ବନ୍ଧୁଗଣ ନମସ୍କାର, ମୁଁ ପାଠ ପଢ଼ିବିନି, ଖେଳିବି, କ୍ୟାମେରା ଆଗରେ ପାଠ ପଢ଼ିଲେ ମୋ ମୁଣ୍ଡ ବିନ୍ଧୁଛି । ମୋତେ ତୁମେ ବାଧ୍ୟ କରନି ମାଆ । କିଛି ଏହିଭଳି ଥିଲା କୁନି ପିଲା ଟି ର ନିବେଦନ । ପାଠ ପଢ଼ିବାକୁ ଇଚ୍ଛା ନାହିଁ ବୋଲି ମାଆ ଆଗରେ ଜିଦ୍ଧ ଧରି ବସୁଥିଲା । କୁନି ବୟସ ରେ ତାକୁ ଭାରୀ ପଡ଼ି ଯାଉଥିଲା ପାଠପଢ଼ା ର ବୋଝ । ଯେଉଁ ବୟସ ରେ ଖେଳକୁଦ ଓ ବାପ ମାଆ ଙ୍କ ସ୍ନେହ ଆଦର ରେ ସମୟ କାଟିବା କଥା ସେହି ବୟସ ରେ ଏତେ ମାତ୍ରାରେ ପାଠ ପଢ଼ିବାର ବୋଝ ସମ୍ଭାଳି ପାରୁ ନଥିଲା ୩ ବର୍ଷ ର ପିଲା ।
ହେଲେ ମାଆ କିପରି ବୁଝିପାରୁ ନଥିଲା ନିଜ ପିଲା ର ଯ-ନ୍ତ୍ର-ଣା ? କଥାରେ ଅଛି ପିଲାମାନେ ଯେତେ ଦୁଷ୍ଟ କିମ୍ବା ଅଝଟ ହେଲେ ବି ମାଆ ସେ ସବୁ କୁ ଭୁଲି ଯାଇ ନିଜ ପିଲା ର ଦୋ-ଷ କୁ ଘୋଡ଼ାଇ ଦେଇଥାଏ । କିନ୍ତୁ ଆପଣ ମାନେ ଆଜିର ଘଟଣା ଶୁଣିଲେ ଅବକ୍ ହୋଇଯିବେ । ମହାରାଷ୍ଟ୍ର ର ନାସିକ ରେ ଏକ ଛା-ତି-ଥ-ରା ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ସାଢ଼େ ତିନି ବର୍ଷର ଛୁଆ କୁ ମା-ରି ମାଆ ଆ-ତ୍ମ-ହ-ତ-ୟା କରିଛି ।
ସେହି ମାଆ ଯିଏ ତାକୁ ଦଶ ମାସ ଦଶ ଦିନ ଗର୍ଭ ରେ ଧରି ପ୍ରସବ ଯ-ନ୍ତ୍ର-ଣା ସହି ଜନ୍ମ ଦେଇଥିଲା । କିପରି ଭାବରେ ସେହି ମାଆ ର ହାତ ନିଜ ଛୁଆ କୁ ମା-ରି-ବା ପାଇଁ ଯାଇଥିବ । କଳ୍ପନା କରିଲେ ବି ଆଶ୍ଚର୍ଯ୍ୟ ଲାଗୁଛି । ମୃ-ତ୍ୟୁ ପଛର କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ବି ମାଟି ଖସିଯିବ । ୩ ବର୍ଷ ର ଶିଶୁ କୁ ପାଠ ପଢିବାକୁ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦିଆ ଯାଉଥିଲା । ସ୍କୁଲ ର ପାଠପଢା ଓ ଘରେ ଅନ୍ଲାଇନ କ୍ଳାସ କରିକରି ଥକି ପଡିଥିଲା କୁନି ଜୀବନ ।
ତିନି ବର୍ଷ ର ଶିଶୁ ଟି କୁ ଆଉ ପାଠ ପଢ଼ିବାର ଇଚ୍ଛା ନଥିଲା । ସେଥିପାଇଁ ସେ ମାଆ ଆଗରେ ଜିଦ୍ଦ କରି ବସିଥିଲା । କୌଣସି କାରଣରୁ ରାଗି ଯାଇଥିଲେ ଶିଶୁ ଟି ର ମାଆ । ଆଉ କ୍ରୋ-ଧି-ତ ହୋଇ ନିଜ ଛୁଆ କୁ ତକିଆ ଚି-ପି ମା-ରି ଦେଇଥିଲା ମାଆ । ବୋଧହୁଏ ନିଜର କ୍ରୋ-ଧ କୁ ଆୟତ୍ତ ନ କରିପାରି ଏଭଳି ଅ-ଘ-ଟ-ଣ ଘ-ଟା-ଇଛି ସେହି ଶିଶୁ ର ମାଆ । ଯେତେବେଳେ ପିଲା ଟି ର ମୁହଁରୁ ର-କ୍ତ ବାହାରି ତା’ର ନି-ଶ୍ୱା-ସ ବନ୍ଦ ହୋଇଗଲା । ସେତେବେଳେ ତା’ର ମାଆ କେତେ ବଡ଼ ଭୁଲ କରିଛି ବୋଲି ଜାଣି ପାରିଥିଲା ।
ହେଲେ ନିଜ ଭୁଲ ର ପ୍ରାୟଶ୍ଚିତ କରିବା ପାଇଁ ସେ ନିଜ ମଧ୍ୟ ଆ-ତ୍ମ-ହ-ତ-ୟା କରିଦେଲା । ଫା-ଶୀ ରେ ଝୁ-ଲି ମୃ-ତ୍ୟୁ ବରଣ କରି ଦେଇଥିଲା ମାଆ ଏବଂ ସୂଚନାନୁସାରେ ସେ ନିଜ ମୃତ ଶରୀର ପାଖରେ ଏକ ସୁ-ଇ-ସା-ଇ-ଡ଼ ନୋଟ ଛାଡ଼ି ଦେଇଥିଲା । ଯାହା ପୋଲିସ କୁ ମିଳିଛି । ଯେଉଁଥିରୁ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜଣା ପଡିଥିଲା । ଶିଶୁ ଟି ର ଅଝଟ କୁ ସ-ହି ନପାରି ତାକୁ ଜୀବନ ରୁ ମା-ରି-ବା-କୁ ମଧ୍ୟ ପଛେଇ ନଥିଲା ମାଆ ର ହାତ ।
ରାଗ ହେଉଛି ମଣିଷ ର ପରମ ଶ-ତ୍ରୁ । ଯାହାର ଏକ ବଡ଼ ଉଦାହରଣ ପାଲଟିଛି ମହାରାଷ୍ଟ୍ର ନାସିକ ରେ ଘ-ଟି-ଥି-ବା ଏଭଳି ଘଟଣା । ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ