥିଲା ଏବଂ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହା ପରେ ସେ ପୁଅ ଏହି ଝିଅ ସହ ଶା-ରୀ-ରି-କ ସ-ମ୍ପ-ର୍କ- ରଖିଥିଲା ଏବଂ ଝିଅ ଟି ଗ-ର୍ଭ-ବ-ତୀ ହେବା ପରେ ଯୁବକ ନିଖୋଜ ଅର୍ଥାତ ଫେ-ରା-ର ହୋଇ ଯାଇଥିଲା

ତେବେ ଝିଅ ଟି ବର୍ତ୍ତମାନ ୫ ମାସ ର ଗ-ର୍ଭ-ବ-ତୀ ଏବଂ ସେ ବର୍ତ୍ତମାନ ସିମୁଳିଆ ଥାନା ରେ ସେହି ପୁଅ ନାମ ରେ ଏକ ମାସ ପୂର୍ବରୁ ଏକ ଲିଖିତ ଅ-ଭି-ଯୋ-ଗ କରିଥିଲା କିନ୍ତୁ ମାସକ ମଧ୍ୟରେ କୌଣସି ଉତ୍ତର କିମ୍ବା ପଦକ୍ଷେପ ନ ନେବାରୁ ବର୍ତ୍ତମାନ ସେହି ଝିଅ ଥାନା ରେ ଆସି ନିଜ ଅ-ଭି-ଯୋ-ଗ ସମ୍ପର୍କରେ ପ୍ରଶ୍ନ କରିଥିଲେ ।

କୌଣସି ପଦକ୍ଷେପ କଣ ପାଇଁ ନେଇ ନାହାନ୍ତି ବୋଲି ପଚାରିବାରୁ ପୋ-ଲି-ସ ପ୍ରଥମେ ଏଠାରେ ଏଫଆଇଆର ଗ୍ରହଣ କରାଯାଇ ପାରିବ ନାହିଁ କହିଥିଲେ ଏବଂ ଯୁକ୍ତିତର୍କ ପରେ ସେହି ମହିଳା ଏବଂ ତାଙ୍କ ଭାଇଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରିଥିଲେ ଠେ-ଲା ପେ-ଲା କରିଥିଲେ ।

ତେବେ ଏହା ପରେ ସେହି ମହିଳା ଜଣକ ଥାନା ଆଗରେ ନିଜ ଉପରେ କି-ରା-ସି-ନି ପ-କା-ଇ- ଆ-ତ୍ମା-ହୁ-ତି ଦେବା ପାଇଁ ପ୍ରୟାସ କରିଥିଲେ ତେବେ ସେଠି କିଛି ପୋ-ଲି-ସ କର୍ମଚାରୀ ଏବଂ ମହିଳା ତାଙ୍କୁ ରୋ-କି ଥିଲେ । ତେବେ ମିଡ଼ିଆ ଯେତେବେଳେ ପୋ-ଲି-ସ ଅ-ଧି-କାରୀ ଙ୍କୁ ଏହି ବିଷୟରେ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଥିଲେ କି କେସ ଯେଉଁଠି ଘ-ଟ-ଣା ଘ-ଟି-ଥା-ଏ ସେଠାରେ କରିବା ଉଚିତ କିମ୍ବା ସଠିକ ଭାବେ ଲେଖା ଦେଲେ ଉଚିତ ପ-ଦ-କ୍ଷେ-ପ ନିଆଯିବ ବୋଲି ଅ-ଧି-କା-ରୀ କହିଛନ୍ତି ।

ତେବେ ଏହି ସୋସିଆଲ ମିଡ଼ିଆ ଯେତେ ଭଲ ସେତେ ଖରାପ ତେଣୁ ସାବଧାନତା ଦ୍ୱାରା ହିଁ ବ୍ୟବହାର କରିବା ଏବଂ ଅନ୍ଧ ଭଳି କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *