ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡର କିଛି କଳାକାର ନିଜର ଏକ ଖାସ ଅଙ୍ଗର ବୀମା କରିଛନ୍ତି, ବନ୍ଧୁଗଣ ଏହା ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ ।ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡର ଏହି କଳାକାର ମାନଙ୍କ ବିଷୟରେ ।
ଅମିତାବ ବଚନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନ । ଆପଣ ମାନେ ସମସ୍ତେ ଅମିତାବଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ବନ୍ଧୁଗଣ ଅମିତାବଙ୍କର ଆବାଜର ବହୁତ ଅଧିକ ଡିମାଣ୍ଡ ରହିଛି ।

କାରଣ ବଲିଉଡରେ ଅମିତାବଙ୍କ ଆବାଜ ପରି ଆଉ କାହାର ଆବାଜ ନାହିଁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅମିତାବ ନିଜ ଆବାଜର ବୀମା କରିଛନ୍ତି । ବନ୍ଧୁଗଣ ଅମିତାବ ନିଜ ଆବାଜ ପାଇଁ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ୭୮ ବର୍ଷ ବୟସରେ ମଧ୍ୟ ଅମିତାବ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।

ଲତା ମଙ୍ଗେସ୍କର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଗାୟିକା ଲତା ମଙ୍ଗେସ୍କର । ଲତା ନିଜ ଆବାଜ ଦ୍ଵାରା ବହୁତ ସୁପର ହିଟ ଗୀତ ଗାଇଛନ୍ତି । ସମଗ୍ର ଭାରତ ବର୍ଷରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ଲତା ବଲିଉଡର ବହୁତ ସୁପର ହିଟ ଗୀତ ଗାଇଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲତା ନିଜ ମଧୁର ଆବାଜର ବୀମା କରେଇଛନ୍ତି ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ବନ୍ଧୁଗଣ ପ୍ରିୟଙ୍କା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ବନ୍ଧୁଗଣ ପ୍ରିୟଙ୍କାଙ୍କ ହସ ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ପ୍ରିୟଙ୍କା ନିଜ ହସର ବୀମା କରେଇଛନ୍ତି ।

ସନି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦମଦାର ଷ୍ଟାର ସନି ଦେଓଲ । ଗୋଟେ ସମୟରେ ସନି ବହୁତ ଲୋକପ୍ରିୟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ସନି ନିଜ ଆବାଜ ଓ ନିଜ ଡାଇଲଗ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ଅଛନ୍ତି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସନି ନିଜ ଆବାଜ ଓ ଡାଇଲଗ ଷ୍ଟାଇଲର ବୀମା କରେଇଛନ୍ତି ।

ମଲ୍ଲିକା ସେରାୱତ- ବଲିଉଡରେ ମଲ୍ଲିକା ସେରାୱତଙ୍କ ପ୍ରତିଛବି ଏକ ବୋଲ୍ଡ ଇମେଜ୍ ଅଟେ । ଯଦିଓ ସେ କ୍ୟାରିୟର ଆରମ୍ଭରେ ଅଧିକ ବୋଲ୍ଡ ଦେଇ ଚର୍ଚ୍ଚାରେ ଥିଲେ କିନ୍ତୁ ସେ ଆଜି ବଲିଉଡରେ ସକ୍ରିୟ ନାହାଁନ୍ତି । ସେ ତାଙ୍କର ପୁରା ଶରୀରକୁ 50 କୋଟି ଟଙ୍କା ବୀମାଭୁକ୍ତ କରିଛନ୍ତି ।

ଜନ୍ ଅବ୍ରହାମ- ଅଭିନେତା ଜନ୍ ଅବ୍ରହାମ, ତାଙ୍କର ଚମତ୍କାର ଅଭିନୟ ଏବଂ ବଡି ପାଇଁ ଜଣାଶୁଣା, ସେ ନିଜର ହିପ୍ସ କୁ ବୀମା କରାଇଛନ୍ତି । ସୂଚନା ଅନୁଯାୟୀ, ଫିଲ୍ମ ‘ଦୋସ୍ତାନା’ ରିଲିଜ୍ ହେବା ପରେ ଜନ୍ ତାଙ୍କ ହିପ୍ସ ର ବୀମା ପାଇଁ ପୁରା 10 କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ରଜନୀକାନ୍ତ- ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତ କୋଟି କୋଟି ଲୋକଙ୍କ ମଧ୍ୟରେ ପ୍ରିୟ ଅଭିନେତା । ସେ ନିଜର ଦମଦାର ଆକଟିଂ ଏବଂ ଡାଇଲାଗ ପାଇଁ ଜଣାଶୁଣା । ରଜନୀକାନ୍ତ ତାଙ୍କ ଭୟେସ କୁ କପିରାଇଟ୍ ଏବଂ ବୀମାଭୁକ୍ତ କରିଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

