ବାସୀ ମୁହଁରେ ଏହାର 2 ଟି ପତ୍ର ଖାଇ ନିଅନ୍ତୁ, ଥକାପଣ, କୋଲେଷ୍ଟ୍ରୋଲ, ମୋଟାପା, ପେଟରୋଗ କେବେ ବି ହେବ ନାହିଁ, 42 ବର୍ଷ ବୟସରେ ବି 22 ପରି ଦେଖାଯିବେ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆମେ ଛୋଟ ବେଳୁ ଶୁଣି ଆସୁଛୁ ଯେ କ୍ଷୀର ସବୁବେଳେ ପିଇବା ଉଚିତ ଏହାଦ୍ବାରା ହାଡ଼ ଶକ୍ତ ଏବଂ ଉଚ୍ଚତା ବଢ଼ିଥାଏ । ଏହାଛଡା ପାଳଙ୍ଗ ମଧ୍ୟ ଖାଇବା ଉଚିତ ଏଥିରୁ ଆମକୁ ଆଇରନ ମିଳିଥାଏ । ତେବେ ଏହାଛଡା ଆହୁରି ମଧ୍ୟ ଜିନିଷ ଅଛି ଯାହାକୁ ଖାଇବା ଦ୍ବାରା ଆପଣଙ୍କ ର ଶକ୍ତି ବଢ଼ିଥାଏ ଏବଂ ଆପଣଙ୍କୁ ବହୁତ ଭିଟାମିନ , ପ୍ରୋଟିନ ମଧ୍ୟ ମିଳିଥାଏ । ତେବେ ଆପଣ ଭାବୁଥିବେ ଆମେ କାହା କଥା କହୁଛୁ ତେବେ ଆମେ ସଜନା ଶାଗ ଏବଂ ତାର ଛୁଇଁ ବିଷୟରେ କହୁଛୁ । ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହାକୁ ଖାଉନଥିବେ । କିନ୍ତୁ ଆଜି ଆପଣ ଏହାର ବ୍ୟବହାର ଜାଣିବା ପରେ ଏହାକୁ ନିଶ୍ଚିତ ଭାବରେ ଖାଇବେ ।

ସଜନା ଶାଗ ଏବଂ ଛୁଇଁ ରେ ବହୁତ ପ୍ରକାର ଭିଟାମିନ , ପ୍ରୋଟିନ , କ୍ୟାଲସିୟମ , ପସଫରସ , ମଗ୍ନେସିୟମ ଆଦି ଭରପୁର ମାତ୍ରା ରେ ଥାଏ । ଯାହାକୁ କି ଆପଣ ଅନ୍ୟ କାହାଠାରୁ ପାଇ ପାରିବେ ନାହିଁ । ତେବେ ଆପଣ ଏହାର ବ୍ୟବହାର ମଧ୍ୟ ଜାଣି ରଖନ୍ତୁ ।

ଯଦି ଆପଣଙ୍କ ର ଚୁଟି ଝଡୁଛି ତେବେ ଆପଣ ଅନ୍ୟ ସବୁ ଔଷଧ ,ସାମ୍ପୂ ଆଦି କୁ ଛାଡି ସଜନା ଶାଗ ର ବ୍ୟବହାର କରନ୍ତୁ ପ୍ରଥମେ ସଜନା ଶାଗ କୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ନଡିଆ ତେଲ ମିଶାଇ ଆପଣଙ୍କ ଚୁଟି ମୂଳରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ର ଚୁଟି ଝଡିବା ଦୁଇ ସପ୍ତାହ ମଧ୍ୟରେ ପୁରା ବନ୍ଦ ହୋଇଯିବ ।

ଏହାଛଡା ସଜନା ଶାଗ ଆପଣଙ୍କ ମୋଟପଣ କୁ ମଧ୍ୟ ଦୂର କରିଥାଏ । ଆପଣ ଆପଣଙ୍କ ମୋଟପଣ ଦୂର କରିଵା ପାଇଁ ପ୍ରତିଦିନ ସକାଳେ ସଜନା ଶାଗ ଖାଆନ୍ତୁ ଏବଂ ସପ୍ତାହ କୁ ଦୁଇଥର ସଜନା ଛୁଇଁ ମଧ୍ୟ ଖାଆନ୍ତୁ ଏହାଦ୍ବାରା ଆପଣଙ୍କ ମେଟାପୋଲିଯିମ ଶକ୍ତି ବଢ଼ିଥାଏ । ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ ।

ସଜନା ଶାଗ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । ଗର୍ଭବତୀ ମହିଳାମାନେ ଏହାକୁ ଖାଇବା ଦ୍ବାରା ଛୁଆ ର ବିକାଶ ବହୁତ ଜଲଦି ହୋଇଥାଏ ଏବଂ ତାର ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ । ସଜନା ଶାଗ ଏବଂ ସଜନା ଛୁଇଁ କୁ ଛୁଆ ମାନଙ୍କୁ ସବୁବେଳେ ଦେବା ଉଚିତ । ଏହାଦ୍ବାରା ତାଙ୍କର କ୍ୟାଲସିୟମ ଶକ୍ତି ବଢ଼ିଥାଏ ଏବଂ ଉଚ୍ଚତା ମଧ୍ୟ ଜଲଦି ବଢ଼ିଥାଏ । ଏହା ଆଣ୍ଠୁଗଣ୍ଠି ଜନିତ ସବୁ ପ୍ରକାର ରୋଗ କୁ ଭଲ କରିଥାଏ । ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ ଅଛି ତେବେ ଏହି ଦୁଇଟି ଜିନିଷ ନିଶ୍ଚିତ କରନ୍ତୁ ।

ସବୁଦିନ ସଜନା ଶାଗ ଏବଂ ଛୁଇଁ ଖାଆନ୍ତୁ ଏବଂ ଆପଣ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଯେତେ ପାଣି ପିଇ ପାରିବେ । ଏହାଦ୍ବାରା ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଯାଇଥାଏ । ଆପଣ ଙ୍କ ମୁହଁ ରେ ଯଦି ବ୍ରଣ ହେଉଛି ତେବେ ଏହାର କାରଣ ହେଉଛି ଆପଣଙ୍କ ରକ୍ତ ଅପରିଷ୍କାର ଅଛି । ଯାହାଦ୍ୱାରା ଆପଣଙ୍କ ର ଅନେକ ପ୍ରକାର ଅସୁବିଧା ହୋଇଥାଏ । ତେଣୁ ଆପଣ ପ୍ରତିଦିନ ସଜନା ଶାଗ ଏବଂ ସଜନା ଛୁଇଁ ଖାଆନ୍ତୁ ।

ଏହା ଆପଣଙ୍କ ର ରକ୍ତ କୁ ପରିଷ୍କାର କରିଥାଏ । ଯାହାଦ୍ୱାରା ଆପଣ ବ୍ରଣ ଆଦି ଅନେକ ପ୍ରକାର ସମସ୍ୟା ରୁ ରକ୍ଷା ପାଇ ପାରିବେ । ତେବେ ଆପଣ ଏବେ ସଜନା ଗଛ ର ଫାଇଦା ବିଷୟରେ ଜାଣିଲେ । ତେଣୁ ଆପଣ ବର୍ତ୍ତମାନ ଠାରୁ ଏହାର ବ୍ୟବହାର ଆରମ୍ଭ କରି ଦିଅନ୍ତୁ । ଏହାଦ୍ବାରା ଆପଣ ଅନେକ ପ୍ରକାର ସମସ୍ୟା ରୁ ରକ୍ଷା ପାଇ ପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *