ସିସିଟିଭି ରେ ରେକର୍ଡ ହେଲା LIve ଭିଡିଓ, ଆସିଲେ, ପେଟ୍ରୋଲ ପକେଇଲେ ଆଉ ତା’ ପରେ ବନ୍ଧୁକ ଦେଖେଇ ଲୁଟିନେଲେ, ପୁରା Video ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ, ବର୍ତ୍ତମାନ ସହର ତଥା ରାଜ୍ୟ ମାନଙ୍କରେ ଦୁର୍ବୁତ ଙ୍କ ସଂଖ୍ୟା ଏଭଳି ଭାବରେ ବଢିଚାଲିଛି ଯେ ଯାହା ବର୍ତ୍ତମାନ ଧାରଣାର ବାହାରେ ହୋଇଯାଇଛି । ଦିନ ଦିପହର ହେଉ କି ଅବା ରାତି ଅଧ ହେଉ, ଜନତା ଙ୍କ ଗହଳ ହେଉ କିଅବା ନହେଉ, କୌଣସି ନା କୌଣସି ମାଧ୍ୟମରେ ଦୁର୍ବୁତ ମାନେ ଡ-କା-ୟ-ତି କରିବାକୁ ପଛାଉ ନାହାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କ ସମୁଖରେ ଏକ ଏଭଳି ଘଟାଣ ନେଇ ଆସିଛୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଟି ଆଠଗଡ ର ତୀଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପେଟ୍ରୋଲପମ୍ପ ର ଅଟେ ।

ଏଠାରେ ଗତକାଲି ହୋଇଥିଲା ଲୁ-ଟ । ଏହାର ସଂପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦ ହୋଇଅଛି । ଏଠାରେ ୩ ଜଣ ଦୁର୍ବୁତ୍ତ ନିଜ ବାଇକ ରେ ପେଟ୍ରୋଲ ପକାଇ ସାରିବା ପରେ ଟାଙ୍କି କର୍ମଚାରୀଙ୍କ ଠାରୁ ବ-ନ୍ଧୁ-କ ଦେଖାଇ ଲୁ-ଟ କରିଛନ୍ତି । ୩ ଜଣ ଙ୍କ ମଧ୍ୟରୁ ଜଣେ ହଟାତ ବ-ନ୍ଧୁ-କ ଦେଖାଇ କର୍ମଚାରୀଙ୍କର ଟଙ୍କା ରଖିଥିବା ବ୍ୟାଗ କୁ ଛ-ଡାଇ- ନେଇଯାଇଥିଲା । କହିବାକୁ ଗଲେ ଏହି ଘଟଣା ଟି ବର୍ତ୍ତମାନ ପୋଲିସ ଙ୍କ ନିମନ୍ତେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କାରଣ ତୀଗିରିଆ ଥାନା ର ପାଞ୍ଚଗାଁ ନିକଟରେ ଏହି ଘଟଣା ଟି ହୋଇଛି । ଏଠାରେ ୨ ଟି ପେଟ୍ରୋଲ ପମ୍ପ ଲାଗି ଲାଗି ରହିଅଛି । ଏହି ଘଟଣା ଟି ଗତକାଲି ରାତି ୧୦ ଟାରୁ ହେଲାଣି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଟାଙ୍କି ମାଲିକ ଥାନା ରେ ଲିଖିତ ଭାବରେ ଅଭିଯୋଗ କରି ନାହାନ୍ତି । ସମୁଦାୟ କେତେ ଟଙ୍କାର ଲୁ-ଟ ହୋଇଛି ଏହି ସ-ମ୍ବ-ନ୍ଧ-ରେ ମଧ୍ୟ କିଛି କହିନାହାନ୍ତି । ମାତ୍ର ଗତକାଲି ରାତିରେ ସିସିଟିଭି ଫୁଟେଜ ରୁ ଯାହା ଜଣାପଡିଛି ଯେ, ଦୁର୍ବୁତ ମାନେ ପେଟ୍ରୋଲ ପକାଇବା ବାହାନାରେ ଆସିଥିଲେ ।

ପେଟ୍ରୋଲ ପକାଇବା ପରେ ସେମାନେ ପଇସା ମଧ୍ୟ ଦେଇଥିଲେ ଏବଂ ସମୁଦାୟ କେତେ ଟଙ୍କା ଅଛି ବୋଲି ଦେଖିଥିଲେ । ଏହା ପରେ ହଟାତ ପଛରେ ଯେଉଁ ଯୁବକ ବସିଥିଲା ଓହ୍ଲାଇ ଆସି ନିଜ ଅଣ୍ଟାରେ ରଖିଥିବା ପି-ସ୍ତ-ଲ ଦେଖାଇ ଟାଙ୍କି କର୍ମଚାରୀ ଙ୍କ ବେକରୁ ବ୍ୟାଗ ନେଇଯାଇଥିଲା ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳ ନିମନ୍ତେ ବହୁତ ଭୟାବହ ବାତାବରଣ ସୃଷ୍ଟି କରିସାରିଛି । ବର୍ତ୍ତମାନ ସୁଧା ପୋଲିସ ସେମାନଙ୍କ ସ-ମ୍ବ-ନ୍ଧ-ରେ କିଛି ସୂଚନା ଦେଇ ନାହାଁନ୍ତି । ଦେଖାଯାଉ କେବେ ପୋଲିସ ସେହି ଦୁର୍ବୁତ ମାନଙ୍କୁ ଧରୁଛି । ବନ୍ଧୁଗଣ ଏହି ବିଶେଷ ପ୍ରସଙ୍ଗରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *