ନିଜକୁ ବଡ ଓ ସୁନ୍ଦର ବନେଇବା ପାଇଁ Disha Patani କରିଛନ୍ତି କିଛି ଏମିତି କାମ କି ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଯେଉଁ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟରେ ବଲିଉଡରେ ସଫଳତା ହାସିଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀ । ଫିଲ୍ମ ‘ଏମଏସ ଧୋନୀ’ରେ ଏକ ସଂସ୍କାରୀ ଝିଅର ଭୂମିକା ପଦର୍ଶନ କରିବା ପରେ ଦିଶା ହଠାତ ନିଜର ବୋଲ୍ଟ ଲୁକ୍ ସାମ୍ନାକୁ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ବର୍ତ୍ତମାନ ସେ ବଲିଉଡରେ ବହୁତ ସୁପରହିଟ ଫିଲ୍ମ କରି ସାରିଛନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଦିଶା ନିଜକୁ ସୁନ୍ଦର କରିବା ପାଇଁ କଣ ସବୁ କରିଛନ୍ତି । ଖବର ମିଳିଛି ଯେ, ନିଜକୁ ସୁନ୍ଦର କରିବା ପାଇଁ ଦିଶା ଇଞ୍ଜେକ୍ସନର ସାହାରା ନେଇଛନ୍ତି । କେବଳ ଏତିକି ନୁହେଁ ଦିଶା ନିଜର ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ ମଧ୍ୟ କରାଇଛନ୍ତି ।

ଏହା ସହିତ ଦିଶା ନିଜକୁ ସୁନ୍ଦର ରଖିବା ପାଇଁ ବହୁତ କସ୍ମେଟିକ୍ସର ମଧ୍ୟ ସାହାରା ନେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦିଶାଙ୍କ ସୁନ୍ଦରତା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଦିଶା ପଟାନୀ ଯେତେବେଳେ ସୋସିଆଲ ମିଡିଆରେ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ସେହି ଫଟୋ ବହୁତ କମ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥାଏ, ସୋସିଆଲ ମିଡିଆରେ ଦିଶା ଅଧିକାଂଶ ସମୟରେ ଆକ୍ଟିଭ ରୁହନ୍ତି ଓ ନିଜର ଫିଟନେସର ଭିଡିଓ ମଧ୍ୟ ସେୟାର କରନ୍ତି ।


ବନ୍ଧୁଗଣ ଦିଶା ନିଜକୁ ସୁନ୍ଦର କରିବା ପାଇଁ ବହୁତ ୱାର୍କଆଉଟ କରନ୍ତି ଏହା ସହିତ କିଛି ଇଞ୍ଜେକ୍ସନର ବ୍ୟବହାର ମଧ୍ୟ କରିଥାନ୍ତି । ଯାହା ଫଳରେ ତାଙ୍କ ଫିଗର ବହୁତ ସେକସିକ୍ସି ଓ ସୁନ୍ଦର ନଜର ଆସିଥାଏ । ଆଜି ଦିଶା ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳି ଯାଇଛନ୍ତି, ପୂର୍ବରୁ ଦିଶା ବହୁତ ସଂସ୍କାରୀ ନଜର ଆସୁଥିଲେ ହେଲେ ବର୍ତ୍ତମାନ ସେ ବହୁତ ଅଧିକ ହଟ୍ ଓ ସେକ୍ସି ନଜର ଆସୁଛନ୍ତି ।


ସୋସିଆଲ ମିଡିଆରେ ଦିଶାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଦିଶା ପୂର୍ବରୁ ମଡେଲିଙ୍ଗ ଓ ବଲିଉଡକୁ ଆସିବା ପାଇଁ ଚାହୁଁ ନଥିଲେ । ସେ କେବଳ ଏକ ଇଞ୍ଜିନିୟର ହେବା ପାଇଁ ଚାହୁଁଥିଲେ । ହେଲେ ଦିଶା ତାଙ୍କ ସ୍କୁଲ ସମୟରେ ବହୁତ ଅଧିକ ସୁନ୍ଦର ଥିଲେ । ସେହି ସମୟରେ ସମସ୍ତ ଲୋକ ତାଙ୍କୁ ମଡେଲିଙ୍ଗରେ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହା ଦ୍ଵାରା ଦିଶା ମଡେଲିଙ୍ଗ କରି ଫେମସ ହୋଇଯାଇଥିଲେ । ଆଜି ଦିଶା ସମସ୍ତଙ୍କ ମନରେ ଏକ ଖାସ ସ୍ଥାନ କରିସାରିଛନ୍ତି । ଦିଶାଙ୍କ ସୁନ୍ଦରତା ଓ ଲୁକକୁ ଦେଖିବା ପାଇଁ ସବୁ ଲୋକ ପସନ୍ଦ କରୁଛନ୍ତି । ସେଥିପାଇଁ ଦିଶାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *