ନିଜ ପ୍ରେଗନେନ୍ସି କୁ ବି ରୋଜଗାରର ମାଧ୍ୟମ ବନାଇ ନିଅନ୍ତି Bollywood ର ଏହି ସେଲିବ୍ରିଟିମାନେ, ଜାଣନ୍ତୁ କିପରି ଏମାନେ କରନ୍ତି କୋଟି କୋଟି ଟଙ୍କା ଇନକମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଯେତେବେଳେ ଅଭିନେତ୍ରୀ ମାନେ ପ୍ରେଗନେନଟ ହୋଇଥାନ୍ତି ସେତେବେଳେ ଫ୍ୟାନ୍ସ ମାନଙ୍କର ଆଗ୍ରହ ବହୁତ ଅଧିକ ବଢିଯାଇଥାଏ ସେମାନଙ୍କୁ ଦେଖିବା ପାଇଁ ।

ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେତେବେଳେ ଏହି ଅଭିନେତ୍ରୀ ମାନେ ପ୍ରେଗନେନଟ ଥାନ୍ତି ସେତେବେଳେ ମଧ୍ୟ ସେ ବହୁତ ଟଙ୍କା କମାଇ ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ହେବ ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ପ୍ରେଗନେନଟ ଅଛନ୍ତି । ଅନ୍ୟ ପକ୍ଷରେ ଏହି କିଛି ଦିନ ତଳେ ଅନୁସ୍କା ଶର୍ମା ଏକ ପୁତ୍ରୀ ସନ୍ତାନକୁ ଜନ୍ମ ଦେଇ ବହୁତ ଚର୍ଚାରେ ରହୁଛନ୍ତି । ପ୍ରେଗନେନସି ସମୟରେ ମଧ୍ୟ ଏହି ଅଭିନେତ୍ରୀ ମାନେ ବହୁତ ଟଙ୍କା କମାଇ ଥାନ୍ତି । ବନ୍ଧୁଗଣ ପ୍ରେଗନେନସି ସମୟରେ ଏହି ଅଭିନେତ୍ରୀ ମାନେ କେତେକ ପ୍ରଡ଼କ୍ଟର ବ୍ରାଣ୍ଡିଙ୍ଗ କରି ବହୁତ ଟଙ୍କା କମାଇ ଥାନ୍ତି ।


ଯେତେବେଳେ ଅଭିନେତ୍ରୀ ପ୍ରେଗନେନଟ ଥାନ୍ତି ସେହି ସମୟରେ ସେ ଶିଶୁ ସମ୍ବନ୍ଧିତ କେତେକ ବ୍ରାଣ୍ଡର ବିଜ୍ଞାପନ କରି ବହୁତ ଟଙ୍କା କମାଇଥାନ୍ତି । ଏହା ବ୍ଯତୀତ ପ୍ରେଗନେନସି ସମୟରେ କଣ ସବୁ ଖାଇବା ଉଚିତ ଓ କଣ ପିନ୍ଧିବା ଉଚିତ ଆଦି ପ୍ରଡ଼କ୍ଟର ବିଜ୍ଞାପନ କରି ମଧ୍ୟ ସେ ବହୁତ ଟଙ୍କା କମାଇଥାନ୍ତି । ଏହି ଅଭିନେତ୍ରୀ ମାନଙ୍କର ପ୍ରେଗନେନସି ଲୁକ୍ ସୋସିଆଲ ମିଡିଆରେ ବହୁତ ଭାଇଲ ହୋଇଥାଏ । ଫ୍ୟାନ୍ସ ମାନେ ଏହି ଅଭିନେତ୍ରୀ ମାନଙ୍କ ଡ୍ରେସ ଓ ତାଙ୍କ ଫ୍ୟାସନ ସେନ୍ସକୁ ମଧ୍ୟ ଫଲୋ କରିଥାନ୍ତି ।

ଏହା ବ୍ଯତୀତ ଏହି ଅଭିନେତ୍ରୀ ମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ଵାରା ବହୁତ ବେବି ବ୍ରାଣ୍ଡ ଓ ପ୍ରଡ଼କ୍ଟର ଫଟୋ ପୋଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା କମାଇଥାନ୍ତି । କିଛି ଅଭିନେତ୍ରୀ ପ୍ରେଗନେନଟ ହେବା ପରେ ଏକ ନୂଆ ପିଆର ଟିମକୁ ରେଡି କରିଥାନ୍ତି । ଏହି ଟିମ ଅଭିନେତ୍ରୀଙ୍କ କେତେକ ପ୍ରେଗନେନସି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥାନ୍ତି । ଏହା କରିବା ଦ୍ଵାରା ଅଭିନେତ୍ରୀଙ୍କ ବ୍ରାଣ୍ଡ ଭାଲ୍ଯୁ ଅଧିକ ବଢିଯାଇଥାଏ ।

କିଛି ଅଭିନେତ୍ରୀ ପ୍ରେଗନେନସି ସମୟରେ ଅଉଷଧ ବ୍ରାଣ୍ଡର ପ୍ରମୋଶନ କରି ମଧ୍ୟ ବହୁତ ଟଙ୍କା କମାଇଥାନ୍ତି । ବନ୍ଧୁଗଣ ଅଭିନେତ୍ରୀ ମାନଙ୍କର ଏହି ଇନ୍କମ ଭାରତରେ କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଅଭିନେତ୍ରୀ ମାନେ ନିଜ ପ୍ରେଗନେନସି ରୁ ନେଇ ଡେଲିଭରି ପର୍ଯ୍ୟନ୍ତ ବହୁତ ଗୁଡିଏ ବ୍ରାନଡ କୁ ପ୍ରଚାର କରିଥାନ୍ତି ଓ ବହୁତ ଟଙ୍କା କମାଇଥାନ୍ତି । ଏହି କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ କରିନା କପୁର ନିଜ ପ୍ରେଗନେନସି ସମୟରେ ଜନସେନ୍ସ ବେବି ବିଜ୍ଞାପନ କରିଥିଲେ । ଅନ୍ୟ ପକ୍ଷରେ ଅନୁସ୍କା ଶର୍ମା ମଧ୍ୟ କିଛି ଦିନ ତଳେ ପ୍ରେଗଆନିଉଜ ପ୍ରେଗନେନସି ଫିଟ ମାଧ୍ୟମରେ ନିଜ ଖୁସି ବାଣ୍ଟିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *