ଓଡିଆ ଅଭିନେତ୍ରୀ Smita Mohanty ଙ୍କ Family ଓ Biography

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅଲିଉଡରେ ନିଜ କଷ୍ଟ ଓ ସଂଘର୍ଷରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆମର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଜଣ କଳାକାର ଅଛନ୍ତି ଯେଉଁ ମାନେ ବହୁତ କମ ସମୟରେ ସଫଳତା ହାସଲ କରିଛନ୍ତି । ସେହିପରି ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ବହୁତ ଫିଲ୍ମରେ ଅଭିନୟ କରିବା ପରେ ସଫଳତାର ଅଧିକାରୀ ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ଅଭିନେତ୍ରୀ ସ୍ମିତା ମହାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଲିଉଡ ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଅଲିଉଡ ଇଣ୍ଡଷ୍ଟ୍ରିରେ ସ୍ମିତା ନିଜର ଏକ ନୂଆ ପରିଚୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଅଲିଉଡର ଫେମସ ଅଭିନେତ୍ରୀ ସ୍ମିତା ମହାନ୍ତିଙ୍କ ବିଷୟରେ ।

ବନ୍ଧୁଗଣ ସ୍ମିତାଙ୍କ ଜନ୍ମ ୨୫ ସେପ୍ଟେମ୍ବର ୧୯୮୨ ମସିହାରେ ହୋଇଥିଲା । ସ୍ମିତାଙ୍କ ଜନ୍ମ ସ୍ଥାନ ହେଉଛି ପୁରୀ । ବର୍ତ୍ତମାନ ସ୍ମିତା ତାଙ୍କ ପରିବାର ଲୋକଙ୍କ ସହ ପୁରୀରେ ରହୁଛନ୍ତି । ସ୍ମିତା ତାଙ୍କ ମାତା ଓ ପିତାଙ୍କୁ ବହୁତ ଭଲ ପାଆନ୍ତି । ସ୍ମିତା ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଇଂରାଜୀରେ ପିଜି କରିଛନ୍ତି ।

ଅଭିନେତ୍ରୀ ସ୍ମିତା ମହାନ୍ତି ଫିଲ୍ମରେ ଅଭିନୟ କରିବା ସହ କେତେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ସବୁଠାରୁ ଫେମସ ଧାରାବାହିକ ହେଉଛି ‘ମାଉସୀ’ । ସ୍ମିତା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । ସେ କଣ୍ଢେଇ ଆଖିରେ ଲୁହ, ପବିତ୍ର ବନ୍ଧନ ଓ କିଛି ସ୍ମୃତି ଆଦି ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ଏହିପରି ଭାବରେ ସ୍ମିତା ଅଲିଉଡରେ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସ୍ମିତା ୧୯୯୬ ମସିହାରେ ନିଜର ଅଭିନୟ କ୍ୟାରିୟରକୁ ଆରମ୍ଭ କରିଥିଲେ । ଅଲିଉଡରେ ସ୍ମିତା ଗୋଟେ ପରେ ଗୋଟେ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ଓଡିଶାରେ ସ୍ମିତାଙ୍କ ଲୋକପ୍ରିୟତା ବହୁତ ଅଧିକ ।

ବର୍ତ୍ତମାନ କିନ୍ତୁ ସ୍ମିତା ମହାନ୍ତି ଓଡିଆ ସିନେମା ଠାରୁ ଦୂରରେ ଅଛନ୍ତି । ଦର୍ଶକ ମାନେ ସ୍ମିତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଫିଲ୍ମ ବ୍ଯତୀତ ବିଭିନ୍ନ ଓଡିଆ ଧାରାବାହିକରେ ଅଭିନୟ କରି ସ୍ମିତା ଦର୍ଶକ ମାନଙ୍କୁ ବହୁତ ସୁନ୍ଦର ଭାବରେ ମନୋରଞ୍ଜନ କରାଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସ୍ମିତାଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *