ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମତେ ଯେତେ ଗାଳି କରିଲେ ବି ମୁଁ ମୋ ଭିତରେ ଥିବା ଥିବା ପରଉପକାରୀ ଗୁଣକୁ କେବେବି ଭୁଲିବି ନାହିଁ । ତେବେ ବହୁ ଚର୍ଚିତ ନିଶା ମହାରଣା ଅଭିନେତା ପିନ୍ଟୁ ନନ୍ଦଙ୍କୁ ତାଙ୍କ ସ୍ଵାସ୍ଥ ଅବସ୍ଥା ନିମନ୍ତେ ସାହାଜ୍ଯର ହାତ ବଢାଇଛନ୍ତି । ତେବେ ନିଶା ମହାରଣାଙ୍କ କହିବା ଅନୁଯାଇ ମୁ ମୋ ସକ୍ଷ ଅନୁସାରେ ପିନ୍ଟୁ ଭାଇଙ୍କୁ ସାହାଜ୍ଯ କରିଛି । ତେବେ ମୁଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରିଛି ।

ତେବେ ଠାକୁରଙ୍କ ନିକଟରେ ମଧ୍ୟ ଏତିକି ପ୍ରାଥନା କରୁଛି । ବହୁତ ଶୀଘ୍ର ପିନ୍ଟୁଙ୍କ ଭାଇଙ୍କ ସ୍ଵାସ୍ଥ ଅବସ୍ଥା ଭଲ ହୋଇଯାଉ । ତେବେ କେବଳ ମୁଁ କାହିଁକି ସମସ୍ତ ଓଡିଶାବାସୀଙ୍କୁ ମଧ୍ୟ ନିବେଦନ କରୁଛି । ପିନ୍ଟୁ ଭାଇଙ୍କ ଏପରି ଅବସ୍ଥା ବେଳେ ତାଙ୍କୁ ନିଜ ତରଫରୁ ସାହାଜ୍ଯ ଓ ସହଯୋଗର ହାତ ବଢାନ୍ତୁ । ତେବେ ପିନ୍ଟୁ ଭାଇ ବହୁତ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଆସନ୍ତୁ । ତେବେ ନିଶା ମହାରଣାଙ୍କ କହିବା ଆଧାରରେ ସେ କହିଛନ୍ତି ।
ଏହା କି ଯେ ତେବେ ମୁଁ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରୁଛି । ଆପଣ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ଓଡିଶା ବାହାରୁ କଳାକାର ମାନଙ୍କୁ ଡାକି କୋଟି କୋଟି ଟଙ୍କା ସାରୁଛନ୍ତି । ତେବେ ଓଡିଶାବାସୀ ତଥା ଓଡିଆ କଳାକାର ମାନଙ୍କୁ ମଧ୍ୟ ନିହାତି ଭାବରେ କିଛି ସାହାଜ୍ଯ ସହଯୋଗ କରନ୍ତୁ ।
ତେବେ ନିଜର ଅଶ୍ଳୀଳ ପୋଷାକ ଓ ନିଜର ଅଶ୍ଳୀଳ କଥା ପାଇଁ ନିକଟ ଅତୀତରେ ବହୁ ଚର୍ଚାର ପରିସରକୁ ଆସିଥିବା ନିଶା ମହାରଣାଙ୍କ ମୁହଁରୁ କିଛି ଏପରି ଭାବରେ ମନ୍ତବ୍ୟ ଶୁଣିବାକୁ ମିଳିଛି । ଯେଉଁଠାରେ ସେ ଅଭିନେତା ପିନ୍ଟୁ ନନ୍ଦଙ୍କ ବିଷୟରେ ଏପରି ମଧ୍ୟ କହିଛନ୍ତି । ପିନ୍ଟୁ ନନ୍ଦଙ୍କ ସେ ଜଣେ ବହୁତ ବଡ ଫ୍ୟାନ । ସେ ଛୋଟ ବେଳୁ ହିଁ ଅଭିନେତା ପିନ୍ଟୁ ନନ୍ଦଙ୍କର ଅଭିନୟ ଦେଖିଆସିଛନ୍ତି । ଯାହା ତାଙ୍କୁ ବହୁତ ହିଁ ଭଲ ଲାଗିଥାଏ । ତେବେ ନିଶା ମହାରଣାଙ୍କ କହିବା ଅନୁସାରେ ଯଦି ଦରକାର ପଡେ।

ତେବେ ମୁ ନିଜ ସକ୍ଷ ଅନୁସାରେ ଆଉ ମଧ୍ୟ ପିନ୍ଟୁ ଭାଇଙ୍କୁ ସାହାଜ୍ଯ ନିହାତି ଭାବରେ କରିବି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଏହାକୁ ଶେୟାର କରନ୍ତୁ । ଧନ୍ୟବାଦ

