Kumar Purnima ରେ ଫୁଲ ବଉଳ ବେଣୀ ଗୀତରେ ହିରୋଇନ Archita ଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଚ୍ଚିତା ମିଶ୍ର ।

ଅର୍ଚ୍ଚିତା ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ଅର୍ଚ୍ଚିତା ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି । ଗତ କିଛି ଦିନ ହେବ ଅର୍ଚ୍ଚିତାଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଗତ କିଛି ଦିନ ତଳେ କୁମାର ପୂର୍ଣ୍ଣିମା ପର୍ବ ଗଲା । ଏହି ପର୍ବକୁ ଝିଅ ମାନେ ବହୁତ ଖୁସିର ସହ ପାଳନ କରନ୍ତି । ଅର୍ଚ୍ଚିତା ଏହି ପର୍ବରେ ଏକ ଡ୍ୟାନ୍ସ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ । ଏହି ଡ୍ୟାନ୍ସ ଭିଡିଓରେ ଅର୍ଚ୍ଚିତା ‘ଫୁଲ ବଉଳ ବେଣି’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଅର୍ଚ୍ଚିତାଙ୍କ ସହ ଅନ୍ୟ ଝିଅ ମାନେ ବି ଏହି ଭିଡିଓରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । କୁମାର ପୂର୍ଣ୍ଣିମାରେ ଅର୍ଚ୍ଚିତ ବହୁତ ଖୁସି ନଜର ଆସୁଛନ୍ତି । ଦୀର୍ଘ ଦିନ ଧରି ଅର୍ଚ୍ଚିତା କୌଣସି ନୂଆ ଫିଲ୍ମରେ ନଜର ଆସି ନାହାନ୍ତି । ତେଣୁ ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଦେଖି ଫାନ୍ସ ମାନେ ବହୁତ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ଏହି ଡ୍ୟାନ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *