ନିଜର କୁନି ପୁଅକୁ କୋଳରେ ଧରି ଜଙ୍ଗଲ ରେ ବୁଲି ବୁଲି ସ୍ବାମୀଙ୍କୁ ଖୋଜୁଛି ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟୁ-ଛି ଯାହା ସବୁ ଆଡେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

କୁନି ପୁଅକୁ କୋଳରେ ଧରି ସ୍ଵାମୀଙ୍କୁ ଖୋଜୁ ଛନ୍ତି ସ୍ତ୍ରୀ । ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ପତ୍ନୀ ଅର୍ପିତା । ନିଖିଜ ଅଜୟ ରୋଷନ ହେଉଛନ୍ତି ଜଣେ ଇଞ୍ଜିନିୟର । ସ୍ଵାମୀ ଅଜୟଙ୍କୁ ଯେଉଁ ମାନେ ଅ-ପ-ହ-ର-ଣ କରିଛନ୍ତି ତାଙ୍କୁ ପତ୍ନୀ ଅର୍ପିତା ତାଙ୍କ ସ୍ଵାମୀଙ୍କୁ ଛାଡି ଦେବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ଛତିଶଗଡ ବିର୍ଜାପୁରର ଯନୈକ ଇଞ୍ଜିନିୟର ଅଜୟ ରୋଷନଙ୍କୁ ମାଓବାଦୀ ମାନେ ଅ-ପ-ହ-ର-ଣ କରିଥିବାର ଅ-ଭି-ଯୋ-ଗ କରିଛନ୍ତି ତାଙ୍କ ପତ୍ନୀ ଅର୍ପିତା ।

ବିର୍ଜାପୁର ଜିଲ୍ଲାର କୁର୍ଣ୍ଣା ଏବଂ ମେତିଲି ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାମ ତଦାରଖ କରୁଥିବା ବେଳେ ଅଜୟ ଓ ତାଙ୍କ ସହକର୍ମୀଙ୍କୁ ମାଓବାଦୀ ମାନେ ଅ-ପ-ହ-ର-ଣ କରି ନେଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ନିଜ ସ୍ଵାମୀକୁ ଫେରାଇ ଆଣିବା ପାଇଁ ଅର୍ପିତା ନିଜ କୁନି ପୁଅକୁ କୋଳରେ ଧରି ଜଙ୍ଗଲରେ ଖୋ-ଜି ବୁଲୁ ଛନ୍ତି ।

ଗତ ତିନି ଦିନ ହେବ ରୋଷନ ଓ ତାଙ୍କ ସହକର୍ମୀ ନି-ଖୋ-ଜ ଥିବା ବେଳେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ତେବେ ଅର୍ପିତା ସେହି ମାଓବାଦୀ ମାନଙ୍କୁ ସ୍ଵାମୀଙ୍କୁ ଛା-ଡି ଦେବା ପାଇଁ ନିବେଦନ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଅର୍ପିତା ଭିଡିଓରେ କହୁଛନ୍ତି-‘ମୋ ନାମ ହେଉଛି ଅର୍ପିତା ।

ମୁ ବିର୍ଜାପୁରରୁ ଆସିଛି ମୋ ସ୍ଵାମୀ ଅଜୟ ରୋଷନ ଇଞ୍ଜିନିୟର ଅଟନ୍ତି । ସେ ତିନି ଦିନ ତଳେ କାମକୁ ଯାଇଥିଲେ ହେଲେ ଫେରିଲେ ନାହିଁ । ମୁ ଆଉ ମୋ ପୁଅ ତାଙ୍କ ପାଇଁ ବହୁତ ଚିନ୍ତାରେ ଅଛୁ ।ମୋ ସ୍ଵାମୀ ଯେଉଁ ମାନଙ୍କ ପାଖରେ ଅଛନ୍ତି ମୁ ସେମାନଙ୍କୁ ବିନତି କରୁଛି ସେମାନେ ମୋ ସ୍ଵାମୀଙ୍କୁ ଛା-ଡି ଦିଅନ୍ତୁ । ଯଦି ତାଙ୍କର କିଛି ଭୁଲ ହେଇଛି ତା ହେଲେ ତାଙ୍କୁ କ୍ଷମା କରି ଦିଅନ୍ତୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *