ସୁନ୍ଦରତାରେ Bollywood ର ହିରୋଇନ ମାନଙ୍କୁ ବି ପଛରେ ପକାଇ ଦିଅନ୍ତି ଏହି 4 ଜଣ ପଞ୍ଜାବୀ Actress,ନମ୍ବର 1 ଓ 3 ଲାଗନ୍ତି ସବୁଠୁ ଅଧିକ ହଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କିଛି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସୁନ୍ଦରତା ଓ ଅଭିନୟରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ।

ଆଜିଆମେ ଆପଣ ମାନଙ୍କୁ ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ ସୁନ୍ଦରତା ମାମଲାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ହିମାଂଶୀ ଖୁରାନା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହିମାଂଶୀ ଖୁରାନା । ବନ୍ଧୁଗଣ ହିମାଂଶୀଙ୍କୁ ଆପଣ ମାନେ ଟିଭି ରିଆଲିଟି ସୋ ‘ବିଗ ବସ’ରେ ନିଶ୍ଚୟ ଦେଖିଥିବେ । ସେ ‘ସଡା ହକ୍’ ଆଦି ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ବ୍ଯତୀତ ସେ ଗାୟକ ହାର୍ଡି ସନ୍ଧୁଙ୍କ ଗୀତ ‘ସୋଚ’ରେ ମଧ୍ୟ କାମ କରିଛନ୍ତି । ସୁନ୍ଦରତା ମାମଲାରେ ହିମାଂଶୀ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ହିମାଂଶୀଙ୍କୁ ସୋସିଆଲ ମିଡିଆରେ ୭୮ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି ।


ଧୃତି ସାହାରନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ପଞ୍ଜାବର ଫେମସ ଅଭିନେତ୍ରୀ ଧୃତି ସାହାରନ । ବନ୍ଧୁଗଣ ଧୃତି ଏକ ଭଲ ଅଭିନେତ୍ରୀ ହେବା ସହିତ ଏକ ସୁନ୍ଦର ଗାୟିକା ମଧ୍ୟ ଅଟନ୍ତି । ଧୃତି ଟିଭି ରିଆଲିଟି ସୋ ‘ଇଣ୍ଡିଆନ ଆଇଡଲ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଯାଇଥିଲେ । ବନ୍ଧୁଗଣ ଧୃତି ପ୍ରଥମେ ‘ସଡା ହକ୍’ ନାମକ ଏକ ଟିଭି ସୋ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ସୁନ୍ଦରତ ମାମଲାରେ ଧୃତି ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ ।

ଖୁସି ଗଡଭି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଖୁସି ଗଡଭି । ଖୁସିଙ୍କୁ ସାଧାରଣତଃ ଯୁବକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ସେମାନେ ବହୁତ ଇଛା କରନ୍ତି । ବନ୍ଧୁଗଣ ଖୁସି କେତେକ ପଞ୍ଜାବୀ ଫିଲ୍ମ କରିବା ସହ କେତେକ ଗୀତରେ ମଧ୍ୟ କାମ କରିଛନ୍ତି । ୩୦ ବର୍ଷ ହେବ ସେ ମୁମ୍ବାଇରେ ରହୁଛନ୍ତି ଓ ନିଜର ସୁନ୍ଦରତା ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ସୋନମ ବାଜବା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପଞ୍ଜାବର ଅନ୍ୟ ଏକ ଫେମସ ଅଭିନେତ୍ରୀ ସୋନମ ବାଜବା । ବନ୍ଧୁଗଣ ସୋନମ ବାଜବା ଏକ ଅଭିନେତ୍ରୀ ହେବା ସହ ଏକ ମଡେଲ ମଧ୍ୟ ଅଟନ୍ତି । ସୋନମ ହିନ୍ଦୀ, ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ପଛକୁ କରିଦେବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ  ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *