ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର କମେଡି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ହୋଇଥାଏ । ସେ ଅନେକ ରିଆଲିଟି ସୋ ରେ ନିଜ କମେଡି ପ୍ରଦର୍ଶନ କରିଛନ୍ତି ଏବଂ କିଛି ରିଆଲିଟି ସୋ ରେ ଜଜ୍ ମଧ୍ୟ ହୋଇଛନ୍ତି । ତାଙ୍କ ଦ୍ୱାରା ଅଭିନୀତ ପ୍ରତ୍ୟେକ କମେଡି ସିନ୍ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରନ୍ତି ।

ତେବେ ଆପଣ ମାନେ ତ ଏହା ଜାଣିଥିବେ ଯେ, ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ସେରେମନୀ ହୋଇଥିଲା । ତେବେ ଓଡ଼ିଆ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଘରେ ଘରେ ଅତି ପରିଚିତ । ହାସ୍ୟ ଅଭିନେତା ଭାବରେ ସେ ଜଣେ ସୁପରିଚିତ ଚେହେରା । ତେବେ ପ୍ରଜ୍ଞା ଙ୍କ ବିବାହ ସୁନନ୍ଦା ଙ୍କ ସହିତ ସମ୍ପନ୍ନ ହୋଇଛି । ତାଙ୍କର ବରଯାତ୍ରୀ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପ୍ରଜ୍ଞା ଙ୍କ ନିର୍ବନ୍ଧ ସେରେମନୀ ରେ ତାଙ୍କର ପରିବାର ସଦସ୍ୟ ସାମିଲ ହୋଇଥିଲେ ଏବଂ ତାଙ୍କର କ୍ଲୋଜ ସାଙ୍ଗ ମାନେ ନଜର ଆସିଥିଲେ । କୋରନା କଟକଣା କାରଣରୁ ପ୍ରଜ୍ଞା ଙ୍କ ନିର୍ବନ୍ଧ ରେ ଅଳ୍ପ ଲୋକ ସାମିଲ ହୋଇ ପାରିଥିଲେ । କମ ଲୋକଙ୍କୁ ନେଇ ତାଙ୍କର ନିର୍ବନ୍ଧ ସେରେମନି ଅନୁଷ୍ଠିତ ହୋଇଥିଲା । ଆଜି କିନ୍ତୁ ତାଙ୍କ ବିବାହ ଖୁବ ଧୁମଧାମରେ ହୋଇଛି ।
ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ କିପରି ଭାବରେ ପ୍ରଜ୍ଞା ଙ୍କ ବରଯାତ୍ରୀ ରେ ତାଙ୍କର ପରିବାର ସଦସ୍ୟ ଏବଂ ତାଙ୍କ ବନ୍ଧୁ ମାନେ ଖୁବ ଉତ୍ସାହ ରେ ଡାନ୍ସ ଏବଂ ମଉଜ କରୁଛନ୍ତି । ଏହା ସହିତ ହାସ୍ୟ ଅଭିନେତା ପ୍ରଜ୍ଞା ମଧ୍ୟ ନିଜ ବରଯାତ୍ରୀ ରେ ଡାନ୍ସ କରୁଛନ୍ତି । ପ୍ରଜ୍ଞା ଙ୍କ ଅତି ଘନିଷ୍ଠ ବନ୍ଧୁ ତଥା କମେଡିଆନ ଶଙ୍କର ମଧ୍ୟ ତାଙ୍କ ବରଯାତ୍ରୀ ରେ ନଜର ଆସିଛନ୍ତି ଏବଂ ଖୁବ ନାଚିଛନ୍ତି ।

ଶଙ୍କର ଙ୍କ ପତ୍ନୀ ମଧ୍ୟ ପ୍ରଜ୍ଞା ଙ୍କ ବରଯାତ୍ରୀ ରେ ସାମିଲ ହୋଇଥିଲେ ଏବଂ ଖୁବ ନାଚିଥିଲେ ମଧ୍ୟ । ପ୍ରଜ୍ଞା ମଧ୍ୟ ନିଜ ବରଯାତ୍ରୀ ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ପରେ ପ୍ରଜ୍ଞା ଙ୍କ ସ୍ୱାଗତ କରାଯାଇଛି ଏବଂ ସୁନନ୍ଦା ଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି । ଉଭୟ ଙ୍କୁ ଓଡ଼ିଆ କଳାକାର ମାନେ ଆଗାମୀ ଜୀବନ ପାଇଁ ଅନେକ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ପ୍ରଦାନ କରିଛନ୍ତି । ଦର୍ଶକ ମାନେ ମଧ୍ୟ ଏହି ନବ ଦମ୍ପତ୍ତି ଙ୍କୁ ଶୁଭକାମନା ଜଣାଇଛନ୍ତି । ତେବେ ଆପଣ ମାନଙ୍କୁ ପ୍ରଜ୍ଞା ଓ ସୁନନ୍ଦା ଙ୍କ ଯୋଡ଼ି କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

