TV ର ଏହି 5 ଜଣ Actress କୋଟି କୋଟି ଟଙ୍କାକୁ ଠୋକର ମାରି ଦିଅନ୍ତି ହେଲେ କେବେ ବି ଦିଅନ୍ତି ନାହିଁ କିସିଙ୍ଗ ସୀନ

ବନ୍ଧୁଗଣ ବଲିଉଡ ଓ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅଧିକାଂଶ ଅଭିନେତ୍ରୀ ମାନେ ସମସ୍ତ ବୋଲ୍ଟ ଓ କିସିଙ୍ଗ ସିନ କରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥାନ୍ତି । ଏହି ସବୁ ସିନ୍ସ କରି ଏମାନେ ଲାଇମ ଲାଇଟରେ ରହିଥାନ୍ତି । ହେଲେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ କୌଣସି ବୋଲ୍ଟ ଓ କିସିଙ୍ଗ ସିନ ଦେଇ ନାହାନ୍ତି । ଏହି ଅଭିନେତ୍ରୀ ମାନେ ସବୁବେଳେ ସଂସ୍କାରୀ ବୋହୁ କିମ୍ବା ଝିଅ ରୂପେ ନଜର ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଟିଭି ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୁରଭି ଚନ୍ଦା

ସୁରଭି ଟେଲିଭିଜନର ବହୁତ ସୋ ରେ ନଜର ଆସିଛନ୍ତି । ବର୍ତ୍ତମାନ ସେ କଲର୍ସ ଟିଭିର ସୋ ନାଗିନ 5 ସିଜନ ରେ ନଜର ଆସୁଛନ୍ତି । ସୁରଭି ଆଜି ପର୍ଯ୍ୟନ୍ତ ନିଜର କୌଣସି ସୋରେ କିସିଙ୍ଗ ସିନ କରି ନାହାନ୍ତି । ତାଙ୍କର ସିରିଏଲ ‘ସଞ୍ଜିବନୀ ୨’ରେ ମଧ୍ୟ ଡାଇରେକ୍ଟର ମାନେ ତାଙ୍କୁ କିସିଙ୍ଗ ସିନ କରିବା ପାଇଁ ବାଧ୍ୟ କରିଥିଲେ । ହେଲେ ସୁରଭି ସେହି ସିନ୍ସ କରିବା ପାଇଁ ସଂପୂର୍ଣ୍ଣ ରୂପେ ମନା କରିଦେଇଥିଲେ ।

ପରିଧି ଶର୍ମା


Zee TVର ଫେମସ ସୋ ‘ଯୋଦ୍ଧା ଆକବର’ରେ ଯୋଦ୍ଧାର ଭୂମିକା ପଦର୍ଶନ କରିଥିବା ପରିଧି ନିଜର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ତାଙ୍କର ନାମ ଟିଭିର ଫେମସ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛି । ଯେଉଁ ମାନେ ଆଜି ପର୍ଯ୍ୟନ୍ତ କୌଣସି କିସିଙ୍ଗ ସିନ ଦେଇନାହାନ୍ତି । ସେଥିପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସମ୍ମାନ ଓ ପସନ୍ଦ କରିଥାନ୍ତି ।

ଜସ୍ମିନ ଭସିନ-

ଚୁଲବୁଲି ଅଭିନେତ୍ରୀ ଜାସ୍ମିନ ଭସିନ ‘ଟସନେ ଏ ଇସ୍କ’ ଓ ‘ଦିଲ ସେ ଦିଲ ତକ’ ଆଦି ସୋରେ କାମ କରି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଜାସ୍ମିନ ନିଜ ସୋରେ କିସିଙ୍ଗ ଓ କୌଣସି ପ୍ରକାରର ବୋଲ୍ଟ ସିନ୍ସ କରନ୍ତି ନାହିଁ । କାରଣ ତାଙ୍କୁ ଏହା ସବୁ କରିବା ପାଇଁ ପସନ୍ଦ ନୁହେଁ । ତାଙ୍କ ମତରେ ସଫଳତା ହାସିଲ କରିବାକୁ ଚାହୁଁଛନ୍ତି ଯଦି ତା ହେଲେ ନିଜ ଟ୍ୟାଲେଣ୍ଟର ଦମରେ ହାସଲ କର ।

ଦୀପିକା କକ୍କଡ

ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା କକ୍କଡ । ଏହି ଅଭିନେତ୍ରୀ ଜଣକ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ସେ ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଥିଲେ ସେ କୌଣସି ସୋରେ କିସିଙ୍ଗ ସିନ୍ସ କରିବା ପାଇଁ ଚାହୁଁ ନାହାନ୍ତି । ସେଥିପାଇଁ ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ଏହା ଛଡା ଦୀପିକା ‘ବିଗ ବସ୍ ୧୨’ ମଧ୍ୟ ଜିତି ସଫଳତା ହାସିଲ କରିଛନ୍ତି । ଏହି ଟ୍ରୋଫି ଜିତିବା ପରେ ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଦୁଇଗୁଣ ବଢି ଯାଇଛି ।

ତେବେ ଆପଣଙ୍କୁ ଏହି ଦୁଇ ଜଣ ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *