ଅକ୍ସିଜେନ ସ୍ତରକୁ ଠିକ କରିବା ପାଇଁ ପ୍ରତିଦିନ ନିଶ୍ଚିତ ଖାଆନ୍ତୁ ଏହିସବୁ ଖାଦ୍ଯ, କିଛି ବି କରି ପାରିବନି କରୋନା

କୋରୋନାର ଦିତୀୟ ଲହରରେ ଲୋକ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏହା ଛଡା ଅନେକ ଲୋକଙ୍କ ପ୍ରା-ଣ ହା-ନି ମଧ୍ୟ ହେଉଛି ଯାହାକୁ ଦେଖି ମନରେ ଭୟ ଆଉଛି ।

କୋରଣା ସମୟରେ ରୋଗୀଙ୍କ ଠାରେ ଶ୍ଵାସ କମ ହେବା ଦ୍ଵାରା ଅକ୍ସିଜେନର ଘୋର ଅଭବ ଦେଖା ଯାଉଛି । ଆମ ଶରୀରରେ ଅକ୍ସିଜେନ ଲେବଲ ବଢେଇବା ପାଇ କେଉଁ ସବୁ ଭିଟାମିନ ଯୁକ୍ତ ଖାଦ୍ଯ ଖାଇବା ଆବଶ୍ୟକ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆମ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ କାଢାର ସେବନ କରିବା ନିହାତି ଜରୁରୀ ଅଟେ ।

କୋରୋନାରୁ ମୁକ୍ତି ପାଇବା ପାଇଁ ପ୍ରତି ଦିନ କାଧାର ସେବନ କରିଲେ ଅକ୍ସିଜେନ ଲେବଲ ବଢିଥାଏ । ଏହି କାଢା ପ୍ରସ୍ତୁତ କରିବା ପାଇଁ ଗୋଲମରୀଚ, ତୁଳସୀ ପାତ୍ର, ଗୁଡ, ଅଦା, ଲବଙ୍ଗର ବ୍ୟବହାର କରିବା ଉଚିତ ଯାହା ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । କିନ୍ତୁ ଏହି କାଢାକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେ ।

ଏହା ଦ୍ଵାରା ଅଧିକ ମାତ୍ରାରେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ପରେ ଦିତୀୟ ଜିନିଷ ଯାହା ଆମ ଶରୀରରେ ଅମ୍ଳଜାନ ଲେବଲ ବଢାଇବାରେ ସାହାଜ୍ଯ କରିବ ତାହା ହେଉଛି ସେଓ ଯାହାକୁ ପ୍ରତି ଦିନ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସେଓରେ ଭିଟାମିନ ସି, ଆଣ୍ଟି ଆକ୍ସିଡେଣ୍ଟ, ଆଇରନ, କ୍ୟାଲସିୟମ ଆଦି ରହିଥାଏ ଯାହା ଫଳରେ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ଅକ୍ସିଜେନ ଲେବଲ ବୃଦ୍ଧି କରାଇବାରେ ସାହାଜ୍ଯ କରିଥାଏ ।

ଏହା ପରେ ତୃତୀୟ ଜିନିଷ ହେଉଛି ୟୁକଲି ପଟାସ ତେଲରେ ଥିବା ଆଣ୍ଟି ଯୁଟାମେଥୋରି, ଆଣ୍ଟି ବ୍ୟାକ୍ଟେରିୟା, ଆଣ୍ଟି ଭାଇରାଲ ଗୁଣ ରହୁଥିବାରୁ ଏହା ଥଣ୍ଡା, କାଶ ଓ ଛିଙ୍କ ହେଉଥିଲେ ଏହାକୁ ଭଲ କରିବାରେ ସାହାଜ୍ଯ କରିଥାଏ । ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ । ଏହା ପରେ ରହିଛି କର୍ପୁର ଯାହାକୁ ଔଷଧ ରୂପରେ ବ୍ୟଭାର କରାଯାଏ । କର୍ପୁରକୁ ସ୍ମେଲ ବା ଏହାର ବାମ୍ଫ ନେବା ଦ୍ଵାରା ଥଣ୍ଡା,କାଶ ବା ଶ୍ଵାସ ଜନିତ କୌଣସି ରୋଗ ଭଲ ହୋଇଥାଏ ।

ଏହା ପରେ ଯେଉଁ ଜିନିଷ ଆବଶ୍ୟକତା ରହିଛି ତାହା ହେଉଛି ସ୍ପାଉଟ ଯେଉଁଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଫାଇବାର ଗୁଣ ରହିଥାଏ । ଏହାକୁ ଖାଇବା ଫଳରେ ଶ୍ଵାସକ୍ରିୟା ଜନିତ ସମସ୍ଯା ଦୂର ହୋଇଥାଏ । ଉପରେ ଲିଖିତ ସମସ୍ତ ଜିନିଷର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହେବା ସହ ଆମ ଶରୀରର ଅକ୍ସିଜେନ ଲେବଲ ମଧ୍ୟ ବଢିଥାଏ । ଯାହା ଦ୍ଵାରା ଆମେ ସୁସ୍ଥ ରହିବା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *