ଦେଖନ୍ତୁ Video: ପୋଲିସ ବାଲାଙ୍କ ଏମିତି ଲଜ୍ୟାଜନକ କାରନାମା କ୍ୟାମେରାରେ କଏଦ ହେଇଗଲା ନହେଲେ କେହି ବିଶ୍ଵାସ କରି ନଥାନ୍ତେ, ଭିଡିଓ ଦେଖିଲେ ଆପଣ ବି କହିବେ ଛିଃ…ଛିଃ…

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଏହି ସୋସିଆଲ ମିଡ଼ିଆ ଉପସ୍ଥିତ ଥିବେ । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ କିଛି ଭାଇରାଲ ଭିଡିଓ ରେ ସାଧାରଣ ଜନତା ନୁହେଁ ବରଂ ଖାକି ପୋଷାକ ପିନ୍ଧିଥିବା ପୋ-ଲି-ସ ମାନଙ୍କ ର କିଛି ଅଦ୍ଭୁତ କାର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ପୋ-ଲି-ସ ଆମ ସୁ-ର-କ୍ଷା ପାଇଁ ରହିଥାନ୍ତି ଏବଂ ଦେଶ ର ସୁ-ର-କ୍ଷା ପାଇଁ ନିଜ ର ବ-ଳି-ଦା-ନ ମଧ୍ୟ ଦେଇ ଦିଅନ୍ତି । କିନ୍ତୁ କିଛି ପୋ-ଲି-ସ କର୍ମଚାରୀ ଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୋ-ଲି-ସ ଡ଼ିପାର୍ଟମେଂଟ ବ-ଦ-ନା-ମ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଆଜି ସେହି ପୋ-ଲି-ସ ମାନଙ୍କ ର ଅଦ୍ଭୁତ ଘ-ଟ-ଣା ର ଭାଇରାଲ ଭିଡିଓ ସମ୍ପର୍କରେ ଆଲୋଚନା କରି ନେବା ।

୧- ପ୍ରଥମ ଭିଡିଓ ଟି ହେଉଛି ପୁନେ ର । ସେଠାରେ କିଛି ଟ୍ରାଫିକ ପୋ-ଲି-ସ ଅଫିସର ଗାଡି ର ଚେ-କିଂ ପାଇଁ ଗାଡି କୁ ଅଟକାଉ ଥିଲେ । ତେବେ ଗାଡି ଚେ-କିଂ ବେଳେ ସେମାନେ କଣ କରନ୍ତି ଆପଣ ନିଶ୍ଚିତ ଭଲ ଭାବରେ ଜାଣିଥିବେ । ସେହି ଭଳି ସେଠାରେ ସ୍ୱାତୀ ସୋନାର ନାମ ର ଜଣେ ପୋ-ଲି-ସ ଅଫିସର କିଛି ଗାଡି ଚେ-କିଂ କରୁଥିଲେ ସେତେବେଳେ ଦୁଇ ଜଣ ଝିଅ ସ୍କୁଟି ନେଇ କି ଆସିଲେ କିନ୍ତୁ ତାଙ୍କ ପାଖରେ କୌଣସି କାଗଜ ପତ୍ର ନଥିଲା ତେଣୁ ସେ ମହିଳା ପୋ-ଲି-ସ ଜଣକ ନିଜ ପଛ ପକେଟ ରେ ପଇସା ରଖିକି ଯିବା ପାଇଁ କହିଥିଲେ । ଏହା ସବୁ ସେଠାରେ ଥିବା ଜଣେ ଯୁବକ ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଦେଇଥିଲେ ।

୨- ଦ୍ୱିତୀୟ ଭିଡିଓ ରେ ଜଣେ ଯୁବକ ଯାହାର ନାମ ଵିଷ୍ଣୁ ଶର୍ମା ସେ ନିଜ କାରରେ ବସିବା ବେଳେ ମଧ୍ୟ ହେଲମେଟ ଲଗେଇ ଗାଡି ଚଳାନ୍ତି । ଏହାର କାରଣ ପଚାରିବାରୁ ସେ କହିଥିଲେ କି ୧ ଡିସେମ୍ବର ୨୦୧୭ ରେ ସେ ନିଜ କାରରେ ଆସୁଥିବା ସମୟରେ ଜଣେ ପୋ-ଲି-ସ କର୍ମଚାରୀ ତାଙ୍କୁ ଅଟକାଇ କାଗଜପତ୍ର ମାଗିଥିଲେ ଏବଂ ସେ ନିଜର କାଗଜ ପତ୍ର ମଧ୍ୟ ଦେଖାଇଦେଲେ କିନ୍ତୁ ସେ ପୋ-ଲି-ସ ଜଣକ କିଛି ନ ମିଳିବାରୁ ହେଲମେଟ ପାଇଁ ଚାଲାଣ କାଟିଦେଲେ ତେବେ ସେ ଏହା ପର ଠାରୁ ସବୁଦିନ ହେଲମେଟ ପିନ୍ଧି ବୁଲନ୍ତି ।

ତେବେ ଏହା ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାକୁ ମଧ୍ୟ ଲାଗିଲା ଏବଂ ପରେ ସେ ପୋ-ଲି-ସ କର୍ମଚାରି ମଧ୍ୟ ଧ-ରା ପ-ଡି-ଗ-ଲେ । ତାଙ୍କ ନାମ ହେଉଛି ପ୍ରହ୍ଲାଦ । ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିବାରୁ ସେ କହିଲେ କି ସେ ସିଟ ବେଲ୍ଟ ପାଇଁ ଚାଲାଣ କା-ଟୁ-ଥି-ଲେ କିନ୍ତୁ ଭୁଲ ରେ ହେଲମେଟ ପାଇଁ କ-ଟି-ଗ-ଲା ।

୩- ତୃତୀୟ ଭିଡିଓ ରେ ଜଣେ ପୋ-ଲି-ସ ଅଫିସର ଜଣେ ସାଧାରଣ ଯୁବକ ଆଗରେ ଉଠ ବସ ହେଉଥିଲା । କାରଣ ଏହା ଥିଲା କି ସେ ପୋ-ଲି-ସ ଅଫିସର ଲା-ଞ୍ଚ ନେଲା ସମୟରେ ସେହି ବ୍ୟକ୍ତି ଜଣକ ତାର ଭିଡିଓ ବନେଇ ଦେଇଥିଲେ ତେଣୁ ନିଜ ଚାକିରୀ କୁ ବଞ୍ଚେଇବା ପାଇଁ ସେ ଯୁବକ ଆଗରେ ନେ-ହୁ-ରା ହେଉଥିଲେ । ତେବେ ଏହି ଭିଡିଓ ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥିଲା । ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *