ଓଡିଆ ଯବାନ ଙ୍କ ଆଖିରେ ଆଖିଏ ଲୁହ, ଛାତିରେ କୋହ, କହିଲେ ମୁଁ ଏଠି ବର୍ଡର ରେ ସୁରକ୍ଷା ଦଉଛି କିନ୍ତୁ ମୋ ପରିବାରକୁ ସେମାନେ…ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଏହା ଜାଣିଥିବେ କି ଆମେ ସୁରକ୍ଷିତ ଭାବରେ ନିଶ୍ଚିନ୍ତ ରେ ଯେଉଁଠି ଚାହୁଁଚୁ ସେଠାକୁ ଯାଇ ପାରୁଛୁ । ସ୍ୱତନ୍ତ୍ର ଭାବରେ ନିଜ ର କଥା କହି ପାରିଛୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରି ପାରୁଛୁ ଏହା କେବଳ ସମ୍ଭବ ହୋଇ ପାରୁଛି ଆମ ଦେଶ ର ବର୍ଡର ରେ ଜଗି କଷ୍ଟ ଦୁଃଖ ସହି ଆମ ପାଇଁ କାମ କରୁଥିବା ଯବାନ ଙ୍କ ପାଇଁ । ସେ ଯଦି ବର୍ଡର ଉପରେ ଜଗି ନଥାନ୍ତି ତେବେ ବୋଧ ହୁଏ ଆମେ ବର୍ତ୍ତମାନ ସୁରକ୍ଷିତ ନଥାନ୍ତୁ ।

ତେବେ ଏହା ଛଡା ସେମାନେ ଦରକାର ପଡ଼ିଲେ ନିଜର ପ୍ରାଣ ଦାନ ଦେଇ ସହିଦ ହେବାକୁ ପଛାନ୍ତି ନାହିଁ । ତେଣୁ ଆମେ ସେହି ଯବାନ ଙ୍କ ପାଇଁ ନିଜ ମନରେ ସମ୍ମାନ ଏବଂ ତାଙ୍କୁ ଭଲ ପାଇବା ଆବଶ୍ୟକ କିନ୍ତୁ କିଛି ଏଭଳି ମୂର୍ଖ ଏବଂ ଅସମାଜିକ ଲୋକ ରହିଛନ୍ତି ଯେଉଁ ମାନେ ଆମ ଦେଶର ଯବାନ ଙ୍କ ସହ ଖରାପ ବ୍ୟବହାର ଦେଖାନ୍ତି ଏବଂ ତାଙ୍କୁ ଅସମ୍ମାନିତ କରିଥାନ୍ତି ।
ତେବେ ସେହିଭଳି ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି ।

ସେ ଭି-ଡି-ଓ ଟି ହେଉଛି ଜଣେ ବର୍ଡର ରେ ନିଜ ଡିୟୁଟି କରୁଥିବା ଜଣେ ଯବାନ ଯିଏ କି ନିଜ ର ଦୁଃଖ କୁ କାନ୍ଦି କି କହୁଛନ୍ତି । ତେବେ ସେହି ଯବାନ ହେଉଛନ୍ତି ନୀଳଗିରି ର ଜଣେ ଓଡ଼ିଆ ପୁଅ । ସେ ଏହି ଭି-ଡି-ଓ ରେ କହିଛନ୍ତି କି ଯବାନ ମାନେ ସୀମା ରେ ଜଗି ନିଜ ଦୁଃଖ କଷ୍ଟ ସବୁ ସହି ଦେଶ ପାଇଁ ଏବଂ ଦେଶ ବାସୀ ଙ୍କ ପାଇଁ ଜୀଵନ ମଧ୍ୟ ଦେଉଛନ୍ତି କିନ୍ତୁ ସେଇଠି ସେହି ଯବାନ ଙ୍କ ପରିବାର ଉପରେ ବିପଦ ଆସୁଛି ଏବଂ ସେମାନେ ଆ-ତ୍ମ-ହ-ତ୍ୟା କରିବା ପର୍ଯ୍ୟନ୍ତ ମଧ୍ୟ ପଳାଉଛି ।

ତେବେ ଏହି ଓଡ଼ିଆ ଯବାନ ଜାମ୍ମୁ କାଶ୍ମୀର ର ସୀମାରେ କାର୍ଯ୍ୟରତ ଥାଇ ସେହିଠାରୁ ଏକ ଭି-ଡି-ଓ କରି ଥିଲେ ଏବଂ ସେଥିରେ ସେ କହିଥିଲେ କି ତାଙ୍କ ଘର ପାଖ ପଡୋଶୀ ଯାହାଙ୍କ ନାମ ପ୍ରଦୀପ ବିଶ୍ୱାଳ ସେ ଏବଂ ତାଙ୍କ ଭାଇ ତଥା କିଛି ଅସମାଜିକ ବ୍ୟକ୍ତି ମିଶି ତାଙ୍କ ପରିବାର ଲୋକଙ୍କୁ ଅଭଦ୍ର ବ୍ୟବହାର ଗା-ଳି ଗୁ-ଲ-ଜ କରିବା ସହ ସେମାନଙ୍କ ଉପରେ ଟ-ର-ଚ-ର ମଧ୍ୟ କରୁଛନ୍ତି ଏବଂ ସେମାନେ ମା-ରି-ବା-ର ମଧ୍ୟ ଧ-ମ-କ ଦେଉଛନ୍ତି ।

ତେବେ ଆମ ଓଡ଼ିଆ ଯବାନ ଙ୍କ କହିବା କଥା ଜଣେ ଯବାନ ଜଣେ ଦେଶ ସେବୀ ଙ୍କ ସହିତ ଏପରି ହେବା କଣ ଉଚିତ ଏବଂ ସେ ସବୁ ବାଟ ବନ୍ଦ ହେବା ଯୋଗୁଁ ସୋ-ସି-ଆ-ଲ ମି-ଡ଼ି-ଆ- ର ସାହାରା ନେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ଏବଂ ସେହି ଅସମାଜିକ ବ୍ୟକ୍ତି ଙ୍କ ସହିତ କଣ କରିବା ଆବଶ୍ୟକ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *