ଦେଖନ୍ତୁ Live Video: ପକେଟ ଭିତରେ ଜଳିଲା ମୋବାଇଲ ଫୋନ, CCTV ରେ ରେକର୍ଡ ହେଇଗଲା ଏହି ଭୟାନକ ଘଟଣା

ନମସ୍କାର ବନ୍ଧୁଗଣ ଆଜି କାଲି ର ଯୁଗ ହେଉଛି ମୋବାଇଲ ଫୋନ ର । ବଡ଼ ଲୋକ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆଜି ମୋବାଇଲ ଫୋନ ଏବଂ ତାହା ବି ସ୍ମାର୍ଟ ଫୋନ । ତେବେ ସେମିତି ରେ ବି ଆଜି କାଲି ର ଯୁଗରେ ବିନା ସ୍ମାର୍ଟ ଫୋନ ରେ କୌଣସି କାର୍ଯ୍ୟ ହେଉ ବି ନାହିଁ । ଏହି ମୋବାଇଲ ଫୋନ ରେ କୌଣସି କାର୍ଯ୍ୟ ର ଆବେଦନ କରିବା ଠାରୁ ଆରମ୍ଭ କରି ବ୍ୟଙ୍କ ର ସମସ୍ତ କାର୍ଯ୍ୟ ଏହି ମୋବାଇଲ ଫୋନ ରେ ହୋଇଥାଏ ।

ତେବେ ଏହି ମୋବାଇଲ ଫୋନ ବିନା କୌଣସି କାର୍ଯ୍ୟ ଆଜିକାଲି କରିବା ଅସମ୍ଭବ ମଧ୍ୟ ହୋଇ ପଡ଼ିଛି । ତେବେ ବେଳେବେଳେ ଏହି ମୋବାଇଲ ଫୋନ ଆମ ପାଇଁ ବି-ପ-ଦ ମଧ୍ୟ ନେଇ ଆସିଥାଏ । କେତେବେଳେ ପିଲାମାନେ ଏହାକୁ ଛାଡି ରହି ପାରୁ ନଥାନ୍ତି ତ କେତେବେଳେ ଫୋନ ଯୋଗୁଁ ଝ-ଗ-ଡା ତେବେ ବର୍ତ୍ତମାନ ଏକ ଖବର ସାମ୍ନା କୁ ଆସିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା ।

ତେବେ ଘଟଣା ଟି ହେଉଛି ଗୁଜୁରାଟ ର ସେଠାରେ ଜଣେ ବ୍ୟବସାୟୀ ନିଜର କର୍ମଚାରୀ ମାନଙ୍କ ସହିତ ସକାଳୁ ସକାଳୁ କିଛି କଥା ବାର୍ତା ହେଉଥିଲେ । ଠିକ ସେହି ସମୟରେ ତାଙ୍କ ପକେଟ ରେ ଥିବା ସେହି ସ୍ମାର୍ଟ ଫୋନ ଟି ଜ-ଳି-ବା-କୁ ଲାଗିଲା ଏବଂ ଧୂ-ଆଁ ବାହାରିଲା ।

ତେବେ ଏହା ଦେଖି ମାଲିକ ଜଣକ ତୁରନ୍ତ ନିଜପକେଟ ରୁ ମୋବାଇଲ ଫୋନ କୁ କାଢି ବାହାର କୁ ଫୋ-ପା-ଡ଼ି ଦେଇଥିଲେ ତେବେ ଏହା ପରେ ସେହି ମୋବାଇଲ ଫୋନ ଟି ବ୍ଲା-ଷ୍ଟ କରିଥିଲା । ତେବେ ସେହି ବ୍ୟକ୍ତି ଜଣକ ଅଳ୍ପରେ ବର୍ତ୍ତି ଯାଇଥିଲେ । ଏହି ସବୁ ଦୃଶ୍ୟ କିମ୍ବା ଘଟଣା ସବୁ ସେହି ଦୋକାନ ର ସିସିଟିଭି କ୍ୟାମେରା ରେ ହିଁ ରେକର୍ଡ ହୋଇ ଯାଇଥିଲା । ତେଣୁ ଏହା ଅନୁରୋଧ କି ସାଵଧନତା ର ସହିତ ମୋବାଇଲ ଫୋନ କୁ ବ୍ୟବହାର କରିବା ଉଚିତ ଅଟେ ।

ମୋବାଇଲ ଫୋନ ଆଜିର ଯୁଗରେ ଯେତେ ଆବଶ୍ୟକ ଏବଂ ଭଲ ଜିନିଷ ସେତେ ଖରାପ ଜିନିଷ ମଧ୍ୟ । ତେଣୁ ସର୍ଵଦା ସାବଧାନତାର ସହିତ ରହିବା ଆବଶ୍ୟକ ଏବଂ ସବୁବେଳେ ସଚେତନ ରହିବା ମଧ୍ୟ ଆବଶ୍ୟକ ଅଟେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *