କଣ ଆପଣ ଓଡିଆ ସିରିଏଲ ନୂଆ ବୋହୁ ରେ ଅଭିନୟ କରୁଥିବା Actor ମାନଙ୍କର Real life ମା ମାନଙ୍କୁ ଦେଖିଛନ୍ତି ? ଏବେ ହିଁ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ନୂଆବୋହୂ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।

‘ନୂଆବୋହୂ’ ସିରିଏଲରେ ଅଭିନୟ କରି ଥିବା ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ମା ମାନଙ୍କୁ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାରଙ୍କ ମା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିତାଲି ସର୍ଘାରିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମିତାଲି ସର୍ଘାରିଆ । ମିତାଲି ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ଆଉ ଏ ହେଉଛନ୍ତି ମିତାଲିଙ୍କ ମା ।

ଜଗଜୀତ ପାଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜଗଜୀତ ପାଲ । ଏହି ସିରିଏଲରେ ଜଗଜୀତ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି । ବନ୍ଧୁଗଣ ଏ ହେଉଛନ୍ତି ଜଗଜୀତଙ୍କ ମା । ଆପଣ ମାନେ ଏହି ଫଟୋରେ ଦେଖି ପାରୁ ଥିବେ ।

ନିତୁ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିତୁ ମିଶ୍ର । ନିତୁ ଏହି ସିରିଏଲରେ ପଦ୍ମାର ସୁନ୍ଦର ଭୂମିକାରେ ନଜର ଆସୁଛନ୍ତି । ନିତୁ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏ ହେଉଛନ୍ତି ନିତୁଙ୍କ ମା ।


କ୍ରୀଷ୍ଣା କର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କ୍ରୀଷ୍ଣା କର । କ୍ରୀଷ୍ଣା ଏହି ସିରିଏଲରେ ରାଜ ରାଜେନ୍ଦ୍ରର ଭୂମିକାରେ ନଜର ଆସୁଛନ୍ତି । କ୍ରୀଷ୍ଣାଙ୍କ ଅଭିନୟକୁ ଦର୍ଶକ ମାନେ ବେସ ପସନ୍ଦ କରୁଛନ୍ତି । ଆପଣ ମାନେ ଏହି ଫଟୋରେ ତାଙ୍କ ମାଙ୍କୁ ଦେଖି ପାରୁଥିବେ ।

ଲୋପାମୁଦ୍ରା ଦାସ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲୋପାମୁଦ୍ରା ଦାସ । ଏହି ସିରିଏଲରେ ଲୋପା ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଲୋପା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଆଉ ଏ ହେଉଛନ୍ତି ଲୋପାଙ୍କ ମା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *