Pragyan ଙ୍କ ରିସେପ୍ସନରେ ପ୍ରଜ୍ଞାଙ୍କ ସହ ସ୍ଟେଜ ଉପରେ ନାଚିଲେ ଓଡିଆ ଅଭିନେତା Linkun, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ନିଜର ବିବାହ ପାଇଁ ସେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା । ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ ।

ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଜାନୁୟାରୀ ୨୫ ତାରିଖ ଦିନ ଶୋନୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ବିବାହ ହୋଇଥିଲା । ଦୁହେଁ ପରସ୍ପରକୁ ଶୁଟିଙ୍ଗ ସେଟରେ ହିଁ ଭଲ ପାଇ ବସିଥିଲେ । ଏହି ଦୁଇଜଣ ପରସ୍ପରକୁ ଦୀର୍ଘ ଦୁଇ ବର୍ଷ ଧରି ଭଲ ପାଉଥିଲେ ଓ ଏବେ ବିବାହ କଲେ ।

ବନ୍ଧୁଗଣ ଗତ କାଲି ପ୍ରଜ୍ଞାନ ଓ ଶୋନୁ ସୁନନ୍ଦାଙ୍କ ରିସେପ୍ସନ ପାର୍ଟି ଥିଲା । ଏହି ରିସେପ୍ସନରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ଏହା ସହିତ ପ୍ରଜ୍ଞାନ ଓ ଶୋନୁ ସୁନନ୍ଦାଙ୍କ ପରିବାର ଲୋକ ଏବଂ ସାଙ୍ଗ ମାନେ ମଧ୍ୟ ରିସେପ୍ସନରେ ଉପସ୍ଥିତ ଥିଲେ । ପ୍ରଜ୍ଞାନଙ୍କ ରିସେପ୍ସନ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ପ୍ରଜ୍ଞାନ ଓ ଲିଙ୍କୁନ ଚୌଧୁରୀ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହା ସହ ଉଭୟ ପରସ୍ପରର ପ୍ରଶଂସା କରୁଥିବାର ମଧ୍ୟ ନଜର ଆସୁଛନ୍ତି । ଲିଙ୍କୁନ ବହୁତ ଖୁସି ଅଛନ୍ତି ପ୍ରଜ୍ଞାନଙ୍କ ବିବାହ ପାଇଁ ବୋଲି କହିଛନ୍ତି । କେବଳ ଲିଙ୍କୁନ ନୁହେଁ ବନ୍ଧୁଗଣ ସାରା ଓଡିଶା ବାସୀ ମଧ୍ୟ ବେସ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ଏହି ରିସେପ୍ସନ ପାର୍ଟି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *