Bollywood ରେ ନିଜର କ୍ୟାରିୟର କୁ ବଞ୍ଚାଇବା ପାଇଁ ଏହି 6 ଜଣ Actress ଙ୍କୁ କରିବାକୁ ପଡିଲା ଏମିତି କିଛି ଫିଲ୍ମ ରେ କାମ ଯାହାର ପଶ୍ଚାତାପ ଆଜି ବି ତାଙ୍କୁ ଅଛି

ବନ୍ଧୁଗଣ ଆଜି ଯେଉଁ ହିରୋଇନ ମାନେ ବଲିଉଡ ରେ ଫେମସ ଅଟନ୍ତି ସେମାନେ ନିଜର କ୍ଯାରିୟର ଆରମ୍ଭରେ ସେତିକି ହିଟ ନଥିଲେ । ଏମିତିରେ ଏହି ହୀରୋ ହିରୋଇନ ଙ୍କୁ ଏମିତି କିଛି ଫିଲ୍ମ ରେ କାମ କରିବାକୁ ପଡିଲା ଯାହାର ପଶ୍ଚାତାପ ତାଙ୍କୁ ଆଜି ବି ଅଛି । ଆଜି ଆମେ କଥା ହେବା ବଲିଉଡ ଇଣ୍ଡଷ୍ଟ୍ରି ର ସେହି ଆକ୍ଟର ଓ ଆକ୍ଟ୍ରେସଙ୍କ ବିଷୟରେ ଯେଉଁମାନେ ନିଜ କ୍ଯାରିୟର ରେ କେବେ ନା କେବେ ବି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି ।

୧. କଟ୍ରିନା କୈଫ

ସମସ୍ତେ ଜାଣିଛନ୍ତି କି ଆଜି କଟ୍ରିନା କୈଫ ବଲିଉଡ ଇଣ୍ଡଷ୍ଟ୍ରି ର ଏକ ଫେମସ ନାମ ଅଟେ । କିନ୍ତୁ ଆପଣଙ୍କୁ କହି ଦେଉଛୁ କି କଟ୍ରିନା କୈଫ ନିଜ କ୍ଯାରିୟର ର ଆରମ୍ଭ ବି ଏକ ବି ଗ୍ରେଡ ଫିଲ୍ମ ରୁ ଆରମ୍ଭ କରିଥିଲେ । କଟ୍ରିନା କୈଫ ବଲିଉଡ ରେ ଫିଲ୍ମ ବୁମ ରୁ ବଲିଉଡ ରେ ପାଦ ଦେଇଥିଲେ ଯାହାକି ଏକ ବି ଗ୍ରେଡ ଫିଲ୍ମ ଥିଲା ।

ଯେଉଁଥିରେ ସେ ଅନେକ ବୋଲ୍ଡ ସୀନ ଦେଇଥିଲେ ଯାହା କାରଣରୁ କଟ୍ରିନା ରାତାରାତି ଫେମସ ହୋଇଗଲେ । ଆପଣଙ୍କୁ କହି ଦେଉଛୁ କି ଏହି ଫିଲ୍ମ ରେ କଟ୍ରିନା କୈଫ ଙ୍କ ସହିତ ଅମିତାଭ ବଚ୍ଚନ ଓ ଗୁଲସନ ଗ୍ରୋଭର ଙ୍କ ଭଳି ବଡ ଷ୍ଟାର ବି ସାମିଲ ଥିଲେ । ଅମିତାଭ ବଚ୍ଚନ ଙ୍କ ନାମ ବି ବି ଗ୍ରେଡ ଫିଲ୍ମ ର ଲିସ୍ଟରେ ସାମିଲ ଅଛି ।

୨. ନେହା ଧୂପିୟା


ନେହା ଧୂପିୟା ମଧ୍ୟ ନିଜ କ୍ଯାରିୟର ର ଆରମ୍ଭ ବି ଗ୍ରେଡ ଫିଲ୍ମ ରୁ ଆରମ୍ଭ କରିଥିଲେ । ନେହା ଜୁଲି ନାମକ ଏକ ଫିଲ୍ମ ରୁ ନିଜର ବଲିଉଡ କ୍ଯାରିୟର ର ଆରମ୍ଭ କରିଥିଲେ । ଯେଉଁଥିରେ ସେ ବହୁତ ସେଂସୁଆଲ ସୀନ ଦେଇଥିଲେ, ଯାହା ଏକ ବି ଗ୍ରେଡ ଫିଲ୍ମ ଅଟେ ।

୩. ମମତା କୁଲକର୍ଣ୍ଣୀ

ନିଜ ଜମାନାର ସୁନ୍ଦର ଓ ଫେମସ ହିରୋଇନ ମାନଙ୍କ ମଧ୍ୟରେ ଜଣେ ମମତା କୁଲକର୍ଣ୍ଣୀ ବି ଏକ ବି ଗ୍ରେଡ ଫିଲ୍ମ ରେ କାମ କରିଥିଲେ । ସେହି ସମୟରେ ମମତା ଫିଲ୍ମ ଦୁନିଆରେ ନୂଆ ନୂଆ ଆସିଥିଲେ । ମମତା ଡିଭାଇନ ଟେମ୍ପଲ ନାମର ଏକ ବି ଗ୍ରେଡ ଫିଲ୍ମ ଦେଇଥିଲେ ।

୪. ରେଖା

ବଲିଉଡ ର କୁଇନ କୁହାଯାଉଥିବା ରେଖା ମଧ୍ୟ ନିଜ କ୍ଯାରିୟର ରେ ଏକ ସମୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବି ଓ ସି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି । ଏହା ପଛର କାରଣ ଥିଲା ତାଙ୍କର ଆର୍ଥିକ ଅଭାବ । ଯଦି ବଲିଉଡ କଥା କହିବା ତେବେ ରେଖା କାମ ସୂତ୍ର ନାମକ ଏକ ବି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି ।

୫. ମାନ୍ୟତା ଦତ୍ତ

ସଞ୍ଜୟ ଦତ୍ତ ଙ୍କ ପତ୍ନୀ ମାନ୍ୟତା ଦତ୍ତ ବି ଅନେକ ବି ଗ୍ରେଡ ଫିଲ୍ମ ରେ କାମ କରିଛନ୍ତି । ମାନ୍ୟତା ଦତ୍ତ ବି ବଲିଉଡ ଫିଲ୍ମ ରେ ଅନେକ ବୋଲ୍ଡ ସୀନ ଓ ଆଇଟମ ନମ୍ବର ଦେଇଛନ୍ତି । ବିବାହ ପରେ ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତ ଙ୍କ ସମସ୍ତ ବି ଗ୍ରେଡ ଫିଲ୍ମ ର ରାଇଟ୍ସ କିଣି ନେଇଥିଲେ ।

Leave a Reply

Your email address will not be published. Required fields are marked *