ଯେତେବେଳେ ନିଜର ଅଜବ ଡ୍ରେସ ପାଇଁ Bollywood ହିରୋଇନ Jacqueline Fernandez ଙ୍କୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଥିଲା ଲଜ୍ଜିତ….ଦେଖନ୍ତୁ ତା’ ପରେ କଣ ହେଲା

ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ଯେକୌଣସି ସ୍ଥାନକୁ ଗଲେ ବହୁତ ଚର୍ଚାରେ ରହିଥାନ୍ତି ଓ ଅନ୍ୟ ପକ୍ଷରେ ନିଜ ରିଭିଲିଙ୍ଗ ଡ୍ରେସକୁ ନେଇ ଏହି ଅଭିନେତ୍ରୀ ମାନେ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ ଜ୍ୟାକଲିନ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଜ୍ୟାକଲିନଙ୍କର ସୁନ୍ଦରତା ଓ ଷ୍ଟାଇଲିସ ଲୁକ୍କ କୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ହେଲେ ନିଜ ଡ୍ରେସ ପାଇଁ ମଧ୍ୟ ଜ୍ୟାକଲିନଙ୍କୁ ବହୁତ ଥର ଲଜିତ ହେବାକୁ ପଡିଛି । ଏହା ସହିତ ସେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଜ୍ୟାକଲିନଙ୍କ ବିଷୟରେ ।


ଜ୍ୟାକଲିନ ଓ ବରୁନ ଧବନ ନିଜ ଫିଲ୍ମ ପ୍ରମୋଶନ ପାଇଁ ଏକ ଇଭେଣ୍ଟକୁ ଯାଇଥିଲେ । ସେହି ସମୟରେ ବରୁନ ଜ୍ୟାକଲିନଙ୍କ ସହ କିଛି ବୋଲ୍ଟ ପୋଜରେ ନଜର ଆସିଥିଲେ । ଯାହା ଫଳରେ ଜ୍ୟାକଲିନଙ୍କୁ ସେହି ସ୍ଥାନରେ ଲଜିତ ହେବାକୁ ପଡିଥିଲା । ହେଲେ ସେ ହସ ମାଧ୍ୟମରେ ନିଜ ଲଜ୍ୟାକୁ ଲୁଚାଇ ଦେଇଥିଲେ ।

ଆମ ଦ୍ଵିତୀୟ ଲିଷ୍ଟରେ ଜ୍ୟାକଲିନ ଏକ ଇଭେଣ୍ଟରେ ସୋନମ କପୁରଙ୍କୁ ହଗ୍ କରୁଥିବାର ନଜର ଆସିଥିଲେ । ସେହି ସମୟରେ ଜ୍ୟାକଲିନଙ୍କ ଗାଉନର ବଟନ ଫିଟି ଯାଇଥିଲା ଓ ସୋନମ ସେହି ବଟନକୁ ବନ୍ଦ କରିଥିଲେ । ସେହି ସମୟରେ ମଧ୍ୟ ଜ୍ୟାକଲିନଙ୍କୁ ଲଜିତ ହେବାକୁ ପଡିଥିଲା ।


ଆମ ତୃତୀୟ ଲିଷ୍ଟରେ ଜ୍ୟାକଲିନ ଏବଂ ଡେଜି ସାହା ଏକ ଇଭେଣ୍ଟରେ ଗଛ ଲଗାଉ ଥିବାର ନଜର ଆସିଥିଲେ । ସେହି ସମୟରେ ଜ୍ୟାକଲିନଙ୍କ ଡ୍ରେସ ବହୁତ ଛୋଟ ଥିଲା । ଯେତେବେଳେ ଜ୍ୟାକଲିନ ଗଛ ଲଗାଇବା ପାଇଁ ତଳକୁ ନଇଁଲେ ସେତେବେଳେ ଜ୍ୟାକଲିନଙ୍କ କ୍ଲିବେଜ ନଜର ଆସିଥିଲା । ସେହି ସମୟରେ ମଧ୍ୟ ଜ୍ୟାକଲିନଙ୍କୁ ଲଜିତ ହେବାକୁ ପଡିଥିଲା ।

ଆମ ଚତୁର୍ଥ ଲିଷ୍ଟରେ ଜ୍ୟାକଲିନଙ୍କୁ ଏକ ଆୱାର୍ଡ ଫଙ୍କସନରେ ଲଜିତ ହେବାକୁ ପଡିଥିଲା । କାରଣ ଅଧିକାଂଶ ଆୱାର୍ଡ ଫଙ୍କସନରେ ଜ୍ୟାକଲିନ ନିଜ ଡ୍ରେସକୁ ନେଇ ବହୁତ ସିରିଏସ ଥାନ୍ତି ହେଲେ ଗୋଟେ ଆୱାର୍ଡ ଫଙ୍କସନରେ ଜ୍ୟାକଲିନ ଏକ ବହୁତ ମୋଟା ଗାଉନ ପିନ୍ଧିଥିଲେ । ସେହି ଗାଉନକୁ ପିନ୍ଧି ଜ୍ୟାକଲିନ ଠିକ ଭାବରେ ଚାଲି ପାରୁନଥିଲେ । ଯାହା ଫଳରେ ତାଙ୍କୁ ଚାଲିବା ପାଇଁ କିଛି ଲୋକଙ୍କ ସହାୟତା ନେବାକୁ ପଡିଥିଲା ।

ଆମ ପଞ୍ଚମ ଲିଷ୍ଟରେ ଜ୍ୟାକଲିନ ଥରେ କ୍ରିଷ୍ଟମାସ ସମୟରେ ଏକ ଇଭେଣ୍ଟକୁ ଯାଇଥିଲେ ଏବଂ ସେହି ସ୍ଥାନରେ ଜ୍ୟାକଲିନ ବହୁତ ଛୋଟ ନାଲି ରଙ୍ଗର ଡ୍ରେସ ପିନ୍ଧିଥିଲେ । ସେହି ଡ୍ରେସଟି ଏତେ ଛୋଟ ଥିଲା ଯେ ଜ୍ୟାକଲିନ ନିଜ ଜୋତାର ଲେସକୁ ବାନ୍ଧି ପାରି ନଥିଲେ । ଶେଷରେ ଜ୍ୟାକଲିନଙ୍କ ବଡିଗାର୍ଡ ସେହି ଲେସକୁ ବାନ୍ଧିଥିଲେ । ସେହି ସମୟରେ ମଧ୍ୟ ଜ୍ୟାକଲିନଙ୍କୁ ବହୁତ ଲଜିତ ହେବାକୁ ପଡିଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *