କୋଟି କୋଟି ଟଙ୍କାର ମାଲିକ ଅଟନ୍ତି South ର ଏହି Super Star, କିନ୍ତୁ ଆଜି ବି ତାଙ୍କ ବାପା ଚଲାନ୍ତି ବସ

କେତେବେଳେ ଏବଂ କେମିତି ମଣିଷର ଭାଗ୍ୟ ବଦଳିଯାଏ କାହାକୁ ବି ଏହା ଜଣା ନ ଥାଏ । କେବଳ ପରିଶ୍ରମ କରିବା ଦରକାର । କାରଣ ସେହି ଲୋକର ପରାଜୟ ହୁଏ ନାହିଁ ଯିଏ ପରିଶ୍ରମ ଏବଂ ଚେଷ୍ଟା ଜାରି ରଖେ । ଆମେ ଆଜି ଆପଣଙ୍କୁ ଏମିତି ହିଁ ଜଣେ ସୁପରଷ୍ଟାରଙ୍କ କଥା କହିବାକୁ ଯାଉଛୁ ଯିଏ ସାଉଥ ସିନେମାର ଜଣେ ସୁପରଷ୍ଟାର ଅଟନ୍ତି ଏବଂ ଫିଲ୍ମରୁ କୋଟି କୋଟି ଟଙ୍କା ଆୟ କରନ୍ତି କିନ୍ତୁ ତାଙ୍କର ପିତା ନିଜର ପୁରୁଣା କାମକୁ ଛାଡି ନାହାନ୍ତି କାରଣ ତାହା ହିଁ ତାଙ୍କର ପରିଚୟ ଅଟେ ।

ଏହି ସାଉଥ ସୁପରଷ୍ଟାର ଅଟନ୍ତି କୋଟି କୋଟି ଟଙ୍କା ସମ୍ପତିର ମାଲିକ – ସାଉଥର ସୁପରହିଟ ଫିଲ୍ମ କେଜିଏଫ (୨୦୧୮) ହିନ୍ଦୀରେ ବି ଲୋକମାନଙ୍କ ଉପରେ ନିଜର ଛାପ ଛାଡି ଥିଲା । ଫିଲ୍ମଟି ୨୦୦ କୋଟି ଟଙ୍କାର ବିଜନେସ କରିଥିଲା । ଏହା ୟଶଙ୍କର ଫିଲ୍ମ ପ୍ରଥମ ଥର ୨୦୦ କୋଟି ଟଙ୍କାର ବିଜନେସ କରିଥିଲା ।

କିନ୍ତୁ ତାଙ୍କର ପିତା ଆଜି ବି ବସ ଡ୍ରାଇଭର ଅଟନ୍ତି । ତାଙ୍କର ନାମ ଅରୁଣ କୁମାର । ତାଙ୍କ ଅନୁସାରେ, ଏହି କାମ ଦ୍ଵାରା ହିଁ ସେ ନିଜ ପୁଅକୁ ପଢାଇଛନ୍ତି ଏବଂ ଏକ ବଡ ଷ୍ଟାର କରିପାରିଛନ୍ତି ।ସେଥିପାଇଁ ସେ ନିଜ ଡ୍ରାଇଭର କାମକୁ ଛାଡିବେ ନାହିଁ । ୟଶଙ୍କର ଜନ୍ମ କର୍ନାଟକରେ ହୋଇଥିଲା । ଏବଂ ତାଙ୍କର ଅସଲ ନାମ ନବୀନ କୁମାର ଅଟେ । ୟଶ ନିଜର କ୍ୟାରିୟରର ଆରମ୍ଭ ଟିଭି ସିରିୟଲ ‘ନନ୍ଦା ଗୋକୁଲ’ରୁ କରିଥିଲେ ।

ବର୍ଷ ୨୦୦୭ରେ ଫିଲ୍ମ ‘Jambada Hudugi’ରୁ ସେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିଲେ, କିନ୍ତୁ ଏଥିରେ ସେ ସେକନ୍ଡ ଲିଡ ଅଭିନେତା ମଧ୍ୟରୁ ଜଣେ ଥିଲେ । ତଥାପି ତାଙ୍କ ନା ହୋଇଥିଲା ଏବଂ ଫିଲ୍ମ ଚାଲିଥିଲା । ଏହା ପରେ ସେ କେତେକ ଫିଲ୍ମରେ କାମ କରିଲେ କିନ୍ତୁ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ କେଜିଏଫ କମାଲ କରିଦେଲା ଏବଂ ତାଙ୍କୁ ପୁରା ଭାରତରେ ପରିଚିତ କରାଇଦେଲା ।

ୟଶ ଗୋଟେ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା

ୟଶ ନିଜ ୧୨ ବର୍ଷର କ୍ୟାରିୟରରେ ୧୮ ଟି ଫିଲ୍ମ କରିଛନ୍ତି ଏବଂ ଆଜି ତାଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତି ଅଛି । ଗୋଟିଏ ଫିଲ୍ମ ପାଇଁ ସେ ୫ କୋଟି ଟଙ୍କା ଚାର୍ଜ କରନ୍ତି । ୟଶ ବହୁତ ଦୟାଳୁ ଅଟନ୍ତି ଓ ସେ ଅନେକ ଚାରିଟି ମଧ୍ୟ କରନ୍ତି । ସେ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ଲଭ ମ୍ୟାରେଜ କରିଛନ୍ତି ।

ସବୁଠୁ ମଜାଦାର କଥା ଏହା ଅଟେ କି ୟଶ ନିଜର ବାହାଘରର ରିସେପ୍ଶନରେ ପୁରା କର୍ନାଟକକୁ ଇନଭାଇଟ କରିଥିଲେ । ବର୍ତ୍ତମାନ ସେ ଗୋଟେ ଝିଅର ବାପା ବି ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *