Odia Jokes- ଶିକ୍ଷକ(ଛାତ୍ରଙ୍କୁ)- ପିଲେ, କହିଲ ଯଦି ଗୋଟିଏ ମହିଳା ବିବାହିତ ଅଟେ ତେବେ ତାହାର ଚିହ୍ନ କଣ ? ଛାତ୍ର- ମଥାର ସିନ୍ଦୁର, ଓ ପୁରୁଷ ଯଦି ବିବାହିତା ଅଟେ, କେମିତି ଜାଣିବା…?

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ସୋନୁର ବାହାଘର ଥିଲା ହେଲେ…

ବିବାହ ଶେଷ ହେବା ପୂର୍ବରୁ ସେ ବିବାହ ଛାଡି ମଣ୍ଡବରୁ ଫେରାର ହୋଇଯାଇଥିଲା !

ସେହି ସମୟରେ ଏକ ବିବାହିତ ମହିଳା କହିଲା- ନିଶ୍ଚୟ ଏ ପୁରୁଷ ଜଣକ ହୋସରେ ନାହିଁ !!

ସେହି ସମୟରେ ଗୋଟେ ବିବାହିତ ପୁରୁଷ କହିଲା- ନାହିଁ ତାର ହୋସ ବିବାହ ପୂର୍ବରୁ ଆସିଯାଇଛି !!

୨. ଗୋଟେ ଘଣ୍ଟା ହେବ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲିଥିଲା…

ହେଲେ ସେହି ସମୟରେ ସ୍ଵାମୀ କେବଳ ଗୋଟିଏ କଥା କହିଥିଲା ଯାହାକୁ କହିବା ଦ୍ଵାରା ସେହି ଝଗଡାଟି ଶେଷ ହୋଇଗଲା…

ସ୍ଵାମୀ- ସୁନ୍ଦର ଅଛ ବୋଲି କଣ ମନ ଇଛା କଥା ହେବ ?

ଏହା ପରେ ସ୍ଵାମୀକୁ ଚା’ ଓ ଖାଇବା ପାଇଁ ବିସ୍କିଟ ମିଳିଲା !!

୩. ସ୍ଵାମୀ ନିଜ ସ୍ତ୍ରୀ ଠାରୁ ଗାଳି ଶୁଣି ଘର ବାହାରକୁ ଆସିଲା ଓ ଗୋଟେ ବୁଲା କୁକୁର ପାଖରେ ବସିଗଲା…

ସ୍ଵାମୀ କୁକୁରକୁ କହିଲା- ତୋ ଆଉ ମୋ ଭିତରେ କେବଳ ଦୁଇଟି ଗୋଡର ଫରକ ଅଛି,

ନ ହେଲେ ତୋ ମୋ ଅବସ୍ତା ସମାନ !!

୪. ଅଧ୍ୟାପକ- ଆକବର କିଏ ଥିଲେ ?

ଛାତ୍ର- ସାର, ଆକବର ଛକା ଥିଲେ ।

ଅଧ୍ୟାପକ-କେମିତି ?

ଛାତ୍ର- ସାର, ଆପଣ ଲେଲା-ମଜନୂ ଆଉ ହିର-ରାଞ୍ଜାଙ୍କ ବିଷୟରେ ତ ଶୁଣିଥିବେ !

ହେଲେ ଆକବର ହେଉଛନ୍ତି ଏକ ମାତ୍ର ରାଜା ଯାହାଙ୍କର ସହିତ ବିଲବର ନାମ ଯୋଡା ହୁଏ !!

୫. ଗୋଟେ ଗାଁରେ ଏକ ବୃଦ୍ଧର ଲୋକର ଦେ-ହା-ନ୍ତ ହେବା କାରଣରୁ ସ୍କୁଲ ଛୁଟି ହେଇଗଲା ।

ସ୍କୁଲରୁ ଆସୁଥିବା ଛାତ୍ର ମାନେ ଦୁଇଟି ବୃଦ୍ଧଙ୍କୁ ଦେଖିଲେ ଓ ଗୋଟେ ଛାତ୍ର କହିଲା…

ଛାତ୍ର- ଦେଖ ସାଙ୍ଗ ମାନେ ଆଉ ଦୁଇଟି ଛୁଟି ଆସୁଛି !!

୬. ଘର ଜ୍ଵାଇଁ- ଆଜି ଠାରୁ ମୁଁ ରୁଟି ଜାଗାରେ ଭାତ ଖାଇବି…

ଶାଶୁ- କାହିଁକି ?

ଜ୍ଵାଇଁ- ପଡୋଶୀ ମାନଙ୍କର କଥା ଶୁଣି ମୁଁ ବିରକ୍ତ ହୋଇଯାଇଛି

ସବୁବେଳେ କହୁଛନ୍ତି, ମୁଁ ଶଶୁର ଘରେ ରହି ମାଗଣା ରୁଟି ଖାଉଛି …!

୭. ଶିକ୍ଷକ(ଛାତ୍ରଙ୍କୁ)- ପିଲେ, କହିଲ ଯଦି ଗୋଟିଏ ମହିଳା ବିବାହିତ ଅଟେ ତେବେ ତାହାର ଚିହ୍ନ କଣ ?

ଛାତ୍ର- ମଥାର ସିନ୍ଦୁର …!

ଶିକ୍ଷକ- ଓ ପୁରୁଷ ଯଦି ବିବାହିତା ଅଟେ…କେମିତି ଜାଣିବା…?

ଛାତ୍ର କହିଲା …

ତା’ର ଲଟକି ଥିବା ଚିନ୍ତିତ ଚେହରା ଦେଖି …!

Leave a Reply

Your email address will not be published. Required fields are marked *