ଓଡିଆ ଯବାନଙ୍କ ମହାନତା, ଯୁବତୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚେଇ କରିଲେ ଏମିତି କାମ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରହୁଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏକ ରେଳ ଷ୍ଟେସନରେ ଏହି ଘଟଣାଟି ଘଟିଛି । କିଛି ଯବାନ ଏକ ଯୁବତୀଙ୍କୁ ବଞ୍ଚାଇ ତାକୁ ଟେକି ଟେକି ନେଉଥିବାର ଭି-ଡି-ଓରେ ନଜର ଆସୁଛି । ଏହି ଘଟଣା ପଛରେ ଥିବା ରହସ୍ୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ଦିଲ୍ଲୀ ଜନକପୁରି ପଶ୍ଚିମ ମେଟ୍ରୋ ଷ୍ଟେସନରେ । ଗତ ମଙ୍ଗଳବାର ଏଠି ଘଟି ଯାଇଥିଲା ଏକ ହୃଦୟ ବିଦାରକ ଘଟଣା । ଏକ ଯୁବତୀ ଆ-ତ୍ମ-ହ-ତ୍ୟା କରିବାକୁ ଯାଇ ମୁର୍ମୁତ ଅବସ୍ଥାରେ ରେଳ ଧାରଣାରେ ପଡିଥିଲେ । ଯୁବତୀ ଜଣକଙ୍କୁ ଟେକି ଟେକି କିଛି ଯବାନ ମାନେ ନେଇ ଉଧାର କରିଥିଲେ । ବନ୍ଧୁଗଣ ଏହି ଯବାନ ମାନଙ୍କ ମଧ୍ୟରେ ରହିଥିଲେ ଓଡିଆ ପୁଅ ନବ କିଶୋର ।

ନବ କିଶୋରଙ୍କ ମତରେ, ସେହି ପ୍ଲାଟଫର୍ମରେ ତାଙ୍କର ସିକ୍ଯୁରେଟି ଚେକିଙ୍ଗ ଡ୍ଯୁଟି ଥିଲା । ସେହି ସ୍ଥାନରେ ଥିବା ସମୟରେ ତାଙ୍କୁ ହଟାତ ଏକ ସୂଚନା ମିଳିଥିଲା ଯେ, ସେହି ସ୍ଥାନରେ ଏକ ଦୁର୍ଘଟଣା ହୋଇଛି । ଏହା ପରେ ସେମାନେ ସେହି ସ୍ଥାନକୁ ଯାଇଥିଲେ । ଜଣେ ୨୧ ବର୍ଷର ଯୁବତୀ ସେହି ରେଳ ଧାରଣାରେ ଆ-ତ୍ମ-ହ-ତ୍ୟା କରିବାର ଉଦ୍ୟମ କରିଥିଲେ ।

ଯୁବତୀଙ୍କୁ ଟ୍ରେନ ଧ-କା ଦେବା ପୂର୍ବରୁ ସେହି ୪ ଜଣ ଯବାନ ଠିକ ସମୟରେ ପହଞ୍ଚି ଯୁବତୀଙ୍କୁ ଉଧାର କରିଥିଲେ । ଯବାନ ମାନେ ଦୁଇ ଟ୍ରେନର ଟ୍ରାକ ମଧ୍ୟରେ ଟେକି ଟେକି ମହିଳାଙ୍କୁ ଉଧାର କରିଥିଲେ । ଏହା ମଧ୍ୟରେ ଯୁବତୀଙ୍କ ଗୋଡରେ ଗୁରୁତର ଆ-ଘା-ତ ହୋଇଥିଲା ଓ ତାଙ୍କ ଦେହରେ କୌଣସି ପୋଷାକ ନଥିଲା ।

ଏହାକୁ ଦେଖି ପାରି ନଥିଲେ ଓଡିଆ ଯବାନ ନବ କିଶୋର । ସେ ତୁରନ୍ତ ନିଜ ୟୁନିଫର୍ମ ଓଲହାଇ ଯୁବତୀଙ୍କୁ ଘୋଡାଇ ଥିଲେ । ଏଭଳି ମାନବିକତା ଓ ସାହସିକତା ପାଇଁ ଦିଲ୍ଲୀ ସରକାର ନବ କିଶୋରଙ୍କ ସମେତ ଆଉ ୪ ଜଣ ଯବାନଙ୍କୁ ପୁରଷ୍କୃତ କରିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *