ସ୍ଵାମୀଙ୍କ ପୂର୍ବରୁ ବୟଫ୍ରେଣ୍ଡ ଠାରୁ ପ୍ରେଗନେଣ୍ଟ ହେଇସାରିଛନ୍ତି Bollywood ର ଏହି 5 ଜଣ ହିରୋଇନ, ସତ ଜାଣିବା ପରେ ମଧ୍ୟ ସ୍ଵାମୀମାନେ ଧରିଲେ ହାତ

ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳା ମାନେ ଯେଉଁମାନେ ମା ହେବାର ସୁଖ ପାଇଥାନ୍ତି , ଗୋଟେ ଛୁଆ ଜନ୍ମ ହେଲେ ପୁରା ଘରେ ଖୁସି ମନାଇ ଥାଆନ୍ତି , ଏମିତି ସମୟରେ ଜଣେ ପିତାର ଖୁସିର ଠିକଣା ରହି ନଥାଏ ।କିନ୍ତୁ ଟିକେ ଭାବନ୍ତୁ ସେହି ସମୟରେ ଗୋଟେ ପିତା ଉପରେ କଣ ପ୍ରଭାବ ପଡ଼ିଥାଏ ଯେବେ ତାକୁ ଜଣାପଡେ କି ତା ସ୍ତ୍ରୀ ପୂର୍ବରୁ ମଧ୍ୟ ଗର୍ଭବତୀ ହୋଇସାରିଛି , ସ୍ଵାଭାବିକ କଥାକି ତାକୁ ଖରାପ ଲାଗିବ, କିନ୍ତୁ ଏହା କେବଳ ନର୍ମାଲ ଲୋକଙ୍କ ସହିତ ହୋଇଥାଏ ସେଲିବ୍ରିଟିଙ୍କ ସହିତ ନୁହେଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବଲିଉଡରେ କେତେ ଏମିତି ଅଭିନେତ୍ରୀ ଅଛନ୍ତି ଯିଏକି ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡ ଠାରୁ ପ୍ରେଗ୍ନେଣ୍ଟ ହୋଇ ସାରିଛନ୍ତି । ଏହା ପରେ ମଧ୍ୟ ତାଙ୍କର ବିବାହ ନାମିଦାମୀ ଲୋକସହ ହେଲା ଓ ସେ ଗୋଟେ ଖୁସିର ଜୀବନ ବିତାଉଛନ୍ତି , ଆଶ୍ଚର୍ଯ଼୍ୟର କଥା ଏହା କି ସତ ଜାଣିବା ପରେ ମଧ୍ୟ ତାଙ୍କର ହେବାକୁ ଥିବା ସ୍ୱାମୀ ତାଙ୍କର ହାତ ଛାଡି ନଥିଲେ ।

କୋଙ୍କଣା ସେନ ଶର୍ମା

କୋଙ୍କଣା ସେନ ଶର୍ମା ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ ଦିଗଜ୍ଜ କଳାକାର ଅଟନ୍ତି , ସୁତ୍ର ଅନୁସାରେ , ରଣବିର ସୋରି ସହ ବିବାହ ପୂର୍ବରୁ କୋଙ୍କଣା ଅନ୍ୟ ଜଣଙ୍କୁ ଡେଟ କରୁଥିଲେ ଓ ସେ ତାଙ୍କଠାରୁ ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ତା ପରେ ସେ ରଣବିର ସୋରିଙ୍କୁ ଡେଟ କଲେ ଓ ତାଙ୍କଠୁ ମଧ୍ୟ ସେ ଗର୍ଭବତୀ ହୋଇ ଯାଇଥିଲେ । ତାପରେ ଦୁହେଁ ବିବାହ କରିଥିଲେ । ଦୁହିଁଙ୍କର ଡିଭୋର୍ସ ହୋଇ ସାରିଲାଣି । କୋଙ୍କଣା ଏକୁଟିଆ ହିଁ ନିଜ ପୁଅର ଦେଖାଶୁଣା କରୁଛନ୍ତି ।

ସେଲିନା ଜେଟଲୀ

ମିସ୍ ଇଣ୍ଡିଆ ସେଲିନା ଜେଟଲୀ ବିବାହ ପୂର୍ବରୁ ହିଁ ନିଜ ବୟଫ୍ରେଣ୍ଡ ଠାରୁ ପ୍ରେଗ୍ନେଣ୍ଟ ଥିଲେ ଏଥିପାଇଁ ସେ ଅପରେସନ କରିବାର ସାହାରା ନେଇଥିଲେ , ଏହାପରେ ସେ ପିଟର ହଗକୁ ଡେଟ କରିଥିଲେ ଓ ସେ ତାଙ୍କୁ ବିବାହ କରିଥିଲେ , ରିପୋର୍ଟରଙ୍କ ଅନୁଯାୟୀ ପିଟର ପ୍ରଥମରୁ ଶେଲିନା ପ୍ରେଗ୍ନେଣ୍ଟ ଅଛନ୍ତି ବୋଲି ଜାଣିଥିଲେ । ଏହା ପରେ ମଧ୍ୟ ସେ ଶେଲିନାଙ୍କ ସହ ବିବାହ କରିଥିଲେ , କହି ଦେଉଛୁ କି , ପିଟରଙ୍କର ଦୁବାଇରେ ହୋଟେଲର ବିଜନେସ ଅଛି , ସେଲିନା ଏବେ ନିଜ ସ୍ୱାମିଙ୍କ ସହ ଅବ୍ରାଡରେ ସେଟଲ ହୋଇ ଯାଇଛନ୍ତି ।

ଅମୃତା ଅରୋରା

ଏବେ ନମ୍ୱର ବଲିଉଡର ଆକ୍ଟ୍ରେସ ଅମୃତା ଅରୋରାଙ୍କର । ଅମୃତା ଆକ୍ଟ୍ରେସ ମଲାଇକା ଅରୋଡାଙ୍କ ସାନ ଭଉଣୀ ଅଟନ୍ତି । ଅମୃତା ଅରୋଡା ବର୍ଷ 2009 ରେ ବିଜନେସ ମ୍ୟାନ ଶକିଲ ଲଦାକଙ୍କ ସହିତ ବିବାହ କରିଥିଲେ , ଖବର ଅନୁଯାୟୀ ଅମୃତାଙ୍କ ବିଷୟରେ କୁହାଯାଏ କି ସେ ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ହୋଇ ଯାଇଥିଲେ । ବିବାହ ପରେ ସେ ତୁରନ୍ତ ଘୋଷଣା ମଧ୍ୟ କରି ଦେଇଥିଲେ କି ସେ ମା ହେବାକୁ ଯାଉଛନ୍ତି । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

ସାରିକା

ଏମିତି ହିଁ କିଛି କାହାଣୀ ଅଟେ ଅଭିନେତ୍ରୀ ସାରିକାଙ୍କର , କମଲ ହାସନଙ୍କ ପ୍ରେମରେ ପଡ଼ିଲା ପୂର୍ବରୁ ସେ ଅନ୍ୟ ଜଣଙ୍କ ପିଲାର ମା ହୋଇ ସାରିଛନ୍ତି । କିନ୍ତୁ ପରିସ୍ଥିତିକୁ ଦେଖି କି ତାଙ୍କୁ ଅପରେସନର ସାହାରା ନେବାକୁ ପଡ଼ିଥିଲା ,ଏହି କଥା ଜାଣିବା ପରେ ମଧ୍ୟ କମଲ ହାସନ ତାଙ୍କ ସାଙ୍ଗରେ ବିବାହ ରଚାଇ ଥିଲେ ଓ ତାପରେ ଯାଇ ତାଙ୍କର ଦୁଇଟି ଝିଅ ହୋଇଥିଲା । ଖବର ଏହା ମଧ୍ୟ ଆସିଥିଲା କି ସାରିକା ବିବାହ ପୂର୍ବରୁ କମଲ ହାସନଙ୍କ ଠାରୁ ବି ଗର୍ଭବତୀ ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *