ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।
ଯେଉଁଠି ଏକ ସ୍ତ୍ରୀ ନିଜ ସ୍ଵାମୀର ମୃ-ତ ଶ-ବ-କୁ ନେବା ପାଇଁ କାନ୍ଦୁଛି ହେଲେ ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ବାପା ତାଙ୍କ ଶ-ବ-କୁ ନେବା ପାଇଁ କହୁଛନ୍ତି । ଏହି ଘଟଣାଟି ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ହେଉଛି ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲର ଶ-ବ ବ୍ୟ-ବ-ଛେ-ଦ ଗୃହ ନିକଟର ।
ସ୍ତ୍ରୀ ନିଜ ସ୍ଵାମୀର ମୃ-ତ ଶ-ବ-କୁ ନେଇ ଶ-ବ ସ-ତ୍କା-ର କରିବା ପାଇଁ ଚାହୁଁ ଥିବା ବେଳେ ମୃ-ତ ବ୍ୟକ୍ତିର ବାପା ନିଜ ପୁଅର ଶ-ବ-କୁ ନେଉଛନ୍ତି । ଅନ୍ୟ ପକ୍ଷରେ ସ୍ତ୍ରୀ ନିଜ ସ୍ଵାମୀର ମୃ-ତ୍ୟୁ ପାଇଁ ଛାତି ଫଟାଇ କାନ୍ଦୁଛି । ସ୍ତ୍ରୀ କାନ୍ଦି କାନ୍ଦି କହୁଛି-‘ମୋ ସ୍ଵାମୀ ଶ-ବ-କୁ ମତେ ଦେଇ ଦିଅ, ମୁ ନେଇ ଶ-ବ ସ-ତ୍କା-ର କରିବି । ତାଙ୍କୁ ଯଦି ନେବ ତା ହେଲେ ମୋତେ ବି ନେଇ ଯାଅ’ ।
ସ୍ତ୍ରୀ କହୁଛି ଶବକୁ ମୁ ନେବି ହେଲେ ଏପଟେ ବାପା କହୁଛି ଶ-ବ-କୁ ମୁ ନେବି । ଏମିତି ଯୁକ୍ତି ତରକ ଚାଲିଥିଲା ଶ-ବ ବ୍ୟ-ବ-ଛେ-ଦ ଗୃହ ନିକଟରେ । ବନ୍ଧୁଗଣ ସୋନପୁର ଜିଲ୍ଲା ବୀର ମହାରାଜ ଗ୍ରାମର ସୋମ୍ୟ ରଞ୍ଜନ ନାୟକ ଲକ୍ଷ୍ମୀ ପ୍ରିୟା ନାମକ ଏକ ବିବାହିତ ମହିଳାଙ୍କୁ ଭଲ ପାଇ ବିବାହ କରିଥିଲେ । ପୂର୍ବରୁ ବିବାହିତ ଥିବାରୁ ଲକ୍ଷ୍ମୀଙ୍କର ଏକ ଝିଅ ଥିଲା ନିଜ ପ୍ରଥମ ସ୍ଵାମୀଙ୍କ ଦେ-ହା-ନ୍ତ ପରେ ଏକା ରହୁଥିଲେ ଲକ୍ଷ୍ମୀ ପ୍ରିୟା ।
ହେଲେ ସୋମ୍ୟ ତାଙ୍କ ଜୀବନକୁ ଆସିବା ପରେ ସେ ନୂଆ ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଥିଲେ । ଉଭୟଙ୍କ ପରିବାର ଏମାନଙ୍କ ବିବାହକୁ ବି-ରୋ-ଧ କରୁଥିଲେ ମଧ୍ୟ ସୋମ୍ୟ ଛାଡି ନଥିଲେ ଲକ୍ଷ୍ମୀଙ୍କ ହାତ । ଭୁବନେଶ୍ଵରର ଏକ ହୋଟେଲରେ ରୋଷେଇଆ ଭାବରେ କାମ କରୁଥିଲେ ସୋମ୍ୟ ଓ ସେ ଲକ୍ଷ୍ମୀଙ୍କୁ ବିବାହ କରି ସାଲିଆ ସାହିର ନିଲଙ୍କାରି ନଗରରେ ରହୁଥିଲେ । ଘଟଣା ଦିନ ସୋମ୍ୟ ମ-ଦ୍ୟ-ପା-ନ କରି ଘରକୁ ଆସିଥିଲେ ଓ ଲକ୍ଷ୍ମୀଙ୍କ ସହ କଥା ହେବା ପାଇଁ ଚାହୁଁ ଥିଲେ ।
ହେଲେ ରାତିରେ ଲକ୍ଷ୍ମୀ କଥା ହେବା ପାଇଁ ମନା କରି ସଖାଳେ କଥା ହେବା ପାଇଁ କହିଥିଲେ । ହେଲେ ବନ୍ଧୁଗଣ ସଖାଳ ସମୟରେ ସୋମ୍ୟଙ୍କ ମୃ-ତ ଦେହ ଦେଖିଥିଲେ ଲକ୍ଷ୍ମୀ । ଏହା ଦେଖି ସେ ଛା-ତି ପି-ଟି କା-ନ୍ଦି-ଥି-ଲେ । ଏହା ପରେ କ୍ୟାପିଟାଲ ହସ୍ପିଟାଲରେ ଏହିପରି ଘ-ଟ-ଣା ଘଟିଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।