‘ହାଏ ଗରମି’ ଗୀତ ରେ Nora Fatehi ଓ Salman Khan କଲେ ହଟ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ଏହି କିଛି ଦିନ ତଳେ ବିଗବାସ ସିଜନ ୧୪ ଶେଷ ହୋଇଛି ଯାହାର ବିଜେତା ହୋଇଛନ୍ତି ରୁବିନା ଦିଲେକ । ବନ୍ଧୁଗଣ ବିଗବସର ସମସ୍ତ ସିଜନରେ ବଲିଉଡର କିଛି ଦିଗଜ କଳାକାର ମାନେ ଯୋଗ ଦେଇଥାନ୍ତି ଓ ବିଗବସ ସ୍ଟେଜରେ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି । ବନ୍ଧୁଗଣ ବିଗବସର ଏହି ସିଜନ ଗ୍ରାଣ୍ଡ ଫିନାଲେରେ ବଲିଉଡର ଫେମସ ଅଭିନେତ୍ରୀ ଓ ଡ୍ୟାନ୍ସର ନୋରା ଫତେହୀ ଆସିଥିଲେ । ବନ୍ଧୁଗଣ ନୋରା ବିଗବସ ସ୍ଟେଜରେ ନିଜ ଡ୍ୟାନ୍ସର କମାଲ ଦେଖାଇଥିଲେ ଓ ତାଙ୍କ ସହ ତାଳ ମିଶାଇ ସଲମାନ ଖାନ ମଧ୍ୟ ଡ୍ୟାନ୍ସ କରିଥିଲେ ହେଲେ ସେହି ଡ୍ୟାନ୍ସକୁ ଦେଖି ଦର୍ଶକ ମାନେ ବହୁତ ହସିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ନୋରା ଫତେହୀ ନିଜ କାରିୟରର ଆରମ୍ଭ ବିଗବସରୁ କରିଥିଲେ ଗୋଟେ ସମୟରେ ନୋରା ମଧ୍ୟ ବିଗବସ ହାଉସର ସଦସ୍ୟ ରହିଆସିଛନ୍ତି । ବନ୍ଧୁଗଣ ନୋରା ସଲମାନ ଖାନଙ୍କର ବହୁତ ସମ୍ମାନ କରନ୍ତି ।

ପ୍ରଥମେ ନୋରା ବିଗବସର ଏହି ସିଜନରେ ‘ଷ୍ଟ୍ରିଟ ଡ୍ୟାନ୍ସର’ ଟିମ ସହ ଆସିଥିଲେ । ଯେଉଁଠି ସଲମାନ ନୋରାଙ୍କ ସହ ବହୁତ ମସ୍ତି କରୁଥିବାର ନଜର ଆସିଥିଲେ । ସଲମାନ ନୋରାଙ୍କର ‘ହାଏ ଗର୍ମୀ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ବନ୍ଧୁଗଣ ସଲମାନଙ୍କୁ ଏହି ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ଦର୍ଶକ ମାନେ ବହୁତ ହସିଥିଲେ କାରଣ ସଲମାନ ଏହି ଗୀତକୁ ବହୁତ ଏଞ୍ଜୋଏ କରିଥିଲେ ।

ଏହାପରେ ବନ୍ଧୁଗଣ ନୋରାନ୍କୁଆ ବିଗବସ ଗ୍ରାଣ୍ଡ ଫିନେଲାରେ ପୁଣି ସଲମାନଙ୍କ ସହ ସାକ୍ଷାତ କରିବାର ମଉକା ମିଳିଥିଲା । ସେଥିପାଇଁ ନୋରା ନିଜ ସୁପର ହିଟ ଗୀତ ‘ହାଏ ଗର୍ମୀ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

 

View this post on Instagram

 

A post shared by ColorsTV (@colorstv)

ନୋରାଙ୍କୁ ଦେଖି ସଲମାନ ପୁଣି ଏହି ଗୀତରେ ଡ୍ୟାନ୍ସ କରିଥିଲେ ଓ ଲୋକମାନେ ଏହି ଦୁଇଜଣଙ୍କ ଡ୍ୟାନ୍ସକୁ ଦେଖି ବହୁତ ହସିଥିଲେ । କାରଣ ନୋରାଙ୍କର ସେହି ଗୀତରେ ଥିବା ସିଗ୍ନେଚର ସ୍ଟେପ କରୁଥିବା ସମୟରେ ସଲମାନ ସ୍ଟେଜରୁ ସିଡି ଆଡକୁ ଖସି ଯାଇଥିଲେ ।

ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକମାନେ ବହୁତ ଖୁସି ହେଉଛନ୍ତି । ଏହି ଭିଡିଓରେ ସଲମାନ ନୋରା ଙ୍କର ନକଲ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓରେ ୪ ଲକ୍ଷରୁ ଅଧିକ ଲାଇକ ଆସି ସାରିଛି । ଏହି ଭିଡିଓକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

 

View this post on Instagram

 

A post shared by ColorsTV (@colorstv)


ବନ୍ଧୁଗଣ ଆଗାମୀ ସମୟରେ ନୋରା ଫିଲ୍ମ ‘ଭୁଜ’ରେ ନଜର ଆସିବେ । ନୋରା ନିଜର ସେକସି ଲୁକ୍ ଓ ଡ୍ୟାନ୍ସ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନୋରା ଓ ସଲମାନଙ୍କ ଡ୍ୟାନ୍ସ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *