25 Odia Gk Questions & Answers: ଓଡିଶାର ଭାତହାଣ୍ଡି କାହାକୁ କୁହାଯାଏ ? କଣ ଆପଣ ଜାଣନ୍ତି ?

ସାଧାରଣ ଜ୍ଞାନ ଆବ ଜୀବନରେ ସବୁ କ୍ଷେତ୍ରରେ ଆବଶ୍ୟକ ପଡିଥାଏ । ବିଶେଷ କରି ଚାକିରି କ୍ଷେତ୍ରରେ ଏହା ସହାୟକ ହୋଇଥାଏ । ଅନ୍ୟ ସବୁ କ୍ଷେତ୍ରରେ ବି ଏହି ସବୁ ପ୍ରଶ୍ନ ବହୁତ କାମରେ ଆସିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହାକୁ ପଢି ଆପଣ ନିଜର ସାଧାର ଜ୍ଞାନକୁ ବଢାଇ ପାରିବେ । ତେବେ ଚାଳନ୍ତୁ ଜାଣିବା

ପ୍ର : ଓଡିଶାର ଭାତହାଣ୍ଡି କାହାକୁ କୁହାଯାଏ ?

ଉ : ବରଗଡ

ପ୍ର : କେଉଁ କ୍ଷେତ୍ରରେ ଭଲ କାମ କରିଲେ ଓସ୍କାର ପୁରଷ୍କାର ଦିଆଯାଇ ଥାଏ ?

ଉ : ଫିଲ୍ମ କ୍ଷେତ୍ରରେ

ପ୍ର : ଭାରତର କେଉଁ ଟ୍ରେନ ସବୁଠୁ ଅଧିକ ଦୂର ସ୍ଥାନକୁ ଯାତ୍ରା କରିଥାଏ ?

ଉ : ବିବେକ ଏକ୍ସପ୍ରେସ

ପ୍ର : କେଉଁ ସହରକୁ ପିତଳ ନଗରି କୁହାଯାଏ ?

ଉ : ମୁରାଦାବାଦ

ପ୍ର : ଭିକ୍ଟୋରିଆ କେଉଁ ସହରେ ଅବସ୍ଥିତ ?

ଉ : କଲିକତା

ପ୍ର : ‘ଜନ ଗଣ ମନ’ କେଉଁ ମସିହାରେ ଭାରତର ଜାତୀୟ ସଙ୍ଗୀତ ରୂପରେ ସୀକୃତି ପ୍ରାପ୍ତ କରିଥିଲା ?

ଉ : ୧୯୫୦ ମସିହାରେ

ପ୍ର : ସ୍ଵର୍ଣ ମନ୍ଦିର କେଉଁ ଧର୍ମ ସହ ଜଡିତ ?

ଉ : ଶିଖ ଧର୍ମ

ପ୍ର : ISROର ମୁଖ୍ୟାଳୟ କେଉଁ ସହରରେ ଅବସ୍ଥିତ ?

ଉ : ବାଙ୍ଗାଲୋର

ପ୍ର : ଭାରତୀୟ ପେଟ୍ରୋଲିୟମ ସଂସ୍ଥା କେଉଁ ସହରେ ଅବସ୍ଥିତ ?

ଉ : ଡେରାଡୁନ

ପ୍ର : ସର୍ବାଧିକ କାଜୁ ଉତ୍ପାଦନ ମାମଲାରେ ଭାରତର କେଉଁ ରାଜ୍ୟ ଆଗରେ ଅଛି ?

ଉ : ମହାରାଷ୍ଟ୍ର

ପ୍ର : ଭାରତର କେଉଁ ରାଜ୍ୟ ସର୍ବାଧିକ ଅଳେଇଚ ଉତ୍ପାଦନ କରିଥାଏ ?

ଉ : କେରଲ

ପ୍ର : ଭାରତର କେଉଁ ରାଜ୍ୟରେ ପ୍ରଥମ ଥର ମେଟ୍ରୋ ଟ୍ରେନ ଚାଲି ଥିଲା ?

ଉ : ପଶ୍ଚିମ ବଙ୍ଗଳା

ପ୍ର : କାହାକୁ ମସଲାର ରାଣୀ କୁହାଯାଏ ?

ଉ : ଅଳେଇଚ

ପ୍ର : ଭାରତର କେଉଁ ସହରରେ ଜାମା ମସଜିଦ ଅବସ୍ଥିତ ?

ଉ : ଦିଲ୍ଲୀ

ପ୍ର : ଭାରତରେ କେଉଁ ବ୍ୟାଙ୍କର ସର୍ବାଧିକ ଶାଖା ଅଛି ?

ଉ : SBI

ପ୍ର : ଶୂନ ଅର୍ଥାତ ଜିରୋର ଉତଭାବନ କିଏ କରିଥିଲେ ?

ଉ : ଆର୍ୟଭଟ୍ଟ

ପ୍ର : ଭାରତର କେଉଁ ସହରରେ ସ୍ଵର୍ଣ ମନ୍ଦିର ଅବସ୍ଥିତ ?

ଉ : ପଞ୍ଜାବ

ପ୍ର : ନରେନ୍ଦ୍ର ମୋଦୀ କେବେ ନୋଟ ବନ୍ଦୀ ଘୋଷଣା କରିଥିଲେ ?

ଉ : ୮ ନଭେମ୍ବର ୨୦୧୬

ପ୍ର : କାର୍ଗିଲ ଯୁଧ୍ୟ ସମୟରେ ଭାରତରେ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉ : ଅଟଳ ବିହାରୀ ବାଜପେୟୀ

ପ୍ର : ଭାରତର ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ଦିଅନ୍ତି ?

ଉ : ଉପ ରାଷ୍ଟ୍ରପତି

ପ୍ର : କେଉଁ ଜୀବ ସବୁବେଳେ ନିଜର ଗୋଟିଏ ଆଖି ଖୋଲା ରଖି ଶୋଇ ଥାଏ ?

ଉ : ଡଲଫିନ

ପ୍ର : ପ୍ରଥମ ପାନିପତ ଯୁଦ୍ଧ କେଉଁ ମସିହାରେ ହୋଇଥିଲା ?

ଉ : ୧୫୨୬ ମସିହାରେ

ପ୍ର : କେଉଁ ସାହରେ ହାୱା ମହଲ ଅବସ୍ଥିତ ?

ଉ : ଜୟପୁର

ପ୍ର : ଭାରତର କେଉଁ ସହରକୁ ମହାକାଶ ସହର ବୋଲି ବି କୁହାଯାଏ ?

ଉ : ବାଙ୍ଗାଲୋର

Leave a Reply

Your email address will not be published. Required fields are marked *