ଗୋଟିଏ ସୁସ୍ଥ ସୁନ୍ଦର ଜୀବନରେ ବଞ୍ଚିବାକୁ ହେଲେ ମଣିଷକୁ ନିଜକୁ ଖୁସି ରଖିବାକୁ ହେବ ଆଉ ସେ ସେତେବେଳେ ଖୁସି ରେ ରହିପାରିବ ଯେତେବେଳେ ସେ ନିଜ ମନକୁ ପ୍ରସନ୍ନ ରଖିବ । ତେବେ ଆମେ ନିଜକୁ ଖୁସିରେ ରଖିବା ପାଇଁ ନାନା ପ୍ରକାର କଥାରେ ମନ ବଲେଇଥାଇ କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସବୁଠାରୁ ଆରାମଦାୟକ ଉପାୟ କହିବୁ । ଏବେ ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ହସକଥା ଆଣି ଆସିଛୁ।
ଜୋକ୍ସ 1
ବାହାଘର ବେଳେ ବର ଶଶୁରଘର ଲୋକଙ୍କୁ କୁହେ
“ମୁଁ ତୁମ ଝିଅକୁ ଖୁସିରେ ରଖିବି”
କିନ୍ତୁ କେବେ କଣ କେବେ ଶୁଣିଛନ୍ତି କି କଉ କନିଆଁ ଏହି କଥା ବରର ଘର ଲୋକଙ୍କୁ କହିବା ?
ଶୁଣି ନାହାଁନ୍ତି ନା…କାହିଁକି ନା ସ୍ତ୍ରୀମାନେ ମିଛ କୁହନ୍ତିନି !!!
ଜୋକ୍ସ 2
ଥରେ ଗୁରୁଜୀ ପପୁକୁ ସ୍କୁଲରେ ପ୍ରଶ୍ନ ପଚାରିଲେ
ଗୁରୁଜୀ : ଯଦି ତୁମ ବାପା 10% ହିସାବରେ ମୋ ଠାରୁ 50000 ଟଙ୍କା ରୁଣ ନେବେ ତେବେ କୁହ ବର୍ଷକ ପରେ କେତେ ଟଙ୍କା ଫେରସ୍ତ କରିବେ ?
ପପୁ: କିଛି ବି ନୁହେଁ
ଗୁରୁଜୀ : ଆରେ ତୁମେ ଗଣିତ ଜାଣିନ କି ?
ପପୁ: ମୁଁ ଗଣିତ ଠିକ ଜାଣିଛି ଗୁରୁଜୀ କିନ୍ତୁ ଆପଣ ମୋ ବାପାଙ୍କୁ ଜାଣି ନାହାଁନ୍ତି ।
ଜୋକ୍ସ 3
ଚଗଲା ପରିବା ଆଣିବାକୁ ବଜାର ଗଲା ଆଉ ଗୋଟେ ପରିବା ଦୋକାନୀକୁ ପଚାରିଲା …
ଚଗଲା: ଭାଇ ମତେ ମୋ ସ୍ତ୍ରୀ ପାଇଁ ପରିବା ନେବାକୁ ହବ କହିପାରିବ କି ଏହା ଭିତରୁ କେଉଁଥିରେ ରସାୟନ କି ବିଷ ତ ଚିଞ୍ଚା ହେଇନି ?
ପରିବା ବାଲା : ନାଇ ଆଜ୍ଞା ଏ କାମ ତ ଆପଣଙ୍କୁ ନିଜକୁ କରିବାକୁ ପଡିବ
ଜୋକ୍ସ 4
ସ୍ତ୍ରୀ : (ଫୋନ ରେ ) ମୁଁ ବଜାର ଆସିଛି କିଣା କିଣି କରିବାକୁ ତୁମ ପାଇଁ କଣ ନେବିକି?
ସ୍ଵାମୀ: ହଁ ହଁ ମତେ ଜୀବନର ମାନେ ଦରକାର,
ଜୀବନ ସାର୍ଥକ କେମିତି ହବ ସେ ଦରକାର ,
ଆତ୍ମାର ଶାନ୍ତି ଦରକାର, ମତେ ମୋର ଅସ୍ଥିତ୍ଵ ଖୋଜିବାର ଅଛି …
ସ୍ତ୍ରୀ : (କିଛି ସମୟ ଚୁପ ରହିଲା ପରେ ପି) ଆରେ ଆରେ ଠିକ ଅଛି
କଉଟା ଆଣିବି ? କିଙ୍ଗଫିସର… ନା ଫାଷ୍ଟର …
ଜୋକ୍ସ 5
ସ୍ତ୍ରୀ : ହେ ପ୍ରଭୁ କୁଆଡେ ଯିବି କଣ କରିବି ?
ମୋର ତ ଫଟା କପାଳ , ନା ଲିପଷ୍ଟିକ ଅଛି , ନା ପାଉଡର , ହାତ ଦିଟା ଝୁଲୁଚି କିନ୍ତୁ ସୁନା ଚୁଡି ଖଣ୍ଡେ ନାହିଁ, ହେ ପ୍ରଭୁ କିନ୍ତୁ ଏ କଥା ବୁଝୁଛି କିଏ ….
ପତି ମହାଦେବ ଗୋଟେ ବଡ ନିଶ୍ଵାସ ଛାଡି କହିଲେ….
“ଡାର୍ଲିଂ ମୋର ବି ସେଇ ଦଶା ଦେଖ ନା …ଏ ମୋର ଏଡେ ବଡ ପକେଟ କିନ୍ତୁ ସେଥିରେ ପଇସା ହିଁ ନାହିଁ…
ଜୋକ୍ସ 6
ଗୋଟେ ଝିଅ ସ୍କୂଟି ନେଇ ପରିବା ବଜାରକୁ ଗଲା…
ଝିଅ : ମତେ ସବୁ ଯାକ ପଚା ପିଜୁଳି ଦିଅ
ଦୋକାନୀ : ସବୁ ଯାକ ପଚା ?
ଝିଅ : ହଁ ସବୁଯାକ ପଚା ପିଜୁଳି ଦିଅ
ଦୋକାନୀ ଜଣକ ତରତର ହେଇ ସବୁ ପଚା ପିଜୁଳି ଗୋଟେ ପଲିଥିନରେ ପୁରେଇଦେଲା
ଝିଅ : ବଢିଆ ଏବେ ୟେ ପଲିଥିନ କୁ ଗୋଟେ ପାଖରେ ରଖ ଆଉ ମତେ ତାଜା ପିଜୁଳି 1 କେଜି ଦିଅ…
କିଏ କହେ ଝିଅ ମାନଙ୍କର ବୁଦ୍ଧି ନାହିଁ ବୋଲି…
ଜୋକ୍ସ 7
ଗୋଟିଏ କୁଆଁରୀ ଝିଅ ପ୍ରେଗନେଣ୍ଟ ହେଇଗଲା ତ
ତାର ସାଙ୍ଗ ତାକୁ ପଚାରିଲା-
କାହାର ଏହି ପିଲା ?
ଝିଅଟି ଉତ୍ତର ଦେଲା
ଟିକେ ଟିକେ ରିଚାର୍ଜ କରୁଥିଲି
ଜାଣି ନି କିଏ ଲାଇଫ ଟାଇମ ଭାଉଚର ପକେଇ ଦେଲା
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ନିଜେ ହସିବା ସହିତ ଶେୟାର କରି ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ