ପ୍ରେମୀକକୁ ବିବାହ କରିବା ପାଇଁ ପ୍ରେମିକାର ହାଇ ଭୋଲଟେଜ ଡ୍ରାମା, କହିଲା- “ମତେ ବାହା ହୁଅ ନହେଲେ ଡେଇଁବି”, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆସନ୍ତା କାଲି ଏଭଳି ଏକ ଘଟଣା ଘଟିଛି ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଯେବେ ପ୍ରେମିକା କୁ ଜଣା ପଡ଼ିଥିଲା ଯେ ପ୍ରେମିକ ଅନ୍ୟ କାହା ସହିତ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛି

ତେବେ ପ୍ରେମିକା ଯାଇ ପହଁଚିଲା ପ୍ରେମିକ ର ଘରେ ଓ ଘରର ପାଞ୍ଚ ମହଲା କୁ ଯାଇ ଧ-ମ-କି ଦେଲା ଯେ ଯଦି ତାକୁ ବିବାହ ନ କରିବେ ତେବେ ସେ ପାଞ୍ଚ ମହଲା ଛାତ ଉପରୁ ଡେ-ଇଁ ପ-ଡି-ବ । ଆଜ୍ଞା ବନ୍ଧୁଗଣ ଏଭଳି ଏକ ଘଟଣା ହୋଇଥିବାର ବର୍ତ୍ତମାନ ସାମ୍ନା କୁ ଆସିଛି । ଘଟଣା ଟି ଘଟିଛି ପୁରୁଣା ଦିଲ୍ଲୀ ଗୀତା କଲୋନୀ ରେ । ଆପଣ ମାନେ ଏଭଳି ଘଟଣା ପୂର୍ବ ଦେଖିଥିବେ । ସବୁବେଳେ ପ୍ରେମିକ ଆ-ତ୍ମ-ହ-ତ-ୟା କରିବାର ଧ-ମ-କ ଦେଇଥାଏ ।

କିନ୍ତୁ ଏଥର ପାଞ୍ଚ ମହଲା ଛାତ ଉପରେ ଚଢ଼ି ଯାଇଛନ୍ତି ପ୍ରେମିକା ଏବଂ କରୁଛନ୍ତି କେବଳ ଗୋଟିଏ ଜିଦ୍, ଯଦି ତାଙ୍କୁ ବିବାହ ନ କରିବେ ତେବେ ସେ ନିଜ ପ୍ରେମିକ ଙ୍କ ଛାତ ରୁ ଡେ-ଇଁ କରିବେ ଆ-ତ୍ମ-ହ-ତ-ୟା । ଘଟଣା ଟି ଜଣା ପଡ଼ିବା ପରେ ସ୍ଥାନୀୟ ପୋ-ଲି-ସ ସମେତ ଅନେକ ଲୋକ ରୁଣ୍ଡ ହୋଇଥିଲେ । ମହିଳା ସମାଜ ସେବୀ ଙ୍କ ଠାରୁ ଆରମ୍ଭ କରି ମହିଳା କନେଷ୍ଟବଳ ପର୍ଯ୍ୟନ୍ତ ସମସ୍ତେ ସେହି ସ୍ଥାନରେ ପହଁଚି ଗଲେ । ଯୁବତୀ ଙ୍କୁ ତଳକୁ ଆଣିବାର କରିଥିଲେ ପ୍ରୟାସ ।

ଦିଲ୍ଲୀ ପୋ-ଲି-ସ ତଳେ ଗଦି ପକାଇ ଥିଲେ । ଯେପରି ଯୁବତୀ ଙ୍କ କିଛି ନ ହେଉ । କିନ୍ତୁ ଯୁବତୀ ଜଣକ ବାରମ୍ବାର କହୁଥିଲେ ଯେ, ଗଦି ହଟାଇ ଦିଅ ଏବଂ ମୋତେ ମ-ରି-ବା-କୁ ଦିଅ । ଶେଷରେ ଦିଲ୍ଲୀ ପୋ-ଲି-ସ କଳେ ବଳେ କୌଶଳେ ଯୁବତୀ ଙ୍କୁ ତଳକୁ ଆଣିବା ନିମନ୍ତେ ସମର୍ଥ ହେଲେ । ପୁରା ଦେଢ଼ ଘଣ୍ଟା ପରେ ପୋ-ଲି-ସ ଯୁବତୀ ଙ୍କୁ ତଳକୁ ଆଣି ପାରିଥିଲେ । ଏହା ପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ମଧ୍ୟ ଶାନ୍ତି ରେ ନିଃଶ୍ୱାସ ମାରିଥିଲେ ।

ଏହି ସମସ୍ତ ଘଟଣା କୁ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ଭିଡିଓ ଦ୍ଵାରା କ୍ୟାପ୍ଚର କରିଥିଲେ ଏବଂ ସେହି ଭିଡିଓ କୁ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ । ଯାହା ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହାଦ୍ବାରା ସମସ୍ତଙ୍କୁ ଏକ ସୋସିଆଲ ମେସେଜ ମଧ୍ୟ ମିଳିଥିଲା ।

କୌଣସି ବ୍ୟକ୍ତି ଙ୍କୁ କେବେବି ଅନ୍ଧ ଭଳି ବିଶ୍ୱାସ କରିବା ଆଦୋୖ ଉଚିତ ନୁହେଁ । ବିଶେଷ କରି ପ୍ରେମ ମାମଲାରେ । ଯଦି ପ୍ରେମ କରୁଛନ୍ତି ତେବେ ଆଗପଛ ଦେଖି ଆଗକୁ ବଢ଼ନ୍ତୁ । କିନ୍ତୁ କେବେବି କାହାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ଜଣକୁ ପ୍ରେମ କରି ଅନ୍ୟ ଜଣକୁ ବିବାହ କରିବା ଦ୍ୱାରା ପରିସ୍ଥିତି ଅଣାୟତ ହୋଇଥାଏ ଏବଂ ଲୋକହସା ହେବାକୁ ମଧ୍ୟ ପଡ଼ିଥାଏ । ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *