ଏକା ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କଲେ ଓଡିଆ ଅଭିନେତ୍ରୀ Jhilik Bhattacharya

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଅଲିଉଡ ଅଭିନେତ୍ରୀ ମାନେ ସବୁବେଳେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି ଏକିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟଚାର୍ଜ୍ୟ । ଆପଣ ମାନେ ସମସ୍ତେ ବହୁତ ଓଡିଆ ଫିଲ୍ମରେ ଝିଲିକଙ୍କ ଅଭିନୟକୁ ଦେଖିଥିବେ ।

ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ ବଡ ଫିଲ୍ମରେ ଝିଲିକ ନିଜର ଅଭିନୟର ଜଲବା ଦେଖାଇଛନ୍ତି । ଲୋକମାନେ ଝିଲିକଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଝିଲିକଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି  । ଏହି ଭିଡିଓଟି ହେଉଛି ଗତ କାଲି ବା ନୂଆ ବର୍ଷର । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହେଉଛନ୍ତି ।

 

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଝିଲିକଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ଅଧିକ ରୁଚି ଥିଲା । ସେ ଓଡିଆ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି  ।

ସେ ଆମ ଅଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଝିଲିକ ବିଧାୟକ ପ୍ରୀତି ରଞ୍ଜନ ଘଡେଇଙ୍କୁ ବିବାହ କରି ଓଡିଆ ବୋହୁ ସାଜିଛନ୍ତି । ବଙ୍ଗାଳୀରୁ ଓଡିଆ ବୋହୁ ସାଜିବା ପରେ ଝିଲିକ ଓଡିଆ ଧର୍ମର ସମସ୍ତ ରୀତିନୀତିକୁ ବହୁତ ସୁନ୍ଦର ଭାବରେ ମଧ୍ୟ ପାଳନ କରୁଛନ୍ତି ।

ଝିଲିକଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓଟି ହେଉଛି ଗତକାଲି ବା ନୂଆ ବର୍ଷର ଭିଡିଓ, ବନ୍ଧୁଗଣ ଏହି ଭିଡିଓରେ ଝିଲିକ ଗରିବ ବା ଦରିଦ୍ର ଲୋକ ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ କମ୍ବଳ ବାଣ୍ଟୁ ଥିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ବହୁତ ଖୁସି ହୋଇଯିବେ । କାରଣ ସାଧାରଣତଃ ଲୋକମାନେ ନୂଆ ବର୍ଷରେ ବିଭିନ୍ନ ଭୋଜି ଓ ନୂଆ ସ୍ଥାନକୁ ଯାତ୍ରା କରି ସେଲିବ୍ରେଟ କରିଥାନ୍ତି, ହେଲେ ଝିଲିକ ଏହି ନୂଆ ବର୍ଷ ଦିନ ଦରିଦ୍ର ଲୋକଙ୍କୁ ସହାୟତା କରି ବହୁତ ପୂଣ୍ୟ ଅର୍ଜନ କରିଛନ୍ତି । ବନ୍ଧୁଗଣ ଝିଲିକଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଏବଂ ଫ୍ୟାନ୍ସ ମାନେ ମଧ୍ୟ ଏହାକୁ ଦେଖି ବହୁତ ଖୁସି ହୋଇଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *