ନଭେମ୍ଵର 1 ରୁ ଏହି 43 ଟି ସ୍ମାର୍ଟ ଫୋନ୍‌ରେ ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍, ଏହା ଆପଣଙ୍କ ଫୋନ ନୁହେଁ ତ ? ଦେଖନ୍ତୁ ଲିଷ୍ଟ…

ବନ୍ଧୁଗଣ ହ୍ଵା-ଟ-ସ୍‌-ଆ-ପ୍ ୟୁଜର ମାନଙ୍କ ପାଇଁ ଦୁଃଖ ଖବର । ନଭେମ୍ବର ପହିଲାରୁ ନାମିଦାମି ଏହି ୪୩ଟି ମୋବାଇଲ ଫୋନରେ ବନ୍ଦ ହୋଇଯିବ ହ୍ଵା-ଟ-ସ୍‌-ଆ-ପ୍ । ଏହି ଖବର ବିଷୟରେ ଜାଣିବା ପରେ ଚିନ୍ତାରେ ପଡିଯାଇଛନ୍ତି ହ୍ଵା-ଟ-ସ୍‌-ଆ-ପ୍ ୟୁଜରସ ମାନେ । ହ୍ଵା-ଟ-ସ୍‌-ଆ-ପ୍ ହେଉଛି ଏକ ଏପରି ଆପ୍ ଯାହାକୁ ଏହି ଦୁନିଆର ସମସ୍ତ ଲୋକ ବ୍ୟବହାର କରୁଛନ୍ତି । ହ୍ଵା-ଟ-ସ୍‌-ଆ-ପ୍ ରେ ଚା-ଟି-ଙ୍ଗ, କଲ୍ ସହ ଫଟୋ ଭିଡିଓ ଓ ଡକ୍ୟୁମେଣ୍ଟ ମଧ୍ୟ ସେ-ୟା-ର କରାଯାଏ ।

ହେଲେ କିଛି ପୁରୁଣା ଫୋନରେ ଆଉ ସପୋର୍ଟ କରିବ ନାହିଁ ହ୍ଵା-ଟ-ସ୍‌-ଆ-ପ୍ । ଆସନ୍ତା ନଭେମ୍ବର ୧ ତାରିଖରୁ କିଛି ମୋବାଇଲରେ ଚାଲିବ ନାହିଁ ହ୍ଵା-ଟ-ସ୍‌-ଆ-ପ୍ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ମୋବାଇଲ ଫୋନ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ହ୍ଵା-ଟ-ସ୍‌-ଆ-ପ୍ ଆଉ ଚାଲିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମୋବାଇଲ ଫୋନ ବିଷୟରେ । 

ଏହି ତାଲିକାରେ ୪୩ଟି ମୋବାଇଲ ଫୋନ ରହିଛି । ଏହି ସବୁ ମୋବାଇଲରେ ଆଉ କେବେ ହେଲେ ହ୍ଵା-ଟ-ସ୍‌-ଆ-ପ୍ କାମ କରିବ ନାହିଁ । ସୂଚନା ଅନୁସାରେ ଆପେଲ ଆଇଓଏସ ରହିଛି । ସୂଚନା ମୁତବକ ଆଣ୍ଡ୍ରୋଏଡ ୪.୦.୪ରେ ଆଉ ହ୍ଵା-ଟ-ସ୍‌-ଆ-ପ୍ ସପୋର୍ଟ କରିବ ନାହିଁ । 


ଯଦି ତାଲିକାରେ ଆପଣଙ୍କ ଫୋନ ରହିଛି ତା ହେଲେ ବଦଳାଇ ଦିଅନ୍ତୁ ନଚେତ ନଭେମ୍ବର ୧ ତାରିଖରେ ଆପଣ ହ୍ଵା-ଟ-ସ୍‌-ଆ-ପ୍ ବ୍ୟବହାର କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ସବୁ ତାଲିକା ବିଷୟରେ । ଏହି ତାଲିକାରେ ଏହି ସବୁ ଫୋନ ରହିଛି । 

Apple

 iPhone SE, 6s and 6s Plus.

Samsung

Samsung Galaxy Trend Lite, Galaxy Trend II, Galaxy S2, Galaxy S3 mini, Galaxy Xcover 2, Galaxy Core and Galaxy Ace 2.

LG

 LG Lucid 2, Optimus F7, Optimus F5, Optimus L3 II Dual, Optimus F5, Optimus L5, Optimus L5 II, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus L7 II, Optimus F6, Enact, Optimus L4 II Dual, Optimus F3, Optimus L4 II, Optimus L2 II, Optimus Nitro HD and 4X HD, and Optimus F3Q.

ZTE

ZTE Grand S Flex, ZTE V956, Grand X Quad V987 and Grand Memo.

Huawei

Huawei Ascend G740, Ascend Mate, Ascend D Quad XL, Ascend D1 Quad XL, Ascend P1 S and Ascend D2.

Sony

Sony Xperia Miro, Sony Xperia Neo L and Xperia Arc S.

Others

Alcatel One Touch Evo 7, Archos 53 Platinum, HTC Desire 500, Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1 and THL W8.

ବ୍ୟସ୍ତ ପୂର୍ଣ ଏହି ଜୀବନରେ ନିଜର ସ-ମ୍ପ-ର୍କୀ-ୟ,ଭାଇ, ଭଉଣୀ , ବାପା ମା ସମସ୍ତଙ୍କ ଗୋଟିଏ ଡୋ-ରି-ରେ ବା-ନ୍ଧି ରଖିଥାଏ ଏହି ହ୍ଵା-ଟ-ସ୍‌-ଆ-ପ୍ । କିନ୍ତୁ ୪୩ ଟି ପୁରୁଣା ସ୍ମା-ର୍ଟ-ଫୋ-ନରେ ହ୍ଵା-ଟ-ସ୍‌-ଆ-ପ୍ ବନ୍ଦ ହେବା ସମସ୍ତଙ୍କ ପାଇଁ ଏକ ଚି-ନ୍ତା-ର ବିଷୟ ଅଟେ । ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *