ବନ୍ଧୁଗଣ ଏହି କିଛି ଦିନ ତଳେ ଫିଲ୍ମ ‘ସଡକ ୨’ ରିଲିଜ ହୋଇଥିଲା । ହେଲେ ନେପୋଟିଜିମ ପାଇଁ ଏହି ଫିଲ୍ମଟି ଫ୍ଲପ ହୋଇ ଯାଇଥିଲା । ହେଲେ ଏହି କିଛି ଦିନ ହେବ ଭଟ୍ଟ ପରିବାରର ଏକ କଥା ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ବଲିଉଡର ଫେମସ ଅଭିନେତ୍ରୀ ଆଲିୟା ଭଟ୍ଟ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି ଓ ସେ କେତେକ ଆୱାର୍ଡ ମଧ୍ୟ ନିଜ ନାମରେ କରିସାରିଛନ୍ତି । ଆପଣ ମାନେ ସମସ୍ତେ ଆଲିୟାଙ୍କର ବହୁତ ସୁପରହିଟ ଫିଲ୍ମ ଦେଖିଥିବେ ।
ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡର ସୁପରହିଟ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ପିତା ମହେଶ ଭଟ୍ଟ ଓ ମା ସୋନି ରାଜଧାନଙ୍କ ଠାରୁ ଅଲଗା ଏକ ଘରେ ରୁହନ୍ତି । ମହେଶ ଭଟ୍ଟ ହେଉଛନ୍ତି ଏକ ବହୁତ ବଡ ଫିଲ୍ମ ମେକର । ମୁମ୍ବାଇରେ ମହେଶଙ୍କର ବହୁତ ବଡ ଘର ଅଛି । ହେଲେ ଆଲିୟା ଏକ ଅଲଗା ଘରେ ରହୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।
ବନ୍ଧୁଗଣ ଆଲିୟା ନିଜ ପିତା ମାତାଙ୍କ ଠାରୁ ଅଲଗା ହୋଇ କାହିଁକି ରହୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମହେଶ ଭଟ୍ଟଙ୍କର କାରନାମା । ବିଟାଉନରେ ମହେଶ ଭଟ୍ଟଙ୍କ ଲଭ ଅଫେୟାରର ଚର୍ଚା ବହୁତ ଅଧିକ ହୋଇଥାଏ । ସେତେବେଳେ ମହେଶଙ୍କ ସହ ସାକ୍ଷାତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତୀ ବାରମ୍ବାର ଆସୁଥିଲେ । ଆଲିୟାଙ୍କୁ ଏହା ବିଲକୁଲ ପସନ୍ଦ ନଥିଲା । ଯାହା ଫଳରେ ଭଟ୍ଟ ପରିବାରରେ ବାରମ୍ବାର ଝଗଡା ହେଉଥିଲା ।
ସେତେବେଳେ ଆଲିୟାଙ୍କୁ ରିୟା ଓ ମହେଶଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜଣା ପଡିଯାଇଥିଲା । ଏହା ବ୍ଯତୀତ ପୂଜା ଭଟ୍ଟ ମଧ୍ୟ ମହେଶ ଭଟ୍ଟଙ୍କ ସହ ତାଙ୍କ ଘରେ ରହୁଛନ୍ତି । ପୂଜା ଭଟ୍ଟ ମହେଶଙ୍କ ଝିଅ ହୋଇଥିଲେ ମଧ୍ୟ ଥରେ ମହେଶ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ପୂଜା ଯଦି ତାଙ୍କର ଝିଅ ହୋଇ ନଥାନ୍ତେ ତା ହେଲେ ମହେଶ ପୂଜାଙ୍କ ସହ ବିବାହ କରି ନେଇଥାନ୍ତେ । ଏହି କାରଣ ପାଇଁ ଆଲିୟା ମହେଶଙ୍କ ଉପରେ କ୍ରୋଧ ମଧ୍ୟ କରିଥିଲେ ।
ବର୍ତ୍ତମାନ ଆଲିୟା ବହୁତ ବଡ ହୋଇସାରିଛନ୍ତି ଓ ସେ ତାଙ୍କ ପିତା ମହେଶ ଭଟ୍ଟଙ୍କ ହରକତକୁ ପସନ୍ଦ କରୁନାହାନ୍ତି । ଯାହା ଫଳରେ ସେ ନିଜ ପିତା ମହେଶ ଭଟ୍ଟ ଓ ମା ସୋନି ରାଜଧାନଙ୍କ ଠାରୁ ଅଲଗା ରହୁଛନ୍ତି । ବନ୍ଧୁଗଣ ଆଲିୟା ଅଲଗା ରହିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ତାହା ହେଉଛି ଆଲିୟା ଓ ତାଙ୍କ ଭାଇ ରାହୁଲ ଭଟ୍ଟଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ । ଏହି କଥା ଆଲିୟା ନିଜେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ । ଆଲିୟା ନିଜ ଭାଇଙ୍କୁ ଘୃଣା କରନ୍ତି ।
ବନ୍ଧୁଗଣ ଏହା ବ୍ଯତୀତ ଆଲିୟା ନିଜ ବୟଫ୍ରେଣ୍ଡ ରଣବିର କପୁରଙ୍କ ସହ ଲିଭ ଇନ ରିଲେସନସିପରେ ମଧ୍ୟ ରହୁଛନ୍ତି । ଏହି କିଛି ମାସ ପୂର୍ବରୁ ହୋଇଥିବା ଲକଡାଉନ ସମୟରେ ଏହି ଦୁଇଜଣ ଏକା ସହ ଗୋଟିଏ ଘରେ ସମୟ ଅତିବାହିତ କରିଥିଲେ । ବନ୍ଧୁଗଣ ଏହି ସବୁ କାରଣ ହେତୁ ଆଲିୟା ନିଜ ଘରେ ରହୁ ନାହାନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ