ପ୍ରଥମ ଥର ପାଇଁ South ର ଫେମସ ହିରୋଇନ Rashi Khanna ବିକିନି ରେ କରାଇଲେ ହଟ ଫଟୋସୁଟ, ଭାଇରାଲ ହେଉଛି ଫଟୋ

ନମସ୍କାର, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ରାଶି ଖନ୍ନା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକ ଗୋଆ ଭ୍ୟାକେସନ ରୁ ସାମ୍ନା କୁ ଆସିଅଛି । ଖାସ କଥା ହେଉଛି ଯେ, ଏହି ଅଭିନେତ୍ରୀ ନିଜର ଫଟୋ ସେୟାର କରି ନିଜ ୱେଟ୍ ଲସ୍ ଜର୍ନୀ କୁ ମଧ୍ୟ ସେୟାର କରିଛନ୍ତି ।
ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ବର୍ତ୍ତମାନ ଗୋଆ ରେ ବହୁତ ମସ୍ତି କରିଥିବାର ନଜର ଆସୁଛି । ଗୋଆ ରେ ରାଶି ଖନ୍ନା ନିଜର ବେଷ୍ଟ ଫ୍ରେଣ୍ଡ ଙ୍କ ସହିତ ଭ୍ୟାକେସନ କଟାଉଛନ୍ତି ।

ରାଶି ଖନ୍ନା ନିଜର ନୂଆ ଫଟୋ ଗୁଡ଼ିକ ସେୟାର କରି ନିଜ ଫାନ୍ସ ମାନଙ୍କୁ ଫିଟ୍ନେସ ଗୋଲ୍ ର ଟିପ୍ସ ମଧ୍ୟ ଦେଇ ସାରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଉଚିତ ସମୟରେ ନିଜ ବଡି ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଏହା ସହିତ ସେ କହିଛନ୍ତି ଯେ ୱାକ୍ ଆଉଟ ସହିତ ସଠିକ ଡାଏଟିଙ୍ଗ ମଧ୍ୟ ବଡି ପାଇଁ ନିହାତି ଜରୁରୀ ଅଟେ ।

ଅଭିନେତ୍ରୀ ରାଶି ଖନ୍ନା ନିଜ ବେଷ୍ଟ ଫ୍ରେଣ୍ଡ ଙ୍କ ସହିତ ଖୁବ ଫଟୋ ଉଠାଇଛନ୍ତି ଏବଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ତାଙ୍କର ଏହି ସମସ୍ତ ଫଟୋ ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ସାଜିଛି । ଅଭିନେତ୍ରୀ ଙ୍କ ଏହି ହଟ୍ ଏବଂ ବୋଲ୍ଡ ଅନ୍ଦାଜ ରେ ବିକିନି ପିନ୍ଧି ସୁଇମିଙ୍ଗ ପୁଲ୍ ରେ ପୋଜ ଦେବାର ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । ରାଶି ଖନ୍ନା ନିଜର ଏହି ଫଟୋ କୁ ସେୟାର କରି ବର୍ତ୍ତମାନ ଚର୍ଚ୍ଚା ର ପାତ୍ର ସାଜିଛନ୍ତି । ତାଙ୍କ ଫାନ୍ସ ମାନେ ତାଙ୍କର ଖୁବ ମାତ୍ରା ରେ ପ୍ରଶଂସା କରିଛନ୍ତି । ତାଙ୍କ ଫାନ୍ସ ମାନେ ତାଙ୍କର ଏହି ଜବରଦସ୍ତ ଅନ୍ଦାଜ ର ଦିୱାନା ହୋଇ ସାରିଛନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ରାଶି ଖନ୍ନା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ସେ ବଲିଉଡ ରେ ନିଜର କାୟା ବିସ୍ତାର କରିବା ନିମନ୍ତେ ସମ୍ପୂର୍ଣ୍ଣ ରୂପରେ ଚେଷ୍ଟା ଜାରି ରଖିଛନ୍ତି । ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଫିଲ୍ମ ‘ମଦ୍ରାସ କାଫେ’ ରୁ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଙ୍କୁ ରାଜ୍ ଓ ଡିକେ ଙ୍କ ଦ୍ଵାରା ନିର୍ଦେସିତ ୱେବ ସିରିଜ ରେ ଦେଖିବାକୁ ମିଳିବ ଏବଂ ଏହି ୱେବ ସିରିଜ ରେ ତାଙ୍କ ସହିତ ଅଭିନେତା ‘ସାହିଦ କପୁର’ ମଧ୍ୟ ନଜର ରେ ଆସିବେ ।

ଅଭିନେତ୍ରୀ ରାଶି ଖନ୍ନା ଙ୍କ ଜନ୍ମ ୩୦ ନଭେମ୍ବର ୧୯୯୦ ରେ ଦିଲ୍ଲୀ ରେ ହୋଇଥିଲା । ଏହି ଅଭିନେତ୍ରୀ ନିଜର ପାଠ ପଢ଼ା ସେଣ୍ଟମାର୍ଗ ସିନିଅର ସେକେଣ୍ଡାରୀ ସ୍କୁଲ ରେ କରିଥିଲେ ଏବଂ ନିଜର ଗ୍ରାଜୁଏସନ ଦିଲ୍ଲୀ ର ଲେଡି ଶ୍ରୀରାମ କଲେଜ ରୁ ପୁରା କରିଥିଲେ ।

ଏହି ଅଭିନେତ୍ରୀ ଛୋଟବେଳୁ ଜଣେ ସିଙ୍ଗର ହେବା ପାଇଁ ଚାହୁଁଥିଲେ ଏବଂ ସେ ଇଣ୍ଡିଆନ ଆଇଡଲ ର ଅଡିସନ ମଧ୍ୟ ଦେଇଥିଲେ । ପରେ ତାଙ୍କର ଇଣ୍ଟେରେଷ୍ଟ ପାଠପଢ଼ା ପ୍ରତି ଅଗ୍ରସର ହୋଇଥିଲା ଏବଂ ସେ ଜଣେ ଆଇ.ପି. ଏସ ଅଫିସର ହେବାକୁ ଚାହୁଁଥିଲେ । ତାଙ୍କୁ ଆକ୍ଟିଂଗ ଏବଂ ମଡେଲିଙ୍ଗ ରେ ଆଦୋୖ ଇଣ୍ଟେରେଷ୍ଟ ନଥିଲା କିନ୍ତୁ ତାଙ୍କ ପ୍ରଫେସନ ସେହି ଆଡ଼କୁ ହିଁ ଗତି କରିଥିଲା ।

ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀରେ ଫିଲ୍ମ ‘ମଦ୍ରାସ କାଫେ’ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ । ପରେ ଫିଲ୍ମ ‘ମନ୍ନମ୍’ ରୁ ସାଉଥ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ଏହାପରେ ସେ ଅନେକ ସାଉଥ ଫିଲ୍ମ ରେ କାମ ମଧ୍ୟ କରି ସାରିଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ପରିଚୟ ସୃଷ୍ଟି କରିବା ନିମନ୍ତେ ନିଜର ପୂର୍ଣ ଚେଷ୍ଟା ଜାରି ରଖିଛନ୍ତି ଏବଂ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *