Odia Gk Questions- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, କୁହନ୍ତୁ ତାହା କ’ଣ ?

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ କାର୍ଯ୍ୟ ରେ ଲାଗିବ । ସାଧାରଣତଃ କିଛି ପ୍ରଶ୍ନ ଉତ୍ତର ଏହିଭଳି ଅଛି ଯାହାକୁ ଲୋକେ ପଢିବାକୁ ଭଲ ପାଇଥାନ୍ତି । ଏହା ଛାତ୍ର ଛାତ୍ରୀ ଙ୍କ ପାଇଁ ମଧ୍ୟ ଉପଯୁକ୍ତ ଅଟେ । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ୧;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ସମସ୍ତେ ଖେଳନ୍ତି ତଥାପି ସେ କାନ୍ଦି ନଥାଏ ସେ କିଏ ? ଉତ୍ତର;- ବେଲୁନ ।

୨;- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?

ଉତ୍ତର;- ବୋତଲ ।

୩;- ମୁଁ ଜଣେ ମଣିଷକୁ ଦୁଇଜଣ କରିଦିଏ, ମୁଁ କିଏ ?

ଉତ୍ତର;- ଆଇନା ।

୪;- କେଉଁ ଯିବାର ପାଦ ନାହିଁ କିନ୍ତୁ ଚାଲିପାରେ, କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର;- ସାପ ।

୫;- ସେ କିଏ ଯିଏ ସବୁବେଳେ ତା’ ମୁହଁକୁ ଭୁଇଁରେ ଘସୁଥାଏ ?

ଉତ୍ତର;- ଝାଡୁ ।

୬;- କେଉଁ ଦୀପ ଜଳେନାହିଁ ?

ଉତ୍ତର;- ପାରାଦୀପ ।

୭;- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ?

ଉତ୍ତର;- ଝାଳ ।

୮;- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର;- ଅନ୍ଧ ଲୋକଙ୍କ ବାଡି ।

୯;- ସେ କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ ?

ଉତ୍ତର;- ଏପ୍ରିଲ ଫୁଲ ।

୧୦;- ଫୁଲ ନ ହେଲେ ମଧ୍ୟ ବାସ୍ନା ହୁଏ ଈର୍ଷା ନଥିଲେ ବି ଜଳିଥାଏ ତାହା କ’ଣ ?

ଉତ୍ତର;- ଧୂପକାଠି ।

୧୧;- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା ଏହାର ଉତ୍ତର କ’ଣ ?

ଉତ୍ତର;- ଛୁଞ୍ଚି ସୂତା ।

୧୨;- ରାମୁର ବାପାଙ୍କର ୩ ପୁଅ ପ୍ରଥମଟିର ନାମ ରହିଛି ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କ’ଣ ?

ଉତ୍ତର;- ରାମୁ ।

୧୩;- ତାହା କ’ଣ ଯାହା ଅନ୍ୟକୁ ଦେଇହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର;- ଜ୍ଞାନ ।

୧୪;- ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି ? ମୁଁ କିଏ ?

ଉତ୍ତର;- ଚାମଚ ।

୧୫;- ଦଶ ଟଙ୍କାରେ ଏମିତି କ’ଣ କିଣିବା ଯାହାଦ୍ୱାରା ପୁରା କୋଠରୀ ଭରି ଯିବ ?

ଉତ୍ତର;- ଦିଆସିଲ ଏବଂ ମହମବତୀ ।

୧୬;- ୩ ଟି କୁକୁଡା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି, ୩୦୦ ଟି କୁକୁଡା ୩ ଦିନରେ କେତୋଟି ଅଣ୍ଡା ଦେବେ ?

ଉତ୍ତର;- ୩୦୦ ଟି ।

୧୭;- ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କ’ଣ ହୋଇଥିବ ?

ଉତ୍ତର;- ଜନ୍ମ ହେବାମାତ୍ରେ ଦାନ୍ତ ଉଠି ନଥାଏ ।

୧୮;- ତାହା କ’ଣ ଯେଉଁଠାରୁ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?

ଉତ୍ତର;- ସବୁକିଛି ।

୧୯;- ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାତି କାହାର ହେବ ?

ଉତ୍ତର;- କୁକୁଡାର ଅଣ୍ଡା ହେବ ।

୨୦;- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, ତାହା କ’ଣ ?

ଉତ୍ତର;- ଚପଲ/ଜୋତା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *