ପିଲାଦିନ ରୁ ହିଁ ପିତା Mahesh Bhatt ଙ୍କ ଠାରୁ ଦୂରେଇ ଯାଇ ଅଲଗା ଘରେ କାହିଁକି ରହୁଛନ୍ତି Alia Bhatt, କାରଣ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଏହି କିଛି ଦିନ ତଳେ ଫିଲ୍ମ ‘ସଡକ ୨’ ରିଲିଜ ହୋଇଥିଲା । ହେଲେ ନେପୋଟିଜିମ ପାଇଁ ଏହି ଫିଲ୍ମଟି ଫ୍ଲପ ହୋଇ ଯାଇଥିଲା । ହେଲେ ଏହି କିଛି ଦିନ ହେବ ଭଟ୍ଟ ପରିବାରର ଏକ କଥା ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ବଲିଉଡର ଫେମସ ଅଭିନେତ୍ରୀ ଆଲିୟା ଭଟ୍ଟ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି ଓ ସେ କେତେକ ଆୱାର୍ଡ ମଧ୍ୟ ନିଜ ନାମରେ କରିସାରିଛନ୍ତି । ଆପଣ ମାନେ ସମସ୍ତେ ଆଲିୟାଙ୍କର ବହୁତ ସୁପରହିଟ ଫିଲ୍ମ ଦେଖିଥିବେ ।

ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡର ସୁପରହିଟ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜ ପିତା ମହେଶ ଭଟ୍ଟ ଓ ମା ସୋନି ରାଜଧାନଙ୍କ ଠାରୁ ଅଲଗା ଏକ ଘରେ ରୁହନ୍ତି । ମହେଶ ଭଟ୍ଟ ହେଉଛନ୍ତି ଏକ ବହୁତ ବଡ ଫିଲ୍ମ ମେକର । ମୁମ୍ବାଇରେ ମହେଶଙ୍କର ବହୁତ ବଡ ଘର ଅଛି । ହେଲେ ଆଲିୟା ଏକ ଅଲଗା ଘରେ ରହୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।


ବନ୍ଧୁଗଣ ଆଲିୟା ନିଜ ପିତା ମାତାଙ୍କ ଠାରୁ ଅଲଗା ହୋଇ କାହିଁକି ରହୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମହେଶ ଭଟ୍ଟଙ୍କର କାରନାମା । ବିଟାଉନରେ ମହେଶ ଭଟ୍ଟଙ୍କ ଲଭ ଅଫେୟାରର ଚର୍ଚା ବହୁତ ଅଧିକ ହୋଇଥାଏ । ସେତେବେଳେ ମହେଶଙ୍କ ସହ ସାକ୍ଷାତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତୀ ବାରମ୍ବାର ଆସୁଥିଲେ । ଆଲିୟାଙ୍କୁ ଏହା ବିଲକୁଲ ପସନ୍ଦ ନଥିଲା । ଯାହା ଫଳରେ ଭଟ୍ଟ ପରିବାରରେ ବାରମ୍ବାର ଝଗଡା ହେଉଥିଲା ।


ସେତେବେଳେ ଆଲିୟାଙ୍କୁ ରିୟା ଓ ମହେଶଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜଣା ପଡିଯାଇଥିଲା । ଏହା ବ୍ଯତୀତ ପୂଜା ଭଟ୍ଟ ମଧ୍ୟ ମହେଶ ଭଟ୍ଟଙ୍କ ସହ ତାଙ୍କ ଘରେ ରହୁଛନ୍ତି । ପୂଜା ଭଟ୍ଟ ମହେଶଙ୍କ ଝିଅ ହୋଇଥିଲେ ମଧ୍ୟ ଥରେ ମହେଶ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ପୂଜା ଯଦି ତାଙ୍କର ଝିଅ ହୋଇ ନଥାନ୍ତେ ତା ହେଲେ ମହେଶ ପୂଜାଙ୍କ ସହ ବିବାହ କରି ନେଇଥାନ୍ତେ । ଏହି କାରଣ ପାଇଁ ଆଲିୟା ମହେଶଙ୍କ ଉପରେ କ୍ରୋଧ ମଧ୍ୟ କରିଥିଲେ ।


ବର୍ତ୍ତମାନ ଆଲିୟା ବହୁତ ବଡ ହୋଇସାରିଛନ୍ତି ଓ ସେ ତାଙ୍କ ପିତା ମହେଶ ଭଟ୍ଟଙ୍କ ହରକତକୁ ପସନ୍ଦ କରୁନାହାନ୍ତି । ଯାହା ଫଳରେ ସେ ନିଜ ପିତା ମହେଶ ଭଟ୍ଟ ଓ ମା ସୋନି ରାଜଧାନଙ୍କ ଠାରୁ ଅଲଗା ରହୁଛନ୍ତି । ବନ୍ଧୁଗଣ ଆଲିୟା ଅଲଗା ରହିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି । ତାହା ହେଉଛି ଆଲିୟା ଓ ତାଙ୍କ ଭାଇ ରାହୁଲ ଭଟ୍ଟଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ । ଏହି କଥା ଆଲିୟା ନିଜେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ । ଆଲିୟା ନିଜ ଭାଇଙ୍କୁ ଘୃଣା କରନ୍ତି ।

ବନ୍ଧୁଗଣ ଏହା ବ୍ଯତୀତ ଆଲିୟା ନିଜ ବୟଫ୍ରେଣ୍ଡ ରଣବିର କପୁରଙ୍କ ସହ ଲିଭ ଇନ ରିଲେସନସିପରେ ମଧ୍ୟ ରହୁଛନ୍ତି । ଏହି କିଛି ମାସ ପୂର୍ବରୁ ହୋଇଥିବା ଲକଡାଉନ ସମୟରେ ଏହି ଦୁଇଜଣ ଏକା ସହ ଗୋଟିଏ ଘରେ ସମୟ ଅତିବାହିତ କରିଥିଲେ । ବନ୍ଧୁଗଣ ଏହି ସବୁ କାରଣ ହେତୁ ଆଲିୟା ନିଜ ଘରେ ରହୁ ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *