ଫେମସ ହେବା ପାଇଁ ସବୁ ସୀମା ଟପିଗଲେ TV ଇଣ୍ଡଷ୍ଟ୍ରି ର ଏହି 4 ଜଣ Actress, ନିଜର ବୋଲ୍ଡ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ବିଭିନ୍ନ ସିରିଏଲ ଓ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତାକୁ ବଢାଇବା ପାଇଁ ବହୁତ କିଛି କରିଥାନ୍ତି । ମୁଖ୍ୟତଃ ଏହି ଅଭିନେତ୍ରୀ ମାନେ ନିଜ ଡ୍ରେସ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ହେଲେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଡ୍ରେସ ପାଇଁ ଲଜ୍ଜିତ ହୋଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜିତ ହୋଇଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜାସ୍ମିନ ଭାସିନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଜାସ୍ମିନ ଭାସିନ । ଜସ୍ମିନ ସମସ୍ତ ପ୍ରକାରର ଡ୍ରେସରେ ବହୁତ ସୁନ୍ଦର ନଜର ଆସନ୍ତି । ହେଲେ ୨୦୧୬ ରେ ହୋଇଥିବା Zee GOLD AWARD ରେ ଜସ୍ମିନ ଏକ ବ୍ୟାକଲେସ ଗାଉନ ପିନ୍ଧିଥିଲେ । ହେଲେ ବନ୍ଧୁଗଣ ସେହି ଡ୍ରେସ ପିନ୍ଧିବା ଦ୍ଵାରା ଜସ୍ମିନଙ୍କର ସାଇଡ କ୍ଲିଭେଜ ନଜର ଆସୁଥିଲା । ଯାହା ଫଳରେ ସେହି ସମୟରେ ଜସ୍ମିନ ଲଜ୍ଜିତ ହୋଇଥିଲେ ।

ନିୟା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ନିୟା ଶର୍ମା । ୨୦୧୬ ର ଆୱାର୍ଡ ଫଙ୍କସନରେ ନିୟା ଏକ ବ୍ୟାକଲେସ ଗାଉନ ପିନ୍ଧି ଆସିଥିଲେ । ଏହି ଡ୍ରେସରେ ନିୟା ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ହେଲେ ତାଙ୍କର ଏହି ଗାଉନ ପିନ୍ଧିବା ଦ୍ଵାରା ତାଙ୍କର କ୍ଲିଭେଜ ବହୁତ ଅଧିକ ନଜର ଆସୁଥିଲା । ଯାହା ଫଳରେ ନିୟାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ହୀନା ଖାନ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ହୀନା ଖାନ । ଇଣ୍ଟେଲ ଟେଲି ଆୱାର୍ଡରେ ହୀନା ମଲ୍ଟି କଲର ଶିମରି ଗାଉନ ପିନ୍ଧିଥିଲେ । ଏହି ଗାଉନକୁ ପିନ୍ଧି ହୀନା ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ହେଲେ ଗାଉନକୁ ପିନ୍ଧିବା ଦ୍ଵାରା ହୀନାଙ୍କର କ୍ଲିଭେଜ ବହୁତ ଅଧିକ ନଜର ଆସୁଥିଲା । ସେହି ସମୟରେ ହୀନାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା ।

ସୁରଭି ଚନ୍ଦା – ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁରଭି ଚନ୍ଦା । ବନ୍ଧୁଗଣ ସୁରଭି ଅଧିକାଂଶ ଆମୟ ନିଜ ସୁନ୍ଦରତା ପାଇଁ ଲାଇମ ଲାଇଟରେ ରୁହନ୍ତି । ହେଲେ ଷ୍ଟାର ପରିବାର ଆୱାର୍ଡ ସମୟରେ ସୁରଭି ଏକ ଏପରି ଡ୍ରେସ ପିନ୍ଧିଥିଲେ, ଯେଉଁଥି ପାଇଁ ସୁରଭିଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ସେହି ଆୱାର୍ଡରେ ସୁରଭି ଏକ ହଳଦିଆ ରଙ୍ଗର ସାଇଡ କଟ୍ ଡ୍ରେସ ପିନ୍ଧିଥିଲେ । ସେହି ଡ୍ରେସରେ ସୁରଭି ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ । ହେଲେ ସେହି ସମୟରେ ସୁରଭିଙ୍କର ଡ୍ରେସ ଅଳ୍ପ ଖସି ଯାଇଥିଲା ଯାହା ଫଳରେ ସୁରଭି ଲଜ୍ଜିତ ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *