‘କର୍ମଫଳ ମିଳୁଛି ଆମକୁ ବି ମିଳିବ ! ଓଡିଶାରେ ଇମୋଶନକୁ ନେଇ ଯେତେ ପାରିବ ସେତେ ଖେଳିହେବ, Pintu ଭାଇ ଏତେ ବର୍ଷର ଅଭିନେତା ଏତେ ଫିଲ୍ମ କରିଛି ତା’ ପାଖରେ କଣ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ ଇମୋଶନକୁ ନେଇ ଯେତେ ଖେଳିହେବ । ତେବେ ଓଡିଆ କଳାକାର ତଥା ନିର୍ଦ୍ଧେଶକ ରୁଦ୍ରଙ୍କ ମୁହଁରୁ ଏପରି କିଛି ମନ୍ତବ୍ୟ ଶୁଣିବାକୁ ମିଳିଛି । ଯେଉଁଠାରେ ନିଜର କଟାକ୍ଷ ପୂର୍ଣ୍ଣ ମନ୍ତବ୍ୟ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଚିକିତ୍ସା ପାଇଁ ଦେଇଛନ୍ତି । ତେବେ ରୁଦ୍ରଙ୍କ କହିବା ଅନୁସାରେ ପିନ୍ଟୁ ଭାଇ ଜଣେ ଏତେ ବଡ କଳାକାର । ତାଙ୍କର ଏତେ ସବୁ ପରିଚିତ ଲୋକ ଅଛନ୍ତି ।

ହେଲେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ଯୋଗାଡ ହୋଇପାରୁନାହିଁ । ତେବେ ଓଡିଶାରେ ଇମୋଶନକୁ ନେଇ ଯେତେ ପାରିବ ସେତେ ଖେଳି ହୋଇପାରିଥାଏ । ତେବେ ଲୋକମାନେ ଏତେ ଟଙ୍କା ଯୋଗାଡ କରି ପିନ୍ଟୁ ଭାଇଙ୍କ ଚିକିତ୍ସା ପାଇଁ ଦେଉଛନ୍ତି । ସେହି ଟଙ୍କା କଣ ହେଉଛି କଣ ନାହିଁ କିଏ ଜାଣି ପାରୁଛି କି ! ତେବେ ଓଡିଆ କଳାକାର ମାନଙ୍କର ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ତାଙ୍କୁ ଆର୍ଥିକ ସାହାଜ୍ଯର ହାତ ବଢାଇବା ଟ୍ରେଣ୍ଡ ଅଭିନେତା ହର ପଟ୍ଟନାୟକଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା ।

ତେବେ ରୁଦ୍ରଙ୍କ କହିବ ଅନୁଯାଇ ସେତେବେଳେ ବି ମୁଁ ଭାବିଥିଲି । ହର ପଟ୍ଟନାୟକ ଜଣେ ଏତେ ବଡ ସୁନାମ ଅର୍ଜନ କରିବା ଅଭିନେତା ଓ ଡାଇରେକ୍ଟର ହୋଇ ସୁଦ୍ଧା ତାଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ତେବେ ରୁଦ୍ରଙ୍କର କହିବା ଅନୁସାରେ ମୁଁ ମଧ୍ୟ ଠାକୁରଙ୍କ ନିକଟରେ ପିନ୍ଟୁ ନନ୍ଦଙ୍କ ପାଇଁ ତାଙ୍କର ଆରୋଗ୍ଯ କାମନା କରିଦେଇଛି । ତେବେ ରୁଦ୍ରଙ୍କ କହିବା ଆଧାରରେ ଏଠି କେହି ମଧ୍ୟ ଜଣଙ୍କର ଜୀବନ ବଞ୍ଚାଇ ପାରିବେ ନାହିଁ ।

ଯାହାର ଯାହା ହେବାର ଥିବ ତାହା ହିଁ ହେବ । ପ୍ରଭୁ ଜଗନ୍ନାଥ ଚାହିଁଲେ ସବୁ କିଛି ଠିକ ହୋଇଯିବ । ତେବେ ସବୁ ସେଇ ଠାକୁରଙ୍କ ନିକଟରେ ପ୍ରାଥନା କରିବା ଉଚିତ । ତେବେ ଭଗବାନ ମଣିଷକୁ ନିଜ ନିଜର କର୍ମ ଫଳ ଅନୁସାରେ ହିଁ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି । ତେବେ କିଛି ଲୋକଙ୍କୁ ନିଜର କର୍ମର ଫଳ ମିଳିଯାଇଛି । ଆମକୁ ମଧ୍ୟ ଆମ କର୍ମର ଫଳ ମିଳିବ ।

ତେବେ ରୁଦ୍ରଙ୍କ କହିବା ଅନୁସାରେ ଏଠି ଡ଼ିରେକ୍ଟର କିଏ ଅଛି ଉପରେ ଯେଉଁ ଡ଼ିରେକ୍ଟର ବସିଛି । ନିଶ୍ଚୟ ଦିନେ ନା ଦିନେ ସମସ୍ତଙ୍କ କର୍ମର ଫଳ ସୁଦ୍ଧ ଆକାରରେ ହିଁ ଦେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *