ଯିଏ ଏହି ଫଟୋରେ ଲୁଚିଥିବା ପଶୁକୁ ଖୋଜି ବାହାର କରିଦେବ ସିଏ “ଜିନିୟସ”, କଣ ଆପଣ ସେହି ପଶୁକୁ ଖୋଜି ବାହାର କରି ପାରିଲେ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ନିଜ ଜୀବନ ରେ ଅନେକ ଜିନିଷ ଅନୁଭବ କରିଥାଏ । କିଛି ମନୁଷ୍ୟ ର ଆଖି ଆଗରେ ରହି ମଧ୍ୟ ମନୁଷ୍ୟ ତାକୁ ଦେଖି ଖୁସି ହୋଇଥାଏ ତ ଆଉ କିଛି ଜିନିଷ ମନୁଷ୍ୟ ସାମ୍ନା ରେ ନଥିଲେ ବି ସେ ଖୁସି ହୋଇଥାଏ । ଛୋଟବେଳେ ପ୍ରତ୍ୟେକ ମନୁଷ୍ୟ ର କିଛି ନା କିଛି ସ୍ମୃତି ରହିଥାଏ । ସମୟ ଅନୁସାରେ ସେହି ସ୍ମୃତି ସବୁଦିନ ପାଇଁ ବ୍ୟକ୍ତି ର ମନ ରେ ଘର କରି ରହିଯାଏ ।

ଅନେକ ଥର ଏଭଳି କିଛି ଜିନିଷ ରହିଛି ଯାହାକୁ ଶୁଣିଲେ ସମସ୍ତଙ୍କ ମନ ଖୁସି ହୋଇଯାଏ ଏବଂ ଯାହା ଆମ ହୃଦୟ କୁ ଛୁଇଁଯାଏ । ଏଭଳି କିଛି ଜିନିଷ ମଧ୍ୟ ରହିଛି ଯାହାକୁ ଦେଖିଲେ ଆମକୁ ଆମ ପିଲା ଦିନ ର କଥା ମନେ ପଡ଼ିଯାଏ । ଆମେ ସମସ୍ତେ ପିଲାଦିନେ ଅନେକ କାହାଣୀ ଶୁଣିଥାଉ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ପହେଲି ବିଷୟ ରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ଜୋରସୋରରେ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଚିତ୍ର ରେ ଯେଉଁ ଫଟୋ ଦିଆ ଯାଇଛି ତାହା କେଉଁଠାରୁ ଆସିଛି ସେହି ସମ୍ବନ୍ଧରେ କିଛି ତଥ୍ୟ ମିଳିନାହିଁ ।

ଏପରି କୁହାଯାଉଛି ଯେ, ଏକ ଫଟୋ ରେ ଏକ ପଶୁ ରହିଛି । ଏହି ପଜଲ କୁ ବହୁତ କମ ଲୋକମାନେ ସମାଧାନ କରିବାରେ ସଫଳ ହୋଇଛନ୍ତି । ଯଦି ଆପଣ ମାନେ ନିଜକୁ ବହୁତ ବୁଦ୍ଧିମାନ ଓ ଜିନିୟସ ମନେ କରୁଛନ୍ତି ତେବେ ଏହି ଫଟୋ ରେ ଥିବା ପଶୁ କୁ ଖୋଜି ବାହାର କରନ୍ତୁ । ଆପଣ ମାନେ ମଧ୍ୟ ଦେଖନ୍ତୁ ଏହି ଚିତ୍ର ରେ ଥିବା ଅନ୍ତର ସିଧା ସଳଖ ଭାବରେ କହିବାକୁ ଗଲେ ଏହି ଚିତ୍ର ରେ ଗୋଟିଏ ବେଙ୍ଗ ରହିଛି ।

ଯଦି ଆପଣ ବିନା କୌଣସି ସାହାଯ୍ୟ ରେ ପ୍ରଥମ ଚିତ୍ର ରେ ଯଦି ଖୋଜି ଦେଇଥାନ୍ତି ତେବେ ଆପଣ ମାନେ ଜିନିୟସ ଅଟନ୍ତି । କିନ୍ତୁ ଯଦି ଆପଣ ଏପରି କରିବାରେ ଅସଫଳ ହୋଇଥାନ୍ତି ତେବେ ଏଥିରେ ନିରାଶ ହେବାର କୌଣସି କଥା ନାହିଁ । କାରଣ କେବଳ ୨ ପ୍ରକାରର ବ୍ୟକ୍ତି ହିଁ ଏହି ପ୍ରଶ୍ନ ର ଉତ୍ତର ଦେଇ ପାରିବେ । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ପହେଲି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *