ବନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
୧. ଶାଶୁ ତା’ର ନୂଆ ବୋହୁକୁ ପଚାରିଲା…
ଶାଶୁ – ବୋହୁ, ମାନି ନେ ଯଦି ତୁ ପଲଙ୍କ ଉପରେ ବସିଛୁ ଓ ମୁଁ ବି
ତା’ ଉପରେ ଆସି ବସିଯିବି ତ ତୁ କଣ କରିବୁ ?
ବୋହୁ- ତ ମୁଁ ଉଠିଯାଇ ସୋଫା ଉପରେ ବସିଯିବି
ଶାଶୁ- ଯଦି ମୁଁ ବି ଆସି ସୋଫା ଉପରେ ବସିଯିବି ତ ତୁ କଣ କରିବୁ ?
ବୋହୁ- ତ ମୁଁ ଚଟାଣରେ ଚଟେଇ ପକେଇ ବସିଯିବି
ଶାଶୁ- ଯଦି ମୁଁ ବି ଆସି ସେହି ଚଟେଇରେ ବସିଯିବି ତ ତୁ କଣ କରିବୁ ??
ବୋହୁ- ତ ମୁଁ ଭୁଇଁରେ ବସି ଯିବି
ଶାଶୁ- ଯଦି ମୁଁ ବି ଭୁଇଁରେ ତୋ ପାଖରେ ଆସି ବସି ଯିବି ତ ତୁ କଣ କରିବୁ ?
ବୋହୁ- ତ ମୁଁ ମାଟିରେ ଗାତ ଖୋଳି ସେଥିରେ ବସିବି
ଶାଶୁ- ଓ ଯଦି ମୁଁ ଗାତ ଭିତରେ ଆସି ବସି ଯିବି ?
ବୋହୁ- ତ ମୁଁ ଉପରୁ ମାଟି ଭର୍ତ୍ତି କରିଦେଇ କଥା ଶେଷ କରିଦେବି ।
୨. ଶାଶୁକୁ ବାହାରୁ ଚିଲେଇବାର ଶବ୍ଦ ଶୁଣାଗଲା
ଶାଶୁ- ବୋହୁ ବାହାରେ କିଏ ?
ବୋହୁ- ମା, ଭିକାରି ଥିଲା, ମୁଁ ବାହାର କରିଦେଲି
ଶାଶୁ (ରାଗରେ)- ଆରେ ପୋଡା ମୁହିଁ ମତେ ନ ପଚାରି ଭିକାରି କୁ ବାହାର କରିଦେଲୁ
ତାକୁ ଜଲ୍ଦି ଡାକ
ବୋହୁ ଯେମିତି ହିଁ ଭିକାରି କୁ ଡାକିଲା, ସେ ଖୁସିରେ ଦଉଡି ଆସିଲା…
ଶାଶୁ- ଶୁଣ ଭିକାରି, ଏ ଘରର ମାଲିକାଣୀ ମୁଁ,
ଖବରଦାର ପୁଣି ଏଠିକି ଭିକ ମାଗିବାକୁ ଆସିବୁନି….ପଳା ଏଠୁ
୩. ଶାଶୁ(ଜ୍ଵାଇଁ କୁ)- ତୁମେ ମଦ ପିଅ
ଏ କଥା ତୁମେ ବାହାଘର ପୂର୍ବରୁ କାହିଁକି କହି ନଥିଲ ?
ଜ୍ଵାଇଁ- ତୁମ ଝିଅ ରକ୍ତ ପିଏ,
କଣ ତୁମେ ଏକଥା ମତେ ବାହାଘର ପୂର୍ବରୁ କହିଥିଲ ?
ଚାକରାଣୀ- ମେମ ସାହାବ, ଜଲ୍ଦି ଆସ,
ତିନି ଜଣ ପଡୋଶୀ ସ୍ତ୍ରୀଲୋକ ତୁମ ଶାଶୁକୁ ମାରୁଛନ୍ତି
ବୋହୁ ବାଲକୁନି କୁ ଆସି ଦେଖିଲା….
ଚାକରାଣୀ- ତୁମେ ତାଙ୍କୁ ସାହାର୍ଯ୍ୟ କରିବାକୁ ଯିବନି ?
ମାଲିକାଣୀ- ନା, ଥାଉ ! ତିନି ଜଣ ହିଁ କାଫି !!!!
୪. ଜ୍ଵାଇଁ (ଶଶୁରକୁ)- ବାପା, ତୁମ ଝିଅ ତ
ନାକେ ଦମ କରି ରଖିଛି ….
ଶଶୁର- ପୁଅ ମୋ କଥା ତ ଥରେ ଭାବେ…
ମୋ ପାଖରେ ତ ତା’ ମା’ ଅଛି …!!
୫. ଚଉଠି ରାତିରେ ସ୍ଵାମୀ
ନିଜ ସ୍ତ୍ରୀ କାନ୍ଧରେ ହାତ ରଖି କହିଲା-
ଆଜି ମତେ ସେହି ସବୁ କିଛି କରିବାକୁ ଦିଅ, ଯାହା ମୋର ଅଧିକାର ଅଟେ
ସେତିକି ବେଳେ ସ୍ତ୍ରୀ କହିଲା-ଠିକ ଅଛି, ଆଗେ ତୁମେ କାନ୍ଧରୁ ହାତ ହଟାଅ
ଯାହା ପରେ ସ୍ତ୍ରୀ ସ୍ଵାମିକୁ ଗୋଟିଏ ଜୋରଦାର ଚାପୁଡା ମାରିଲା
ସ୍ଵାମୀ କହିଲା- ଆରେ ପାଗେଳି, ମୁଁ ତ ମଜାକ କରୁଥିଲି
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ