ଓଡିଆ ଜୋକ୍ସ: ଝିଅ- ଆଜି ଯେତେବେଳେ ମୁଁ ଅଣ୍ଡରୱିୟର ଓଲ୍ହଉ ଥିଲି ତ ସାମ୍ନା ବାଲା ଟୋକା ମତେ ଦେଖୁଥିଲା, ପୁଅ- ତା ପରେ…

ବନ୍ଧୁଗଣ ସମସ୍ତ ମଣିଷ କାମ କରିବା ପରେ କିଛି ମନୋରଞ୍ଜନ ଜିନିଷକୁ ଉପଭୋଗ କରିବା ପାଇଁ ଚାହାଁନ୍ତି । ବନ୍ଧୁଗାନ ଆଜି ଆମେ ଆପଣ ମାନଙ୍କ ପରି ଏହିପରି କିଛି ମନୋରଞ୍ଜନ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ- ହେ ପ୍ରଭୁ, ତୁମ ମୁଣ୍ଡରୁ ରକ୍ତ କାହିଁକି ବାହାରୁଛି ?

ସ୍ଵାମୀ-ମୋର ଗୋଟେ ସାଙ୍ଗ ମୋ ମୁଣ୍ଡକୁ ଇଟା ଫୋପାଡିଲା

ସ୍ତ୍ରୀ- ତା ହେଲେ ତମେ ତାକୁ ମାରିଥାନ୍ତ, ତୁମ ହାତରେ କଣ କିଛି ନଥିଲା ?

ସ୍ଵାମୀ- ହଁ ମୋ ହାତରେ ତାର ସ୍ତ୍ରୀ ହାତ ଥିଲା । ସେଥିପାଇଁ ଛାଡିଦେଲ ତାକୁ । (ସ୍ଵାମୀର ବେଳା ଖରାପ)

୨. ପପୁ- ମା ତମେ ସବୁ ଟଙ୍କା ଶାଢୀର କାନିରେ କାହିଁକି ଲୁଚାଇ ରଖ ?

ମା- କାରଣ ତୋ ବାପାକୁ ଯେମିତି ଜଣା ନ ପଡିବ ମୋ ପାଖରେ ଟଙ୍କା ଅଛି ।

ପପୁ- ଆଛା ସେଥିପାଇଁ ବାପା ଚିନ୍ତାରେ ଥିଲେ

ମା- ମାନେ ?

ପପୁ- ବାପା ସେଥିପାଇଁ ଚାକରାଣୀର ଶାଢୀ କାନି ଖୋଲି ଦେଖୁଥିଲେ । (ମା ବେହୋସ)

୩. ସ୍ତ୍ରୀ- ହେଇଟି ଶୁଣୁଛ କୁଆଡେ ଯିବ ନାହିଁ, ମୁଁ ନୂଆ ଶାଢୀ ପିନ୍ଧିକି ଆସୁଛି ।

ସ୍ଵାମୀ- ଠିକ ଅଛି ଶୀଘ୍ର ଆସିବ

ସ୍ତ୍ରୀ- ଦେଖିଲ ମୁଁ କେମିତି ଲାଗୁଛି ।

ସ୍ଵାମୀ- ବହୁତ ସୁନ୍ଦର ଲାଗୁଛ, ଇଛା ହଉଛି କିସ୍ କରିବା ପାଇଁ

ସ୍ତ୍ରୀ- ହଁ ମୁ ଜାଣିଛି ଶାଢୀ ବାଲା ବି ଏଇଆ କହୁଥିଲା

୪. ଆକବର- ବୀରବଲ ମତେ ଗୋଟିଏ କଥା କୁହ, ଆମ ଷ୍ଟାଫ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ କଷ୍ଟ କରୁଥିବା ଲୋକକୁ ମୁଁ କେମିତି ଚିହ୍ନି ପାରିବି ?

ବୀରବଲ- ମହାରାଜ ମୁ ବର୍ତ୍ତମାନ ଯାଇ ସମସ୍ତଙ୍କୁ ଡାକି ଆଣୁଛି ଓ କହୁଛି କେମିତି ଜାଣିବେ

ବୀରବଲ ସେହି ସମୟରେ ସବୁ ଷ୍ଟାଫଙ୍କୁ ଡାକି ଆଣିଲା ଓ ଗୋଟିଏ ବ୍ୟକ୍ତିର ହାତ ଧରି କହିଲା – ମହାରାଜ ଏ ହେଉଛି ସେହି ମଣିଷ

ଆକବର- ତମେ କେମିତି ଚିହ୍ନି ପାରିଲ ଏହି ମହାନ ବ୍ୟକ୍ତିକୁ ?

ବୀରବଲ- ମହାରାଜ ମୁଁ ଏହି ଲୋକର ଫୋନ ଚେକ କରିଲି, ଏହି ଲୋକର ଫୋନ ଚାର୍ଜ ଅଛି ୯୮ ପରସେଣ୍ଟ

୫. ସ୍ତ୍ରୀର ଜନ୍ମ ଦିନରେ କଞ୍ଜୁସ ସ୍ଵାମୀ ପଚାରିଲା ତମକୁ କଣ ଗିଫ୍ଟ ଦରକାର ?

ସ୍ତ୍ରୀକୁ ନୂଆ କାର ନେବା ପାଇଁ ଇଛା ଥିଲା । ଏଥିପାଇଁ ସ୍ତ୍ରୀ ଇସାରାରେ ସ୍ଵାମୀକୁ କହିଲା…

ସ୍ତ୍ରୀ- ମତେ ଏମିତି ଏକ ଜିନିଷ ଦିଅ ଯେଉଁଥିରେ ମୁ ବସିବା ମାତ୍ରେ ତାହା ୨ ସେକେଣ୍ଡ ମଧ୍ୟରେ ୮୦ରେ ପହଞ୍ଚିଯିବ ।

ସ୍ଵାମୀ- ଠିକ ଅଛି ସନ୍ଧ୍ୟାରେ ଦେଇଦେବି ।

ସନ୍ଧ୍ୟା ସମୟରେ ସ୍ଵାମୀ ଓଜନ ମାପିବାର ମେସିନ ଆଣି ଦେଇଦେଲା ।

୬. ଝିଅ- ଆଜି ଯେତେବେଳେ ମୁଁ ଅଣ୍ଡରୱିୟର ଓଲ୍ହଉ ଥିଲି,

ତ ସାମ୍ନା ବାଲା ଟୋକା ମତେ ଦେଖୁଥିଲା

ପୁଅ- ତା ପରେ

ଝିଅ- ତା ପରେ ମୁଁ ସେହି କପଡାରେ ନିଜ ମୁହଁ ଲୁଚେଇଦେଲି

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *