ପ୍ରେମିକା ପରୀକ୍ଷାରେ ଫେଲ ହୋଇଯିବ ବୋଲି ଯୁବତୀ ବେଶରେ ପରୀକ୍ଷା ଦେବାକୁ ଗଲେ ପ୍ରେମିକ, କିନ୍ତୁ ଯେତେବେଳେ ନିରିକ୍ଷକ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ସମୟ ରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ହୁଏତ ଆପଣ ମାନେ ଆ-ଚ-ମ୍ବି-ତ ହୋଇଯିବେ । ପ୍ରେ-ମି-କା ପରୀକ୍ଷା ରେ ଫେ-ଲ ହୋଇଯିବେ ସେଥିପାଇଁ ଯୁ-ବ-ତୀ ଙ୍କ ବେଶରେ ପରୀକ୍ଷା କେନ୍ଦ୍ର ରେ ପ୍ରେ-ମି-କା ଙ୍କ ପାଇଁ ପରୀକ୍ଷା ଦେବାକୁ ଆସି ପହଞ୍ଚିଲେ ପ୍ରେ-ମି-କ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘଟିଛି ସେନେଗଲରେ ।

ଯାହା ଶୁଣିଲେ ହୁଏତ ଆପଣ ମାନଙ୍କୁ ଅ-ଦ୍ଭୁ-ତ ଲାଗୁଥିବ । ପ୍ରକାଶିତ ରି-ପୋ-ର୍ଟ ଅନୁସାରେ, ଗେଷ୍ଟନ ବ-ର୍ଜ-ନ ବିଶ୍ୱ ବିଦ୍ୟାଳୟ ରେ ଜଣେ ଛାତ୍ର ଯୁ-ବ-ତୀ ଙ୍କ ଭଳି ବେ-ଶ ଧା-ର-ଣ କରି ପରୀକ୍ଷା କେନ୍ଦ୍ରରେ ଆସି ପହଞ୍ଚିଥିବା ଜଣା ପଡିଥିଲା । ଉକ୍ତ ଛାତ୍ର ଜଣକ ନାମ ଖା-ଦି-ମ ମ୍ବ-ପ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ, ଖା-ଦି-ମ ଙ୍କୁ ତାଙ୍କ ପ୍ରେ-ମି-କା ଫେଲ ହୋଇଯିବ ସେହି ଭ-ୟ ରହିଥିଲା ।

ସେଥିପାଇଁ ସେ କିଭଳି ଭାବରେ ନିଜ ପ୍ରେ-ମି-କା ଙ୍କୁ ପାସ କରିବେ ସେହି ଚି-ନ୍ତା ରେ ରହିଥିଲେ । ତେଣୁ ସେ ଏଥିପାଇଁ ଏକ ଉପାୟ ଆପଣାଇ ଥିଲେ । ଖା-ଦି-ମ ନିଜ ପ୍ରେ-ମି-କା ଙ୍କ ପୋଷାକ ପିନ୍ଧି ବିଦ୍ୟାଳୟ ର ପରୀକ୍ଷା କେନ୍ଦ୍ରରେ ଯାଇ ପହଞ୍ଚିଥିଲେ । ସେ ଏଭଳି ବେ-ଶ-ରେ ୩ ଦିନ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ । ଏହା ପରେ ପରୀକ୍ଷା ଦେବା ସମୟରେ ପରୀକ୍ଷା କେନ୍ଦ୍ର ରେ ଥିବା ନିରୀକ୍ଷକ ଖା-ଦି-ମ ଙ୍କୁ ଦେଖି ସ-ନ୍ଦେ-ହ କରିଥିଲେ ।

ଏହା ପରେ ଯେତେବେଳେ ଏହି ସ-ମ୍ବ-ନ୍ଧ-ରେ ଯା-ଞ୍ଚ କରାଗଲା ସେତେବେଳେ ଘ-ଟ-ଣା ଉପରୁ ସମ୍ପୂର୍ଣ୍ଣ ରୂପରେ ପ-ର-ଦା ହଟିଥିଲା । ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିବା ପରୀକ୍ଷା ନିରୀକ୍ଷକ ସମ୍ପୂର୍ଣ୍ଣ ଘ-ଟ-ଣା ସମ୍ବନ୍ଧରେ ଜାଣିବା ପରେ ଏହି ଘ-ଟ-ଣା ବିଷୟରେ ପୋ-ଲି-ସ କୁ ଖବର ଦେଇଥିଲେ । ଖବର ପାଇବା ପରେ ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ପୋ-ଲି-ସ ଉଭୟ ଯୁବକ ଓ ଯୁ-ବ-ତୀ ଙ୍କୁ ଧ-ରି ଥା-ନା କୁ ନେଇଥିଲା ।

ଥା-ନା-ରେ ଉଭୟ ଙ୍କୁ ବର୍ତ୍ତମାନ ପଚରାଉଚରା କରୁଛି ପୋ-ଲି-ସ । ଯଦି ଏହି ଘ-ଟ-ଣା ରେ ଉଭୟ ଦୋ-ଷୀ ସାବ୍ୟସ୍ତ ହୁଅନ୍ତି ତେବେ ଏଥିପାଇଁ ଉଭୟ ଯୁ-ବ-କ ଓ ଯୁ-ବ-ତୀ ଙ୍କୁ ୫ ବର୍ଷ ଜେ-ଲ ହେବା ସହିତ ୫ ବର୍ଷ ପର୍ଯ୍ୟନ୍ତ କୌଣସି ବି ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଦ-ଣ୍ଡ ଶୁଣାଣି ହୋଇପାରେ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *