ବୋଲ୍ଡ ସୀନ କରିବା ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇ ବସିଲେ Bollywood ର ଏହି 5 ଜଣ Hero, ଡ଼ିରେକ୍ଟର ବାରମ୍ବାର କଟ କହିବା ପରେ ମଧ୍ୟ ଶୁଣିଲେ ନାହିଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମ ଦେଖିଥିବେ । ବର୍ତ୍ତମାନର ସମୟରେ ବଲିଉଡ ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍ସ ରଖିବା ସାଧାରଣ ହୋଇଯାଇଛି । କାରଣ ଲୋକମାନଙ୍କୁ ଇଣ୍ଟିମେଣ୍ଟ ସିନ୍ସ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ସେଥିପାଇଁ ବର୍ତ୍ତମାନ ଅଧିକାଂଶ ବଲିଉଡ ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍ସ ରଖାଯାଉଛି । ବନ୍ଧୁଗଣ ଏହି ଇଣ୍ଟିମେଣ୍ଟ ସିନ୍ସ କରିବା ସମୟରେ ଉଭୟ ହିରୋ ଓ ହିରୋଇନ ବହୁତ ରୋମାଣ୍ଟିକ ହୋଇଯାନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁମାନେ ଏହି ସିନ୍ସ କରିବା ସମୟରେ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଇଣ୍ଟିମେଣ୍ଟ ସିନ୍ସ କରିବା ସମୟରେ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ ଯାହାଫଳରେ ସେ ଲଜ୍ଜିତ ହୋଇଥିଲେ ।


ରଣବିର କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ରଣବିର କପୁର । ବନ୍ଧୁଗଣ ବର୍ତ୍ତମାନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରିସାରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ । ହେଲେ ୨୦୧୩ ମସିହାରେ ଆସିଥିବା ଫିଲ୍ମ ‘ୟେ ଜବାନି ହେ ଦିବାନି’ରେ ଏକ ଇଣ୍ଟିମେଣ୍ଟ ସିନ୍ ରେ ରଣବିର ନିଜକୁ ନିୟନ୍ତ୍ରଣ କରିପାରିନଥିଲେ । ବନ୍ଧୁଗଣ ଏହି ଫିଲ୍ମରେ ରଣବିର ଓ ଅଭିନେତ୍ରୀ ଏଲବୀନ ଶର୍ମାଙ୍କ ମଧ୍ୟରେ ଏକ ଇଣ୍ଟିମେଣ୍ଟ ସିନ୍ ଥିଲା । ଏହି ସିନ୍ କରିବା ସମୟରେ ରଣବିର ଡାଇରେକ୍ଟରଙ୍କ କଟ୍ ର ସିଗନାଲ ଜାଣିପାରି ନଥିଲେ ।

ସିଦ୍ଧାର୍ଥ ମଲ୍ହୋତ୍ରା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା । ସିଦ୍ଧାର୍ଥ ବଲିଉଡର କେତେକ ଫିଲ୍ମରେ କିସିଙ୍ଗ ସିନ୍ସ କରିଛନ୍ତି ହେଲେ ଫିଲ୍ମ ‘ଜେଣ୍ଟେଲ ମ୍ୟାନ’ର ଏକ ଇଣ୍ଟିମେଣ୍ଟ ସିନ୍ ରେ ସିଦ୍ଧାର୍ଥ ଓ ଅଭିନେତ୍ରୀ ଜ୍ୟାକଲିନ କଣ୍ଟ୍ରୋଲଲେସ ହୋଇଯାଇଥିଲେ । ଏହି ଫିଲ୍ମର ଏକ କିସିଙ୍ଗ ସିନ୍ ରେ ଡାଇରେକ୍ଟର କଟ୍ କହିବା ପରେ ମଧ୍ୟ ଏମାନେ ପରସ୍ପରକୁ କିସ୍ କରିଚାଲିଥିଲେ ।


ଦିଲୀପ ତାହିଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅବିନେତା ଦିଲୀପ ତାହିଲ । ଦିଲୀପ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ବନ୍ଧୁଗଣ ଦିଲୀପ ଏକ ଇଣ୍ଟିମେଣ୍ଟ ସିନ୍ ରେ ଜୟାପ୍ରଦାଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେହି ସିନ୍ ରେ ଦିଲୀପ ନିଜକୁ କଣ୍ଟ୍ରୋଲ କରିପାରି ନଥିଲେ ଯାହାଫଳରେ ଜୟା ଦିଲୀପଙ୍କୁ ଏକ ଚାପୁଡା ମାରିଦେଇଥିଲେ । ସେହି ଫିଲ୍ମ ପରଠାରୁ ଜୟା ଦିଲୀପଙ୍କ ସହ ଅନ୍ୟ କୌଣସି ଫିଲ୍ମରେ କାମ କରିଲେ ନାହିଁ ।


ବିନୋଦ ଖନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବିନୋଦ ଖନା ଓ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ଦୟାବାନ’ । ଏହି ଫିଲ୍ମର ଏକ କିସିଙ୍ଗ ସିନ୍ ରେ ବିନୋଦ ମାଧୁରୀଙ୍କୁ ଲିପଲକ କରିବା ସମୟରେ ମାଧୁରୀଙ୍କ ଓଠକୁ କାମୁଡି ଦେଇଥିଲେ । ଏହି ଫିଲ୍ମ ପାଇଁ ମାଧୁରୀ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଥିଲେ । ମାଧୁରୀଙ୍କ କାରିୟରରେ ଏହି ଫିଲ୍ମ ବହୁତ ଲଜ୍ୟାଜନକ ପ୍ରମାଣିତ ହୋଇଥିଲା ।

ରଞ୍ଜିତ- ରଞ୍ଜିତ ଓ ମାଧୁରୀ ଏକ ଫିଲ୍ମରେ ଅଭିନୟ କରିଥିଲେ । ସେହି ଫିଲ୍ମରେ ରଞ୍ଜିତଙ୍କୁ ଏକ ସର୍ଟରେ ମାଧୁରୀଙ୍କ ସହ ଜବରଦସ୍ତି କରିବାର ଥିଲା, ହେଲେ ସେହି ସିନ କରିବା ସମୟରେ ରଞ୍ଜିତ ନିଜକୁ ନିୟନ୍ତ୍ରଣ କରିପାରି ନଥିଲେ । ସେହି ସମୟରେ ମାଧୁରୀ ରଞ୍ଜିତଙ୍କୁ ରୋକିଥିଲେ ହେଲେ ରଞ୍ଜିତ ନିଜ ଉପରେ ନିୟନ୍ତ୍ରଣ କରିପାରି ନଥିଲେ । ଡାଇରେକ୍ଟର ବାରମ୍ବାର କଟ୍ କହିବା ପରେ ରଞ୍ଜିତ ହୋସକୁ ଆସିଥିଲେ । ଏହା ପରେ ତାଙ୍କୁ ଅନୁଭବ ହୋଇଥିଲା ଯେ, ସେ କେତେ ବଡ ଭୁଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *