ପ୍ରତିଦିନ ସକାଳୁ ଉଠିବା ମାତ୍ରେ କହି ଦିଅନ୍ତୁ କେବଳ ଏହି 2 ଟି ଶବ୍ଦ, ଦରିଦ୍ରତା ର ହୋଇଥାଏ ନାଶ

ନମସ୍କାର ବନ୍ଧୁଗଣ , ଆମ ଜୀବନ ରେ ସବୁବେଳେ ଖୁସି ନଥାଏ । କେବେ ଖୁସି ତ କେବେ ଦୁଃଖ ରହିଥାଏ । ସବୁଦିନ ସକାଳୁ ଉଠିଲେ ଆମର ଗୋଟେ ଗୋଟେ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖରାପ ଯାଇଥାଏ । ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ । ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା । ଏମିତି କହିବାକୁ ଗଲେ ସୁଖ ଦୁଃଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃଖ କୁ ଛାଡି ପାରିବୁ ନାହିଁ । ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି ।

କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କଷ୍ଟ , ଅସୁବିଧା ଏବଂ ଦୁର୍ବଳତା କୁ ଦୂର କରିପାରିବା । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ପଢିଲେ ଆପଣଙ୍କ ଦରିଦ୍ରତା , ଦୁଃଖ , ଦୁର୍ବଳତା ଆଦି ସବୁ ସରିଯିବ । ଏବଂ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଖୁସି ରେ ଭରପୁର କରିଦେବ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଏମିତି ବହୁତ ଗ୍ରନ୍ଥ ଅଛି ଯାହାର ପାଳନ କରିବା ଦ୍ବାରା ଆମର ଅନେକ ପ୍ରକାର ଉପକାର ହୋଇଥାଏ । ସେହି ଗ୍ରନ୍ଥ ରେ ଏମିତି କିଛି ଲେଖା ହୋଇଛି ଯାହାର ପାଳନ କରିବା ଦ୍ୱାରା ଆମ ଜୀବନ ଆଲୋକିତ ହୋଇଯାଇଥାଏ ଏବଂ ଆମ ଜୀବନରେ ସୁଖ ସମୃଦ୍ଧି ଆଦି ସମସ୍ତ ପ୍ରକାର ଖୁସି ମିଳିଥାଏ । ଆମର ମନ୍ତ୍ର ଆଜି ବି ସେତିକି ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଅଛି ଯାହା ଆଜି ବି ଆମ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇପାରିବ ।

କିନ୍ତୁ ବନ୍ଧୁଗଣ ଏହି ମନ୍ତ୍ର ର ଉଚ୍ଚାରଣ ଠିକ ସମୟରେ ଠିକ ଜାଗାରେ ଏବଂ ଠିକ ଦିଗ ରେ ବସିକି କରିବା ଦରକାର । ତେବେ ଯାଇ ସେହି ମନ୍ତ୍ର ର ଉଚ୍ଚାରଣ ଆମ ଶରୀର ଉପରେ ପଡ଼ିଥାଏ । ଆମ ଆଖପାଖ ପରିବେଶ ଏବଂ ବାତାବରଣ କୁ ସକାରତ୍ମକ ବନାଇଥାଏ । ଏହି ମନ୍ତ୍ର ଉଚ୍ଚାରଣ ଦ୍ବାରା ଆମ ଶରୀର ରୁ ସମସ୍ତ ନକରାତ୍ମକ ଶକ୍ତି ର ବିନାଶ କରିଥାଏ । ଏବଂ ଆମକୁ ସୁଖ ସମୃଦ୍ଧି ପ୍ରଦାନ କରିଥାଏ । ଆମ ହିନ୍ଦୁ ଗ୍ରନ୍ଥ ରେ ଥିବା ଏହି ମନ୍ତ୍ର କୁ ବହୁତ ଲୋକ ଜାଣିନାହାନ୍ତି ଏବଂ ଯେଉଁମାନେ ଜାଣିଛନ୍ତି ସେମାନେ ଏହାର ସଠିକ ଉଚ୍ଚାରଣ କରିପାରୁନାହାନ୍ତି ।

ମହାଦେବ ଶିବ ଯେତିକି କ୍ରୋଧିତ ହୋଇଥାନ୍ତି ସେତିକି ଆରାଧନା କଲେ ସେ ପ୍ରସନ୍ନ ମଧ୍ୟ ହୋଇଥାନ୍ତି । ଓଁ ଏହି ଶବ୍ଦ ର ଉଚ୍ଚାରଣ ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ଆମ ବ୍ରହ୍ମାଣ୍ଡ ର ସୃଷ୍ଟି କର୍ତ୍ତା ବ୍ରହ୍ମଦେଵ , ଆମ ସୃଷ୍ଟି ର ପାଳନ କର୍ତ୍ତା ସ୍ୱୟଂ ବିଷ୍ଣୁ ଏବଂ ମହାଦେବ ଶିବ ଙ୍କୁ ଏହି ଗୋଟେ ଶବ୍ଦ ସାହାଯ୍ୟ ରେ ସନ୍ତୁଷ୍ଟ କରାଯାଇପାରିବ । ଓଁ ଶବ୍ଦ ଟି ଓ ଅ ଏବଂ ମ ଏହି ତିନୋଟି ଶବ୍ଦ ର ମିଳନ ଦ୍ବାରା ହୋଇଛି ।

ଏହି ଓଁ ର ଉଚ୍ଚାରଣ ଦ୍ବାରା ଆପଣଙ୍କ ଆଖପାଖ ସବୁଆଡେ ସକାରତ୍ମକ ବାତାବରଣ ସୃଷ୍ଟି ହୋଇଯାଇଥାଏ । ଏହି ଓଁ ର ଉଚ୍ଚାରଣ ଦ୍ବାରା ସମସ୍ତ ତ୍ରିଲୋକ ଭଗବାନ ଙ୍କୁ ମଧ୍ୟ ପ୍ରସନ କରାଯାଇଥାଏ । ତେଣୁ ପ୍ରତିଦିନ ସକାଳୁ ପଦ୍ମାସନ ରେ ବସି ଏହି ଓଁ ଶବ୍ଦ ର ଉଚ୍ଚାରଣ କରନ୍ତୁ ।

ଓଁ ଜୁଙ୍ଗ ସ୍ୱହା ଏହି ମନ୍ତ୍ର ର ଉଚ୍ଚାରଣ ଦ୍ବାରା ମହାଦେବ ଙ୍କୁ ପ୍ରସନ୍ନ କରାଯାଇପାରେ । ଏହି ମନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ମନ୍ତ୍ର କୁ ଉଚ୍ଚାରଣ କରିବା ଦ୍ବାରା ଆମର ସମସ୍ତ ଦୁଃଖ କଷ୍ଟ ଦରିଦ୍ରତା ଆଦି ସମସ୍ତ ପ୍ରକାର ରୋଗ ର ମଧ୍ୟ ସମାପ୍ତ ହୋଇଯାଇଥାଏ । ତେଣୁ ଆପଣ ଏହି ମନ୍ତ୍ର କୁ ପ୍ରତିଦିନ ଉଚ୍ଚାରଣ କରନ୍ତୁ । ଏହାଦ୍ବାରା ମହାଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *