ଗାଡି ପାର୍କିଂକୁ ନେଇ ନେଇ ଓଲିଉଡ ଅଭିନେତା ବବି ମିଶ୍ର ଏବଂ ତାଙ୍କ ପଡୋଶୀଙ୍କ ମଧ୍ୟରେ ହୋଇଛି ଝଗଡା । ବବି ମିଶ୍ର ତାଙ୍କ ପଡୋଶୀ ତପି ମିଶ୍ରଙ୍କୁ ଅ-ସ-ଭ୍ୟ ଭା-ଷା-ରେ ଗା-ଳି-ଗୁ-ଲ-ଜ କରିବା ସହ ମା-ଡ ମା-ରି-ଥି-ବା କଥା ମଧ୍ୟ ଅ-ଭି-ଯୋ-ଗ ହୋଇଛି । ତେବେ ଏନେଇ ନୟାପଲ୍ଲୀ ଥା-ନା-ରେ ଓଡିଆ ସିନେ କଳାକାର ବବି ମିଶ୍ରଙ୍କୁ ଅଟକ ରଖିଛି ପୋଲିସ । ଏହିପରି ଗାଡି ପାର୍କିଂକୁ ନେଇ ପ୍ରାୟତଃ ବବି ମିଶ୍ର ସେମାନଙ୍କ ସହ ଝ-ଗ-ଡା କରୁଥିବା କଥା ଅ-ଭି-ଯୋ-ଗ କରିଛନ୍ତି ପଡୋଶୀ ମହିଳା ।
ଏନେଇ ଥାନାରେ ଅଭିଯୋଗ କଲେ ତାଙ୍କୁ ଜୀବନରୁ ମା-ରି-ଦେ-ବା କଥା ମଧ୍ୟ ଧ-ମ-କ ଦେଇଛନ୍ତି ବବି ମିଶ୍ର । ଆହୁରି ମଧ୍ୟ ପଡୋଶୀ ମହିଳାଙ୍କ ସ୍ବାମୀଙ୍କୁ ମା-ରି ତାଙ୍କୁ ବାହା ହେବେ ବୋଲି ବବି ମିଶ୍ର କହିଥିବା କଥା କହିଛନ୍ତି ପଡୋଶୀ ମହିଳା । ଏପରିକି ବବି ମିଶ୍ର ତାଙ୍କ ସାଙ୍ଗସାଥୀଙ୍କୁ ଲଗେଇ ମଧ୍ୟ ଉକ୍ତ ମହିଳାଙ୍କୁ ଫୋନ କରି ଧ-ମ-କ ଦେଉଥିବା କଥା ସେ କହିଛନ୍ତି । ବବି ମିଶ୍ର ମ-ଦ ପି-ଇ ତାଙ୍କ ପଡୋଶୀଙ୍କୁ ଏଭଳି ବ୍ଯବହାର କରିବା ଦ୍ଵାରା ଅତ୍ୟନ୍ତ ଭ-ୟ-ଗ୍ର-ସ୍ତ ହୋଇ ଯାଇଥିଲେ ଉକ୍ତ ପଡୋଶୀ ମହିଳା ଓ ତାଙ୍କର ୧୨ ବର୍ଷର ପୁଅ ।
ଏହା ପରେ ସେମାନେ ନିକଟସ୍ଥ ନୟାପଲ୍ଲୀ ଥାନାରେ ଏନେଇ ଅଭିନେତାଙ୍କ ନାମରେ ଅ-ଭି-ଯୋ-ଗ କରିଥିଲେ । ପୋଲିସ ଏବେ ଉଭୟ ବବି ମିଶ୍ର ଓ ତାଙ୍କ ପଡୋଶୀଙ୍କୁ ପଚରା ଉଚରା କରୁଛି । ତେବେ ବବି ମିଶ୍ର ଥାନାରେ ପଡୋଶୀଙ୍କୁ କହୁଛନ୍ତି, “ହଉ ମୁଁ ତ ଫରୱାର୍ଡ ହୋଇଯିବି, ହେଲେ ତୋତେ କେତେ ଭଲ ପାଇବା ଦେଇଛି ତୋ ବିବେକକୁ ପଚାର । ମୁଁ ରାତିରେ ତୋ ପୁଅକୁ ଅଣ୍ଡା ଦିଏ ।”
ବବି ମିଶ୍ରଙ୍କ ଏହି ଭି-ଡି-ଓ ଏବେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ପ୍ରକୃତ ଘଟଣା କଣ ଓ ସେମାନଙ୍କ ମଧ୍ଯରେ ଅନ୍ୟ କୌଣସି କାରଣ ନେଇ ପୂର୍ବରୁ ଶ-ତ୍ରୁ-ତା ରହିଛି କି ନାହିଁ ଏବଂ ବବି ମିଶ୍ରଙ୍କ ନାମରେ ଲାଗିଥିବା ଆ-ରୋ-ପ-ରେ କେତେ ସତ୍ଯା-ସ-ତ୍ଯ ରହିଛି ଏନେଇ ତ-ଦ-ନ୍ତ ଜାରି ରଖିଛି ପୋଲିସ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।