Kalinga ଯାତ୍ରା ପେଣ୍ଡାଲରେ କମେଡି କରି ଧମାଲ କଲେ କମେଡିଆନ Pragyan, ହସି ହସି ଗଡିଲେ ଦର୍ଶକ

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ପ୍ରଜ୍ଞା ଯାତ୍ରା ପେଣ୍ଡାଲରେ ନିଜର ମଜାମସ୍ତି ତଥା କମେଡି ଦ୍ଵାରା ଲୋକ ମାନଙ୍କମନକୁ ମୋହିନେଇଥିଲେ । ତାଙ୍କ କମେଡିରେ ଲୋକେ ହସିବାକୁ ଲାଗିଥିଲେ ଆସନ୍ତୁ ତେବେ ଜାଣିନେବା ସେ କେଉଁଭଳି ଭାବରେ କମେଡି କରିଥିଲେ ? ପ୍ରଜ୍ଞା କହିଥିଲେ ଯେ ଏହି ମଞ୍ଚରେ ସେ ଛିଡା ହୋଇଛନ୍ତି ସେଥିପାଇଁ ଏ ନାଟକର ସମସ୍ତ କଳାକାର ଏବଂ କଳିଙ୍ଗ ଗଣନାଟ୍ୟର ଏବଂ ଯାତ୍ରା ମହାରଥୀ ଙ୍କୁ ଅଶେଷ ଧନ୍ୟବାଦ ।

ଯାତ୍ରା ଜଗତ ଅନେକ କଳାକାର ମାନଙ୍କୁ ଅର୍ଥ ଉପାର୍ଜନ କରିବା ନିମନ୍ତେ ସକ୍ରିୟ କରିଛନ୍ତି ସେଥିପାଇଁ କଳିଙ୍ଗ ଗଣନାଟ୍ୟର ସମସ୍ତ ମ୍ୟୁଜିକସାନ ତଥା କଳାକାର ଭାଇ ମାନଙ୍କୁ ଧନ୍ୟବାଦ । ପ୍ରଜ୍ଞା ଦର୍ଶକ ଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆପଣ ମାନେ ଅନେକ ଅନେକ ମାତ୍ରାରେ ଭରପୁର ମାତ୍ରାରେ ଏଠାରେ ଉପସ୍ଥିତ ଅଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହାପରେ ପ୍ରଜ୍ଞା ଆଣ୍ଠୁମାଡି ସମସ୍ତଙ୍କୁ ପ୍ରଣାମ କରିଥିଲେ ।

ଚେୟାର ଟେବୁଲ ସହିତ ପ୍ରଜ୍ଞା ହାଲୋଜିନ କୁ ଥଟାମଜାରେ ଧନ୍ୟବାଦ ଜଣାଇଥିଲେ । ତେବେ ନିକଟରେ ପ୍ରଜ୍ଞା ଙ୍କର ବିବାହ ସମାପ୍ତ ହୋଇସାରିଛି । ପ୍ରଜ୍ଞା ଙ୍କ ସ୍ତ୍ରୀ ତାଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ବୋଲି ମି-ଡି-ଆ ଭାଇ ମାନଙ୍କୁ କହିଥିଲେ । ପ୍ରଜ୍ଞା ଙ୍କ ସ୍ତ୍ରୀ କହିଥିଲେ ଯେ ସେ କୌଣସି ଚରିତ୍ର ର ଅଭିନୟ କରିବା ଛାଡିନାହାଁନ୍ତି । ଏହି ଦୁନିଆରା ଯେତେ ଚରିତ୍ର ଅଛି ବୋଧ ହୁଏ ସେ ସମସ୍ତ କୁ ଅତି ଭଲ ଭାବରେ ଦର୍ଶକ ଙ୍କ ଆଗରେ ରଖିଛନ୍ତି ।

ଦର୍ଶକେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଆସିଛନ୍ତି । ପ୍ରଜ୍ଞା କହିଥିଲେ ଯେ ସୁନନ୍ଦା ଙ୍କୁ ବିବାହ କରିବାର କାରଣ ହେଉଛି ଯେ ଆରଜନ୍ମରେ ଉଭୟଙ୍କର ସମ୍ପର୍କ ଥିଲା । ପ୍ରଜ୍ଞା ଙ୍କୁ ଆପଣ ମାନେ ଟିଭିରେ କମେଡି କରୁଥିବାର ଦେଖିଥିବେ । ସେ ଯେଉଁ କିରଦାର ନିଭାନ୍ତି ସେଥିରେ ସଂପୂର୍ଣ୍ଣ ଭାବରେ ହଜିଯାଇଥାନ୍ତି ।

ତେବେ ଯାତ୍ରା ପେଣ୍ଡାଲରେ ମଧ୍ୟ ସେମିତି କିଛି କମେଡି କରିଥିଲେ, ଯାହା ଫଳରେ ଦର୍ଶକେ ଛିଡା ହୋଇ କରତାଳି ବଜାଇଥିଲେ । ଏହି ଯାତ୍ରା ଟି ସତ୍ୟନାରାୟନ ପୂଜା କମେଟି ତରଫରୁ ରଖାଯାଇଥିଲା ଯେଉଁଥିରେ କମେଡିଆନ ପ୍ରଜ୍ଞା ଙ୍କୁ ଦର୍ଶକ ଙ୍କ ମନ ମୋହିବା ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା ।

ପ୍ରଜ୍ଞା କହିଥିଲେ ଯେ ବର୍ତ୍ତମାନ ଯେଉଁଠି ଯାତ୍ରା ପେଣ୍ଡାଲ ହେଉଛି, ପ୍ରକୃତରେ ସେ 2001 ମସିହାରେ ଏହି ଗାଁ ରେ ରହୁଥିଲେ ଏବଂ ସେଠାରୁ ସେ ସାଇକେଲ ନେଇ ଯାଉଥିଲେ । ଏହିଭଳି ଭାବରେ ପ୍ରଜ୍ଞା ଦର୍ଶକ ଙ୍କୁ ହସାଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *